OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 4th July 2019

Odia Rashiphala

Odia Rashiphala

କଳହରୁ ମାଲିମୋକଦ୍ଦମା ହେବାର ଖବର ମିଳିପାରେ । ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି । ବିଦ୍ୟାର୍ଜନ ହେବ । ଧାର୍ମ-ଧାରଣାରେ ରହିବେ । ବହୁ ସୁଖର ଅଧିକାରୀ ହୋଇପାରନ୍ତି । ଜିତେନ୍ଦ୍ରିୟ ହେବେ । ପାପ ପ୍ରତି ବିମୁଖ ହେବେ ।
ଦୂରଯାତ୍ରା କରିପାରନ୍ତି । ମନୋବଳ ଦୃଢ଼ ରହିବ । ଅର୍ଥ ଲାଭର ସୂଚନା ମିଳୁଛି । ଆପଣଙ୍କ ସଦ୍‌ଗୁଣର ବିକାଶ ଘଟିବ । କୃଷି ବଳରେ ବଳୀୟାନ୍ ହେବେ । ପୁଣ୍ୟବାନ୍ ହୋଇପାରନ୍ତି । ପୌରୁଷ ବିକଶିତ ହେବ ।
ଚାକିରି କ୍ଷେତ୍ରରେ ପଦୋନ୍ନତିର ସୂଚନା ମିଳିବ । ମନରେ ଉଦ୍‌ବେଗ ଜାତ ହେବ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ସଦ୍‌ଗୁଣୀ ହେବେ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳମନା ହେବେ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ପଦୋନ୍ନତି ମିଳିବାର ସୁଯୋଗ ଜୁଟିଛି । ଆର୍ଥିକ ଅଭିବୃଦ୍ଧି ଘଟିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ ।
ଜଞ୍ଜାଳ ଏଡ଼ାଇବାକୁ ଚେଷ୍ଟା କରିବେ । କାର୍ଯ୍ୟରେ ବାଧା-ବିଘ୍ନ ଉପୁଜିବାର ସମ୍ଭାବନା ଅଛି । ଅଶାନ୍ତି ଓ ମନରେ ବ୍ୟଥା ଦେଖାଦେବ । ବିକ୍ରମ ଦୃଢ଼ତର ହେବ । ସନ୍‌ମାର୍ଗୀ ହେବେ । ବିଜ୍ଞ ବ୍ୟକ୍ତି ଭାବେ ପ୍ରତିଷ୍ଠା ଲାଭ କରିପାରନ୍ତି ।
ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି । ଯାନ-ବାହନ ସୁଖ ମିଳିବ । ସତ୍‌ପଥଗାମୀ ହେବେ । ଜନ ସମର୍ଥନ ଲାଭ କରିବେ । ନିର୍ଭୟରେ କାର୍ଯ୍ୟ ସଂପାଦନ କରିବେ । ବିଭାଗୀୟ କୃପା ଲାଭ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
କର୍ମ ଚଞ୍ଚଳ ରହିବେ । ଧର୍ମ ଆଚରଣ କରି ଶାନ୍ତି ପାଇବେ । ଜନ ସମର୍ଥନ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି । ସତ୍‌ପଥଗାମୀ ହେବେ । ଯଶସ୍ୱୀ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ବିଧି-ବିଧାନରେ କାର୍ଯ୍ୟ କରିବେ ।
ସମ୍ମାନିତ ହୋଇପାରନ୍ତି । ହର୍ଷ-ଉଲ୍ଲାସରେ ସମୟ ଅତିବାହିତ କରିବେ । ଅର୍ଥାଗମର ସୂଚନା ମିଳୁଛି । କର୍ମ କୁଶଳତା ପ୍ରକାଶ ପାଇବ । ମହା ପ୍ରଭାବଶାଳୀ ହେବେ । ପୁଣ୍ୟଦେହୀ ହେବେ । ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି । ଶାସ୍ତ୍ରପଟୁ ହେବେ ।
ଅନୁଭୂତି ବୃଦ୍ଧି ହୋଇପାରେ । ଦକ୍ଷତା ପ୍ରତିପାଦନ କରି ପ୍ରଶଂସନୀୟ ହେବେ । କୌଣସି କାରଣରୁ ଦୁଃଖ-ଶୋକ ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବା ଉଚିତ୍ ।
ପରିବେଶରେ ପରିବର୍ତ୍ତନ ଘଟିପାରେ । ମିତ୍ର ଲାଭର ସୂଚନା ମିଳୁଛି । ସମ୍ମାନିତ ହେବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି । ଗୁରୁକୁଳ ଆଶୀର୍ବାଦ ମିଳିପାରେ । ବେଶ-ଭୂଷା ଯୋଗୁଁ ଅନାଦର ହେବା ଆଶା କରାଯାଉଛି ।
ଆବଶ୍ୟକ ସହଯୋଗ ପାଇବେ । ମନରେ ଗର୍ବଭାବ ବହନ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ ।
କୌଣସି ଏକ କାର୍ଯ୍ୟରେ ପ୍ରଭାବିତ ହୋଇପାରନ୍ତି । ଅନୁତପ୍ତ ହେବେ । ଧନାଗମର ସୂଚନା ମିଳୁଛି । ଆପଣଙ୍କ ପରାମର୍ଶ ଗ୍ରହଣୀୟ ହେବ । ସକଳ ଶାସ୍ତ୍ରଜ୍ଞାତା ହୋଇପାରନ୍ତି । ବ୍ରତକର୍ତ୍ତା ହେବେ । ଦେବ-ଦ୍ୱିଜ ପରାୟଣ ହୋଇପାରନ୍ତି । ଆତ୍ମସନ୍ତୋଷ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments