OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 30th May 2019

Odia Rashiphala

Odia Rashiphala

 ଦୂରଯାତ୍ରାର ସଯୁୋଗ ମିଳିବ। ଧର୍ମପ୍ରିୟ ରି ହେବେ । ପାଣ୍ତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଶିଳ୍ପ ପାରଦର୍ଶୀ ହେବା ଆଶାକରାଯାଏ। ହାସ୍ୟମଖ ରହିବେ । ଯବତୀ ପ୍ରିୟ ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ଖର୍ଚ୍ଚାନ୍ତ ହେବେ।
ଭ୍ରାତୃ ବିବାଦର ଅବସାନ ଘଟିବ। କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶୁଭ ଖବର ମିଳିବ। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ରାଜଧନ ମିଳିବ। ସରକାରୀ ମାନ୍ୟତା ମିଳିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ।
 ସୁଖ-ସମ୍ମାନ ଲାଭ କରିପାରନ୍ତି। ଜନ-ସମର୍ଥନ ପାଇଁ ଖୁସି ହେବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସରକାରୀସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତିମାନ ହେବେ। ସତ୍କର୍ମରେ ନିୟୋଜିତ ହେବେ। ଧାର୍ମିକ ହେବେ।
ଷଢ଼ଯନ୍ତ୍ରରୁ ଅଳ୍ପକେ ଉଧୁରି ଯିବେ। ଜନ ସଂପର୍କ ଅତୁଟ ରହିବ। ମଧ୍ୟମ ଧରଣର ଶଭଫଳ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ରତିଯୋଗିତାରେ ବିଜୟୀ ହେବେ। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବା ଆଶାକରାଯାଏ।
 ଆଳସ୍ୟ ଅନୁଭବ କରିପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ସ୍ୱାଭିମାନୀ ହେବେ। ଅଯଥା ସମସ୍ୟା ସୃଷ୍ଟିହୋଇପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଖୁବ ସତର୍କତାର ସହ ଚଳିବାକୁ ପଡ଼ିବ।
ଦୂରବନ୍ଧୁଙ୍କ ଦ୍ୱାରା ସାହାଯ୍ୟ ପ୍ରାପ୍ତ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ସତସଙ୍ଗୀ ହେବେ। ସତ୍ୟଧର୍ମ ପାଳନ କରିବେ। ଜ୍ଞାନ-ଗରିମାଯୁକ୍ତ ହେବେ। ବହୁମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ଚଳିବେ।
ଅନ୍ୟର ପ୍ରରୋଚନାରେ ପଡ଼ିପାରନ୍ତି। ଆତ୍ମଗର୍ବ ଦେଖାଇପାରନ୍ତି। ପାରିବାରିକ ସୁଖ ମିଳିବ। ହର୍ଷ ମୁଖ ହେବେ। ବିଶୁଦ୍ଧଭାଷୀ ହୋଇପାରନ୍ତି। ଧନଶାଳୀ ହେବେ। ପୁତ୍ର ସନ୍ତାନ ଲାଭ ହୋଇପାରେ। ରାଜପୂଜା ଓ ଯାନବାହନଯୁକ୍ତ ହେବେ।
ଧର୍ଯ୍ୟର ସହ କାର୍ଯ୍ୟ କରି ପୁରସ୍କୃତ ହେବେ। ମନରେ ଉଦବେଗ ଜାତ ହୋଇପାରେ। ଶାସ୍ତ୍ରଜ୍ଞ ହୋଇପାରନ୍ତି। ପୁଣ୍ୟ ଦେହୀ, ସୁବର୍ଣ୍ଣାଦି ଯୁକ୍ତ ହେବେ। ସୁନ୍ଦର ଓ ରାଜବଂଶ ପୂଜିତ ହୋଇପାରନ୍ତି। ପୁତ ବା ପୁତ୍ରବତ୍ ଧନଲାଭ କରିବେ।
 ଆଜିର କାର୍ଯ୍ୟକୁ କାଲି କରିବାକୁ ମନସ୍ଥ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସାମୟିକ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେବେ। ଦାନ-ଧର୍ମକୁ ଶ୍ରେୟମନେ କରିବେ। ଶାନ୍ତ ଓ ଭଦ୍ର ହେବେ।
ହଜିଥିବା ଦ୍ରବ୍ୟ ଖୋଜିଲେ ପାଇବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ବହୁ ଶୁଭଫଳ ଆଶାକରାଯାଏ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ପ୍ରତିଯୋଗିତା ଆପଣଙ୍କ ସପକ୍ଷରେ ଯିବ। ଧର୍ମ-ସଙ୍କଟ ପାର ହେବ।
ପରିଶ୍ରମ କରି କାର୍ଯ୍ୟକୁ ଆଗେଇ ନେବେ। ଯଶସ୍ୱୀ ହେବେ। ତ୍ୟାଗପତ ମନୋବୃତ୍ତି ଗ୍ରହଣ କରିବେ। ନୀତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହୋଇ ପାରନ୍ତି। ହୃଷ୍ଟଚିତ୍ତ, ଅତି ସଖୁୀ, କୀର୍ତ୍ତିଶାଳୀ, ସହିଷ୍ଣୁ ହୋଇପାରନ୍ତି।
 ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ରୋଜଗାର ଯଥେଷ୍ଟ ପରିମାଣର ହେହବ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ଓ ବନ୍ଧୁ ସହୟତାରୁ ଲାଭବାନ୍ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments