OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 28th February 2019

Odia Rashiphala

Odia Rashiphala

ଦୃଢ଼ ଆତ୍ମ ବିଶ୍ୱାସ ନେଇ କାର୍ଯ୍ୟ କରିବେ । ସେବା-ପୂଜାରେ ମନୋନିବେଶ କରିବେ । ଭାଗ୍ୟଶାଳୀ ହେବେ । ଭୋଗ ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ ।
ବିରକ୍ତି ପ୍ରକାଶ କଲେ ଅପ୍ରିୟ ହେବେ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଈର୍ଷା ପରିତ୍ୟାଗ କଲେ ଲୋକପ୍ରିୟ ହୋଇପାରନ୍ତି । ସ୍ୱାଭିମାନୀ ହୋଇପାରନ୍ତି । ଭାଗ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମଚନ୍ଦ୍ର ହେତୁ ସତର୍କ ରହିବେ ।
ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ପ୍ରୀତି ଲାଭ କରି ଉତ୍‌ଫୁଲ୍ଲିତ ହେବେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାପ୍ରତି ମନ ବଳାଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ । ବିବାହ ବିଳମ୍ବ ହେବ ।
ସୁଖ-ସନ୍ତୋଷ ଲାଭ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଚକ୍ଷୁପୀଡ଼ା ଉପଜିବାର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁହନ୍ତା ହେବେ । ଶନି-ଚନ୍ଦ୍ର ସଂଯୋଗ ହେତୁ ବହୁ ଶୁଭଫଳ ମିଳିବାର ସୂଚିତ ହେଉଛି ।
କୌଣସି କାରଣରୁ ଅପଦସ୍ତ ହେବେ । ନୀତିଭ୍ରଷ୍ଟ ହେବା ସୂଚନା ମିଳୁଛି । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । କନ୍ୟା ସନ୍ତାନ ଜାତ ହୋଇପାରେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ଯଶସ୍ୱୀ ହେବେ ।
ଧନଲାଭର ସୂଚନା ମିଳୁଛି । କଳହଠାରୁ ଦୂରେଇ ରହିବାକୁ ହେବ । ଉଦାର ପ୍ରକୃତିର ହେବେ । ଦାନ-ଧର୍ମକୁ ଆଦରି ନେବେ । ଜଣେ ବାସ୍ତବବାଦୀ ହେବେ । ସୁସ୍ଥ ଓ ନିରାମୟ ରହିବେ । କୃଷି କ୍ଷେତରୁ ଆୟ ଆଶାନୁରୂପ ହେବ । ସୁଖୀ ହେବେ ।
ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ମିଷ୍ଟଭାଷୀ ଭାବେ ଆଦରଣୀୟ ହେବେ । ଥଣ୍ଡା-କଫରେ ପୀଡ଼ିତ ହୋଇପାରନ୍ତି । ଧାର୍ମିକ ହେବେ । ବନ୍ଧୁ ପ୍ରେମୀ ହେବାର ସୂଚନା ମିଳୁଛି । ବିଦ୍ୱାନ ବ୍ୟକ୍ତି ଭାବେ ପରିଗଣିତ ହେବେ ।
ପରମ ଭାଗ୍ୟଶାଳୀ ହେବେ । ପରଦେଶବାସୀ ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ହେବେ । ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ମିତ୍ର ସୁଖ ପାଇପାରନ୍ତି ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ । ଯୁଦ୍ଧ ଓ ମୋକଦ୍ଦମାରେ ବିଜୟୀ ହେବେ । ଅର୍ଥ ଲାଭ ହେବ । ବିଦ୍ୱାନ ଓ ଶାସ୍ତ୍ରଜ୍ଞ ହେବେ । ଧନ-ସମ୍ପଦ ଭରପୂର ରହିବ ।
ଅପ୍ରତିକର ପରିସ୍ଥିତିକୁ ସମ୍ଭାଳିବାକୁ ପଡ଼ିବ । ଚଞ୍ଚଳ ସ୍ୱଭାବର ହେବେ । କଥାଶୈଳୀରେ ଅନ୍ୟକୁ ବଶ କରିବାର ଦକ୍ଷତା ଆପଣଙ୍କର ଅଛି । ବ୍ୟୟାଧିକ ହେବାର ସୂଚନା ମିଳୁଛି । ଧାର୍ମିକ ପ୍ରବୃତ୍ତିର ହେବ । ଏକାନ୍ତରେ ରହିବାକୁ ଚାହିଁବେ ।
ଯାହା ଚିନ୍ତା କରି ନ ଥିବେ ଏମିତି ଏକ ଘଟଣା ଘଟିପାରେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସମ୍ମାନିତ ହେବେ ।
ଖାଦ୍ୟପେୟରେ ଆନନ୍ଦିତ ହୋଇପାରନ୍ତି । ପରିଶ୍ରମ ମୂଲ୍ୟାଙ୍କନ ହେବ । କୁଳମର୍ଯାଦା ରକ୍ଷା କରି ଉପଯୁକ୍ତ ଦାୟଦର ପରିଚୟ ଦେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଦୟାଳୁ ହେବେ । ଯଶ ଅର୍ଜନ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments