![]() |
କର୍ମକ୍ଷେତ୍ର ଉତ୍ସାହଜନକ ହେବ । ଅର୍ଥପ୍ରାପ୍ତି ସୂଚନା ମିଳୁଛି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ବିଜ୍ଞ ବ୍ୟକ୍ତିଙ୍କ ଅନୁଗାମୀ ହେବେ। ସୃଜନଶୀଳ ହେବା ସହିତ, ଶ୍ରଦ୍ଧା ଓ ବିଶ୍ୱାସର ପାତ୍ର ହେବେ । |
କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ଦୁଶ୍ଚିନ୍ତା ଦୂର ହେବ । କୁଳ ପ୍ରଧାନ ହୋଇପାରନ୍ତି । ଅସାଧ୍ୟସାଧନ କରି ମଧ୍ୟ ନିରାପଦ ରହବେ । ବ୍ୟବହାରରେ ନମ୍ରତା ଓ ଶାଳୀନତା ରହିବ । | |
ଧର୍ମ ବିଧାନରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ବିଦ୍ୟାଭ୍ୟାସୀ ହେବେ । ପାପପରାଙ ମୁଖ ହେବେ। ସତ୍ୟାର୍ଜନେ ତତ୍ପରତା ପ୍ରକାଶ ପାଇବ । ସତ୍ ଚରିତ୍ରବାନ୍ ହେବେ । ଭାଗ୍ୟଲକ୍ଷ୍ମୀଙ୍କ ଆଶ୍ରିତ ହେବେ। | |
ଶାରୀରିକ କ୍ଲେଶ ଅନୁଭବ କରିପାରନ୍ତି । ମିତ୍ରମାନେ କରଛଡ଼ା ଦେଇପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ କଷ୍ଟସାଧ୍ୟ ହେବ । ପାପଗ୍ରହଙ୍କ ଶଭଦୃଷ୍ଟିରୁ ସରକାରୀ ମାନ୍ୟତା ମିଳିବ । ଅଶାନ୍ତି ଦୂର ହେବ । | |
ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତି ସୂଚନା ମିଳୁଛି । ମନ ପ୍ରସନ୍ନ ରହିବ । ପତ୍ନୀ ଚଞ୍ଚଳା ହେବେ । ଦୟାର୍ଦ୍ରଚିତ୍ତ ହୋଇପାରନ୍ତି । ପରୋପକାର କରି ଆଶୀର୍ବାଦଯକ୍ତୁ ହେବେ । ଶିଷ୍ଟାଚାରଯକ୍ତୁ ଧାର୍ମିକ ପ୍ରବର ହେବେ । | |
ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ । ଦ୍ରବ୍ୟ ଲାଭ ହୋଇପାରେ । ଶତ୍ରୁଯେତେ ବଳବାନ୍ ହେଉନା କାହିଁକି, ମଥାନତ କରିବାକୁ ବାଧ୍ୟ ହେବ । ଉଦ୍ୟମ ପ୍ରଶଂସନୀୟ ହେବ । | |
ପ୍ରବଳ ପ୍ରତାପୀ ହୋଇପାରନ୍ତି । ବିଦ୍ୟାବାନ୍, ଗଣୁୀ ଓ ଚତୁର ହେବେ । ଶୋଭନ କର୍ମକାର ହେବା ଆଶା କରାଯାଏ । ଦୟାଳୁ ସ୍ୱଭାବର ହେବେ । ବିଭିନ୍ନ ସ୍ତରରୁ ଅର୍ଥ ଓ ଉପକୃତ ହୋଇପାରନ୍ତି । | |
ଅର୍ଥଚିନ୍ତାରେ ଉତ୍ଥାନ, ପତନ ଲାଗିରହିବ । କର୍ମକ୍ଷେତ୍ର ବିନୀତ ସ୍ୱଭାବ ସମ୍ପନ୍ନ ହେବ । ଚିତ୍ତ ସନ୍ତୁଷ୍ଟ ରହିବ । ସୌଭାଗ୍ୟଯକ୍ତୁ ହେବେ । କୃପାନିଧି ହୋଇପାରନ୍ତି । ଶ୍ରେଷ୍ଠ କାର୍ଯ୍ୟରେ ନିୟୋଜିତ ହେବେ । | |
କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ରହିବ । ସଦ୍ଭାବନା ସ୍ଥାପନ କରି କାର୍ଯ୍ୟ ଶୁଭମୟ କରିପାରନ୍ତି । କୁଶଳ ସମାଚାର ପାଇ ସୁଖ ଅନୁଭବ କରିବେ । ସର୍ବକାଳ ଦକ୍ଷ ହେବେ । | |
ଆଶାବାଦୀ ହୋଇପାରନ୍ତି । ଦିନଟି ସୁଖ-ସମୃଦ୍ଧି ପୂର୍ଣ୍ଣ ହେବ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁଭାଷୀ ହୋଇପାରନ୍ତି । ତେଜୀୟାନ୍ ହେବେ । କର୍ମଚଞ୍ଚଳ ରହବେ । ବହୁ ମଲ୍ୟବାନ୍ ଦ୍ରବ୍ୟ ଲାଭ ହେବ । | |
ଶ୍ରୀଚନ୍ଦ୍ର ଭୋଗ ହେତୁ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ପାରିବାରିକ ସୁଖ ମିଳିବ । ଗଠନମୂଳକ କାର୍ଯ୍ୟର ଅଗ୍ରଗତି ଘଟାଇ ପାରନ୍ତି । ସସ୍ଥୁ ରହବେ । | |
ରାଜପୂଜା ମିଳିପାରେ । ଜନସାଧାରଣଙ୍କ ପ୍ରତି ସ୍ନେହପୂର୍ଣ୍ଣ ବ୍ୟବହାର କରିପାରନ୍ତି । ନୀତିନିଷ୍ଠ ହେବେ । ଲଢ଼େଇକରି ଧନ ଅର୍ଜନ କରିପାରନ୍ତି । ସ୍ଥିର ସ୍ୱଭାବର ହେବେ। ବିବାଦୀୟ ଘଟଣାରେ ପଶ୍ଚାତ୍ପଦ ହେବେ । |
Odia Calendar 2022
Comments
comments