![]() |
ଈପ୍ସିତ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ଅର୍ଥପ୍ରାପ୍ତି ଓ ସମ୍ମାନିତ ହେବେ । |
କୁଳ ଉଦ୍ଧାରକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାର୍ଦ୍ଦ ଚିତ୍ତ ହୋଇପାରନ୍ତି । ଯଶସ୍ୱୀ ହେବେ । ବ୍ୟବସାୟ ଲାଭଜନକ ହେବ । ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛାଭାବ ରହିବ । | |
ଭାଗ୍ୟଶାଳୀ ହେବେ । ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହୋଇପାରନ୍ତି । ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ । ବିଦ୍ୱାନ୍,ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । | |
ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳତା ଅନୁଭବ କଲେ ବି ପାପଗ୍ରହ ରାହୁଙ୍କ ପ୍ରଭାବରୁ ବାଣିଜ୍ୟ କାରବାର ଲାଭଜନକ ହେବ । ବସ୍ତ୍ର-କାଞ୍ଚନ ପ୍ରାପ୍ତିର ସୂଚନା ମିଳୁଛି । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ । | |
ବନ୍ଧୁ ମିଳନ ଘଟିବ। ସର୍ବଦର୍ଶୀ ହେବେ । ବ୍ୟବସାୟ ଲାଭଜନକ ହେବ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେବେ । | |
ଦୁଃସାହସିକ ପଦକ୍ଷେପ ନେଇ ଶତ୍ରୁକୁ ପରାଜିତ କରିବେ । ସୁସ୍ଥ ଓ ନିରାମୟ ରହିବେ । ଭ୍ରାତୃ ସହଯୋଗ ମିଳିବ । ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । | |
କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରୀ ଉଠାଣ ଫଳ ସପକ୍ଷରେ ଯାଇପାରେ । ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଧନାଗମ ହେବ । | |
ଉଦାର ପ୍ରକୃତିର ହୋଇପାରନ୍ତି । ସ୍ୱେଚ୍ଛାକୃତ ଦାନ କରି ଆତ୍ମସନ୍ତୋଷ ଲାଭ କରିବେ । ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । କୃଷିକର୍ମ ଲାଭଦାୟକ ହେବ । ପୁଣ୍ୟବାନ୍ ଓ ସୁବିମଳ ଯଶସ୍ୱୀ ହେବେ । | |
ପୁଣ୍ୟବାନ୍ ଓ ସୁବିମଳ ଯଶର ଅଧିକାରୀ ହୋଇପାରନ୍ତି । ଭାଷା ଓ ବ୍ୟବହାର ମଧୁର ହେବ । ପ୍ରେମୀ ଓ ସାହସୀ ହେବେ । ଭ୍ରାତୃ ଭାବ ଅତୁଟ ରହିବ । ବନ୍ଧୁପ୍ରେମୀ, ଧାର୍ମିକ ଓ ବିଦ୍ୱାନ୍ ହୋଇପାରନ୍ତି । | |
ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି । ଭାଗ୍ୟଶାଳୀ ହେବେ । ବିକଶିତ ବ୍ୟକ୍ତିତ୍ୱଯୁକ୍ତ ହେବେ । ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । | |
ସେବା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିବେ । ଈପ୍ସିତ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଅନବଦ୍ୟ ରଚନା ପାଇଁ ଧନବାଦାର୍ହ ହେବେ । ସୁମିଷ୍ଟ ଭୋଜନ ସହ ଚିନ୍ତାଶୀଳ ହେବେ । | |
କାର୍ଯ୍ୟରେ ବାଧା ଉପୁଜାଇବାକୁ କେହି ଉଦ୍ୟମ ଚଳାଇ ପାରନ୍ତି । ନିରଳସ ବ୍ୟକ୍ତିତ୍ୱସମ୍ପନ୍ନ ହେବେ । ମଧୁରଭାଷୀ ଓ ବ୍ୟବହାର ଦ୍ୱାରା ପରକୁ ଆପଣାର କରିବେ । ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ । |
Odia Calendar 2022
Comments
comments