OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 28th May 2020

Odia Rashiphala

Odia Rashiphala

କାର୍ଯ୍ୟ ଆୟତ୍ତାଧୀନ ହୋଇପାରେ । କେତେକ ଘଟଣାରେ ବାଦାନୁବାଦ ଉପୁଜିପାରେ । ଭ୍ରମଣରେ ବିଳାସବ୍ୟସନରେ ମନ ବଳାଇ ପାରନ୍ତି । ବାରମ୍ବାର ଚେଷ୍ଟା କଲେ ସଫଳତା ମିଳିବ । ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି ।
ସୁଖୀ ହେବେ । ସମ୍ମାନିତ ହେବା ଆଶା କରାଯାଏ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ମାନ୍ୟତାପ୍ରାପ୍ତ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ସକଳ ଗୁଣର ଅଧିକାରୀ ହେବେ । ଶାସ୍ତ୍ରଜ୍ଞ ହୋଇପାରନ୍ତି ।
କାର୍ଯ୍ୟ ଆନନ୍ଦଦାୟକ ହେବ । ସୁସ୍ଥ ଓ ନିରାମୟ ରହିବେ । ସତ୍‌ସଙ୍ଗୀ ହୋଇପାରନ୍ତି । ଶାନ୍ତି ଓ ସନ୍ତୋଷ ମିଳିବ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସ୍ତରରୁ ଧନାଗମ ହୋଇପାରେ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ନୈତିକ ବଳ ବୃଦ୍ଧି ହେବ । ମାନ୍ୟତା ପ୍ରାପ୍ତ ହେବେ । ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ସୃଷ୍ଟି ହୋଇଛି । ସର୍ବାଙ୍ଗୀଣ ଉନ୍ନତି ହେବ ।
ଧନ-ଜନ, ଗୋପ, ଲକ୍ଷ୍ମୀ ସବୁକିଛି ପ୍ରାପ୍ତ ହେବ । ବିନୀତ ସ୍ୱଭାବ ଓ ଗୁଣବାନ୍ ହେବେ । ବିଦ୍ୟାରେ ଅଳଙ୍କୃତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଗୁଣବାନ୍ ହୋଇପାରନ୍ତି ।
ମୂଲ୍ୟବାନ୍ ଦ୍ରବ୍ୟଲାଭର ସୁଯୋଗ ସୃଷ୍ଟି ହୋଇଛି । ବ୍ୟବସାୟ ଲାଭଜନକ ହେବ । ଜନସଂପର୍କ ବୃଦ୍ଧି ପାଇବ । ରୋଜଗାର ଯଥେଷ୍ଟ ପରିମାଣର ହୋଇପାରେ । ସନ୍ତାନ, ସନ୍ତତିମାନେ ଗୁଣୀ ଓ ଧନବାନ୍ ହେବା ଆଶା କରାଯାଏ ।
ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି । ମାନ୍ୟତାପ୍ରାପ୍ତ ହେବେ । ଅର୍ଥ ମିଳିବ । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ ।
ଭ୍ରମଣ ଯୋଗ ଅଛି । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି । ସ୍ୱାଭିମାନର ସହ ଚଳିବେ । ଧନାଗମର ସୂଚନା ମିଳୁଛି । ରାଜପୂଜା ମିଳିପାରେ । ଯାନବାହନଯୁକ୍ତ ହେବେ । ଶ୍ରମର ଅଧିପତି ବା ସକଳ କାର୍ଯ୍ୟର ସୂତ୍ରଧର ହେବେ ।
ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଜଗି-ରଖି ଚଳିବାକୁ ପଡ଼ିବ । ପେଟରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ସାଧନାରେ ସିଦ୍ଧି ଲାଭ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା ନ କରିବା ଭଲ ।
ସାମାଜିକ ସ୍ତରରେ ଆଦରଣୀୟ ହେବେ । ସମ୍ମାନିତ ହୋଇପାରନ୍ତି । ଧୈର୍ଯ୍ୟବାନ୍ ହେବେ । ପାରିବାରିକ ସୁଖ ମିଳିବ । ବନ୍ଧୁ ସହାୟତା ପାଇ ଆଶ୍ୱସ୍ତ ହେବେ । ବ୍ୟବସାୟ ଲାଭଜନକ ହେବ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ବିବାହ ବିଳମ୍ବ ହେବ ।
ଦୂରଯାତ୍ରା ବନ୍ଦ ହୋଇପାରେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି ।
ଅନ୍ୟର ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । କର୍ତ୍ତବ୍ୟପରାୟଣ ହେବେ । ଶୁଭ କାର୍ଯ୍ୟ ପାଇଁ ସ୍ଥିତି ଅନୁକୂଳ ରହିଛି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments