OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 7th April 2022

Odia Rashiphala

Odia Rashiphala

ହର୍ଷ ଉଲ୍ଲାସରେ ସମୟ ଅତବିାହତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ସୂଚନା ମିଳୁଛି । ନୀତିନିଷ୍ଠ ବ୍ୟକ୍ତି ଭାବେ ସମ୍ମାନିତବ ହେବେ। ରୂପବାନ୍ ହେବେ। ମନ ପ୍ରଫୁଲ୍ଲ ରହିବ।
ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହେବେ। ଉପାର୍ଜନ ଆଶାନୁରୂପ ହେବ। ଶାରୀରିକ ଶକ୍ତି ସମ୍ପନ୍ନ ବ୍ୟକ୍ତି ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନରାମୟ ରହିବେ।
ଦିନଟି ସମସ୍ୟା ବହୁଳ ହୋଇପାରେ; ତଥାପି ସ୍ୱାଧୀନଭାବେ କିଛି୍ କରବିାକୁ ଇଚ୍ଛା କଲେ କିଛି ବିଘ୍ନ ଉପୁଜିବ ନାହିଁ । ମିତ୍ରଙ୍କଠାରୁ ସାହାଯ୍ୟ ଆଶା କରବିା ବୃଥା ହୋଇପାରେ। ଲାଭବାନ୍ ହେବେ।
ବଭିନ୍ନ ସ୍ତରରୁ ସହଯୋଗ ମଳିବ। ଅଧିକ ଞାନ ଅର୍ଜନ ପାଇଁ ଆଗ୍ରହୀ୍ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରପିାରନ୍ତି । ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନପ୍ରାପ୍ତ ହେବେ।
ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଅପୂର୍ବ୍ ସଫଳତା ମିଳିବ । ବିାଦୀୟ ଘଟଣାରେ ବିଜୟୀ ହେବେ। ପାରବାରିକ ସ୍ତରରେ ଶାନ୍ତି ବାତାବରଣ ସୃଷ୍ଟିହେବ। ଶ୍ରମ ସାର୍ଥକ ହେବ।
ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମଳିୁଛି । ତେଜୀୟାନ ହେବେ। ଶତ୍ରୁ ବନିାଶ୍ କରି ମାନସିକ ଶାନ୍ତିଫେରପାଇବେ । ବାହୁରେ ପୀଡ଼ା ଉପୁଜିପାରେ। ବହୁ ବଦ୍ୟା ପାରଙ୍ଗମ ହେବେ। ଅର୍ଥ ପ୍ରାପ୍ତି ସୁଯୋଗ ଅଛି।
ଚନ୍ତା ଦୂର ହେବ। ଭ୍ରମଣ ସୁଖ ମିଳିପାରେ । ସେବା-ପୂଜାରେ ନିୟୋଜିତ ହେବେ । ଉପୁଜିଥିବା ସମସ୍ୟା ଦୂର କରବିାକୁ ଉଦ୍ୟମ ଜାରି ରଖିବେ। ଯାନବାହନ ଚଳାଚଳରେ ସତର୍କତା ଆବଶ୍ୟକ।
ସେବା ମନୋଭାବର ହୋଇପାରନ୍ତି । ରାଜପୂଜା ମଳିପିାରେ । ଯାନବାହନ ସୁଖ ମିଳିବ। ଗ୍ରାମ ବା ଅଞ୍ଚଳର ଅଧିପତି ହୋଇପାରନ୍ତି । ପରାକ୍ରମଶାଳୀ ହେବେ। ବହୁଲୋକଙ୍କ ହର୍ତ୍ତା, କର୍ତ୍ତା ହେବେ।
କର୍ମତତ୍ପରତା ପ୍ରକାଶ ପାଇବ। ବନ୍ଧୁ ସହାୟତା ମିଳିବ। ଶତ୍ରୁ ଦମନ କରବିାରେ ସଦ୍ଧହସ୍ତ ହେବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ। ପରକୁ ସାହାଯ୍ୟ କରବିାରେ ଆତ୍ମତୃପ୍ତି ମିଳିବ।
ସନ୍ତାନ-ସନ୍ତତି ଲାଭର ସୂଚନା ମଳିୁ୍ଛି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜିତେନ୍ଦ୍ରିୟ ହୋଇପାରନ୍ତି । ପରାକ୍ରମୀ ହେବେ। ବଖ୍ୟାତ କୀର୍ତ୍ତିସ୍ଥାପନ କରିବେ।
ସୃଜନ ସ୍ୱଭାବର ହେବେ। ଦ୍ୱିଜ ଦେବତାଙ୍କ ଭକ୍ତ ହୋଇପାରନ୍ତି । ସ୍ୱ-ଜୀବନ ଧର୍ମରେ ଓଁ ବାଦର ହୋଇପାରନ୍ତି । ଦାୟିତ୍ୱବାନ୍ ହେବେ। ଦିବ୍ୟ ପ୍ରେରଣାଦାୟୀ ହୋଇପାରନ୍ତି ।
ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments