OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 6th June 2019

Odia Rashiphala

Odia Rashiphala

ଧୈର୍ଯ୍ୟ ରଖି ନ ପାରିଲେ କ୍ଷତି ସହି ପାରନ୍ତି । ସମ୍ମାନିତ ହେବା ଆଶାକରାଯାଏ । ବିଭିନ୍ନ ସ୍ତରରୁ ସାହଯ୍ୟ ପାଇ ଆର୍ଥିକ ସ୍ଥିତିକୁ ଅଧିକ ଉନ୍ନତି କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଜନ ସମର୍ଥନ ମିଳିବ ।
ବନ୍ଧୁମେଳରେ ଆନନ୍ଦ ଅନୁଭବ କରବେ । ଇଚ୍ଛାଧୀନ କାର୍ଯ୍ୟ କରିବା କଷ୍ଟସାଧ୍ୟ ହୋଇପାରେ । ବିଳାସ ବ୍ୟସନ କରିପାରନ୍ତି । ଯାନବାହନ ସୁଖ ମିଳିପାରେ । କାବ୍ୟକର୍ତ୍ତା ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ ।
ଯାନାଦି କ୍ରୟ କରିବାର ସୁଯୋଗ ଅଛି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । ମନରେ ସେବା ଭାବନା ଜାଗ୍ରତ ହୋଇପାରେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁକୁ ନିରସ୍ତ୍ର କରି ବିଦା କରିଦେବେ ।
ମାନସିକ ଶାନ୍ତି ଫେରି ପାଇବେ । ଆଶ୍ୱସ୍ତି ମିଳିବ । ଯାତ୍ରା କ୍ଳେଶକର ହୋଇପାରେ । ସମସ୍ୟା ଉପୁଜି ପାରେ । ଖର୍ଚ୍ଚାନ୍ତ ହେବେ । ପୁତ୍ର-କ୍ଷେତ୍ର ପ୍ରାପ୍ତିର ସୂଚନା ମିଳୁଛି । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ । ଦୃଢ଼ମନା ହେବେ । ସନ୍‌ମାର୍ଗୀ ହେବେ ।
ଆପଣଙ୍କୁ ଶତ୍ରୁଚିନ୍ତା ଘାରିପାରେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଆନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି । ଅର୍ଥ ଲାଭର ସୂଚନା ମିଳୁଛି । ସତ୍ୟ ପଥରେ ଯାଇ ଭଲ ଉପାର୍ଜନ କରିପାରନ୍ତି । ନିର୍ଭୟରେ ପ୍ରତ୍ୟେକ କାର୍ଯ୍ୟ କରବେ ।
ଗୃହରେ ବିବାଦ ଉପୁଜିବାର ସମ୍ଭାବନା ଅଛି । ପରିଶ୍ରମ କଷ୍ଟକର ହୋଇପାରେ । ଘାତଚନ୍ଦ୍ର ଭୋଗ ହେତୁ ପୀଡ଼ ଅନୁଭବ କରିପାରନ୍ତି । କୀର୍ତ୍ତିମାନ ହୋଇପାରନ୍ତି । ବହୁ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିପାରେ । ଧାର୍ମିକ ପ୍ରକୃତିର ହୋଇପାରନ୍ତି । ଜନ ସମର୍ଥନ ମିଳିବ ।
ଦକ୍ଷତାର ଉପଯୋଗ କରିପାରନ୍ତି । ଭ୍ରମଣ ଯୋଗ ଅଛି । କୌଣସି ସୂତ୍ରରୁ ଅର୍ଥ ଆସିପାରେ । ଶୁଭ ସମ୍ୱାଦ ମିଳିବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ସୌଭାଗ୍ୟ ବୃଦ୍ଧି ହେବ । ସୁଖୀ ହୋଇପାରନ୍ତି । ସନ୍ତୁଷ୍ଟ ଲାଭ କରିବେ ।
ମନ ଅସ୍ଥିର ରହିପାରେ । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍ ସତର୍କତାର ସହ ଚଳିବାକୁ ପଡ଼ିବ । ସ୍ୱାଭିମାନୀ ହୋଇପାରନ୍ତି । କେବଳ ଯୁଗ୍ମ- ବ୍ୟବସାୟ ଲାଭଜନକ ହେବ । ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରା ନିଷେଧ ।
କର୍ମ ଚଞ୍ଚଳ ରହିବେ । ଦିନଟି ଭିତରେ ଶୁଭ ଅସୁଖ ମିଳିତ ଫଳ ମିଳିପାରେ । କର୍ମରେ ସଫଳତା ପାଇପାରନ୍ତି । ଗୃହ ପରବେଶ ଆନନ୍ଦଦାୟକ ହେବ । ବନ୍ଧୁସ୍ନେହୀ ହୋଇପାରନ୍ତି । ଶତ୍ରୁନାଶ କରିବାରେ ସକ୍ଷମ ହେବେ । ପତ୍ନୀଙ୍କ କଥାରେ ଚାଲିବେ ।
ଦକ୍ଷତା ପ୍ରତିପାଦନ କରିପାରନ୍ତି । ଅଧିକ ଅଭିଜ୍ଞ ହୋଇପାରନ୍ତି । ଆତ୍ମୀୟମାନଙ୍କ ସହଯୋଗ ମିଳିପାରେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ଧନାଗମର ସୂଚନା ମିଳୁଛି । ସୁଖୀ ହେବେ ।
କର୍ମ ଚଞ୍ଚଳ ରହିବେ । ପରାମର୍ଶ ଦାତା ହୋଇପାରନ୍ତି । ଉପୁଜିଥିବ ସମସ୍ୟା ଦୂର ହୋଇପାରେ । ଶାନ୍ତ, ସନ୍ତୋଷ ଲାଭ କରିପାରନ୍ତି । ବହୁ ଶୁଭଫଳ ମିଳିବାର ସୁଯୋଗ ଅଛି । କର୍ମକ୍ଷେତ୍ରରୁ ଉନ୍ନତି ମାର୍ଗ ଆଗକୁ ବଢ଼ାଇ ପାରନ୍ତି । ସମ୍ପତ୍ତିବାନ୍ ହୋଇପାରନ୍ତି ।
ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରତାରିତ ହେବାର ସୂଚନା ମିଳୁଛି । ରୋଗର ଉପଶମ ହୋଇପାରେ । ବାକ୍‌ପଟୁତା ଯୋଗଁ ସାମାଜିକ ସ୍ତରରେ ଲୋକମାନଙ୍କର ଆଦରଣୀୟ ହୋଇପାରନ୍ତି । ଗୃହରେ ଆନନ୍ଦ ଉଲ୍ଲାସ ଲାଗି ରହିବ । ସୁଖୀ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments