OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 28th November 2019

Odia Rashiphala

Odia Rashiphala

ବ୍ୟବସାୟରେ ଅର୍ଥ ବିନିଯୋଗ କରିପାରନ୍ତି । ଉନ୍ନତି ମାର୍ଗରେ ଆଗକୁ ବଢ଼ି ଚାଲିବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦୀର୍ଘଦିନର ଆଶାପରୂଣ ହୋଇପାରେ । ଅର୍ଥ ମିଳିବ । ସୌଭାଗ୍ୟ ଉଦୟ ହେବ ।
ବ୍ୟବସାୟ ଲାଭଜନକ ହେବ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ମନରେ ଦୁଶ୍ଚିନ୍ତା ଜାତ ହୋଇପାରେ । କାର୍ଯ୍ୟରେ ବାଧାବିଘ୍ନ ଦେଖାଦେବ । ସ୍ୱାଭିମାନୀ ହୋଇପାରନ୍ତି । ଅଷ୍ଟମ ଭାବରେ ପଞ୍ଚଗ୍ରହକୂଟ ଯୋଗୁଁ ଦୁର୍ଦ୍ଦଶା ଭୋଗିବେ ।
ଶତ୍ରୁର ସମ୍ମୁଖୀନ ହୋଇପାରନ୍ତି । ଆମୋଦପ୍ରମୋଦରେ ସମୟ ଅତିବାହିତ କରିବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ସମ୍ମାନିତ ହେବେ । ବନ୍ଧୁ ମିଳନ ଘଟିବ । ଚେଷ୍ଟା ସଫଳ ହେବ ।
ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି । ନିରବ ଚିନ୍ତକ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ସର୍ବସୁଖ ଲାଭ କରିପାରନ୍ତି । ସତ୍ୟାନୁରକ୍ତ ହୋଇପାରନ୍ତି । ପଦ-ପଦବୀ ଲାଭ କରିବେ । ଶାଳୀନତା ହେବେ । ବ୍ରହ୍ମ ଉପାସକ ହୋଇପାରନ୍ତି ।
ନିଷ୍ଠାପର ଭାବେ ବିହିତ କାର୍ଯ୍ୟ କରି ପ୍ରଶଂସା ଲାଭ କରିବେ । ଦୀର୍ଘଦିନର ଆଶା ପୂରଣ ହୋଇପାରେ । ଶାସ୍ତ୍ର ପ୍ରଣେତା ହୋଇପାରନ୍ତି । ଧନ ଅର୍ଜନ କରି ପରମାନନ୍ଦ ଲାଭ କରିପାରନ୍ତି । ଧନ୍ୟାନ୍ୱିତ ହେବେ । ବହୁ ଶୁଭଫଳ ଆଶାକରାଯାଏ ।
ସାମାଜିକ ସଂପର୍କ ବୃଦ୍ଧି ପାଇବ । ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ । ସମ୍ମାନ, ଧନ, ଯାନ, ବାହନାଦିର ସୁଖ ଭୋଗ କରିବେ । ସରକାରଙ୍କ ଅନୁଗ୍ରହରୁ ବହୁ ସମ୍ପଦର ଅଧିକାରୀ ହୋଇପାରନ୍ତି । ଗୃହ ପରିବେଶ ସ୍ୱାସ୍ଥ୍ୟଜନକ ହେବ । ସୁଖୀ ହେବେ ।
ଶୁଭବାର୍ତ୍ତା ମିଳିପାରେ । ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ । ….କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ନିର୍ବାଚନରେ ଲୋକପ୍ରିୟ ହୋଇପାରନ୍ତି ।
ଆଶାବାଦୀ ହୋଇପାରନ୍ତି । ଧନାଗମ ହେବାର ସୁଯୋଗ ଅଛି । ବିଭାଗୀୟ ସ୍ତରରେ ସମ୍ମାନିତ ହେବେ । ଆଦର୍ଶବାଦୀ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଜନ ସମର୍ଥନ ମିଳିବ । ପ୍ରୀତି ଭୋଜନ ମିଳିବ । ବନ୍ଧୁ ସହାୟତା ପାଇବେ । ଚିନ୍ତାଧାରା ମହତ ହେବ ।
ପରୋପକାରୀ ହେବେ । ବହୁଜନ ହିତାୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍ ହେବେ । ଆତ୍ମତୃପ୍ତି ମିଳିବ ।
ଗୃହରେ ଅଶାନ୍ତି ଉପୁଜିଲେ ବି ନିଜ ଗୁଣରେ ଶାନ୍ତିର ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରନ୍ତି । ପଥରୋଧର ସମ୍ମୁଖୀନ ହେବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ମଧୁର ବଚନଯୁକ୍ତ ହୋଇପାରନ୍ତି ।
ବନ୍ଧୁଙ୍କ ଉପରେ ସନ୍ଦେହ ଜାତ ହୋଇପାରେ । ସୁଖ-ସମାନ ଲାଭ କରିବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । କୀର୍ତ୍ତିମାନ୍ ହେବେ । ଭୋଗ-ବିଳାସ କରିପାରନ୍ତି । ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ । ମନପ୍ରସନ୍ନ ରହିବ ।
ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରିପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । ଯେତେ ଯାହା ସମସ୍ୟା ଥାଇ ମଧ୍ୟ ସଫଳତା ପୂର୍ବକ କାର୍ଯ୍ୟ ହାସଲ କରିବେ । କୀର୍ତ୍ତି, ସତ୍ତ୍ୱ୍ୱ, ସନ୍ତୋଷ ସବୁକିଛି ମିଳିବ । ବହୁବିଧ ଓ ଉତ୍ତମ ଗୁଣଯୁକ୍ତ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments