![]() |
ଅଧିକ ବ୍ୟୟର ସମ୍ମୁଖୀନ ହେବେ । ଅସ୍ଥିରତା ଲାଗି ରହି ଥିବାବେଳେ ବାଣଜ୍ୟରୁ ଧନାଗମ ହେବ । ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ । ଲୋକପ୍ରିୟ ହୋଇପାରନ୍ତି । ସତ୍ସଙ୍ଗରେ ମିଶି ଆତ୍ମସନ୍ତୋଷ ଲାଭ କରିବେ । ବସ୍ତୁ ଲାଭ ହେବ । |
ଆୟ ବୃଦ୍ଧିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ମାନ୍ୟତାପ୍ରାପ୍ତ ହୋଇପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସନ୍ମାର୍ଗୀ, ବାକ୍ପଟୁ ହୋଇପାରନ୍ତି । ସୁଖୀ ହେବେ । | |
କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ବିବାଦରେ ବିଜୟୀ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସରକାରୀ ଅର୍ଥ ପ୍ରାପ୍ତ ହେବେ । ବହୁବିଧ ଧନର ଅଧିକାରୀ ହୋଇପାରନ୍ତି । କୃଷିକୁ ପ୍ରାଧାନ୍ୟ ଦେବେ । ମହିମାମୟ ହେବେ । | |
ଯେ କୌଣସି ପ୍ରକାର କଳ-କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ଗଠନମୂଳକ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ । ପାରିବାରିକ ସ୍ନେହ ରହିବ । | |
ନିଜର ଭୁଲ ପାଇଁ ଅପଦସ୍ଥ ଓ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଛୋଟ-କାଟିଆ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି । ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । | |
ସଦା-ସର୍ବଦା ଅଗ୍ରଗାମୀ ହେବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଉନ୍ନତି ମାର୍ଗରେ ଆଗକୁ ବଢ଼ି ପାରନ୍ତି । ପାରବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ପତ୍ନୀଙ୍କ ପରାମର୍ଶ ଲାଭଦାୟକ ହେବ । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁଖର ଅଧିକାରୀ ହେବେ । | |
ପରୋପକାରୀ ହେବେ । ପାରିବାରିକ ସୁଖ ମିଳିବ । ଶତ୍ରୁକୁ ପରାଜିତ କରି ଆତ୍ମ ତୃପ୍ତି ଲାଭ କରିବେ । ଧନକ୍ଷୟ ହେବାର ସମ୍ଭାବନା ଅଛି । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଚାକିରି ସୁଦୃଢ଼ ହେବ । | |
ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ବନ୍ଧୁ ସହାୟତା ପାଇ ବିଶେଷ ଉପକୃତ ହେବେ । ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସ୍ରୋତ ବହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ । | |
ଘାତଚନ୍ଦ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଆବଶ୍ୟକ । ମିଷ୍ଟଭାଷୀ ହୋଇପାରନ୍ତି । କୃଷିକ୍ଷେତରୁ ଆୟ ଆସିପାରେ । ମିତ୍ର ସୁଖ ମିଳିପାରେ । ବିଶେଷ ସୁଖର ଅଧିକାରୀ ହେବେ । କୁଳପ୍ରଧାନ ହୋଇପାରନ୍ତି । ବିନୀତ ସ୍ୱଭାବର ହେବେ । | |
କାର୍ଯ୍ୟରେ ସଫଳତା ଲାଭ କରିବେ । ମୂଲ୍ୟବାନ୍ ଦ୍ରବ୍ୟ ସହିତ ବସ୍ତ୍ର ଲାଭ ହୋଇପାରେ । ଶୁଭକର୍ମ ପାଇଁ ସମୟ ଅନୁକୂଳ ରହିଛି । ପ୍ରତଦ୍ୱନ୍ଦିତାରେ ବିଜୟୀ ହେବେ । ସକଳ ଗୁଣର ଅଧିକାରୀ ହୋଇପାରନ୍ତି । ସୁଖଭୋଗ କରିବେ । କାବ୍ୟଶାସ୍ତ୍ରାନୁରକ୍ତ ହେବେ । | |
ମନରେ ଆଶା-ଆଶଙ୍କା ଲାଗି ରହିବ । ଗୁରୁକୃପା ଲାଭ କରିପାରନ୍ତି । ବ୍ୟବସାୟରୁ ଆଶାନୁରୂପ ଫଳ ମିଳିବ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଆନନ୍ଦ-ଉଲ୍ଲାସ ଲାଗି ରହିବ । ଆପଣଙ୍କ ପରାମର୍ଶ ଉପାଦେୟ ସାବ୍ୟସ୍ତ ହେବ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । | |
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ । ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ । ପ୍ରୀତିଲାଭ କରିପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଗୁଣଜ୍ଞ ହେବେ । ଦାମ୍ପତ୍ୟ ସୁଖ ମିଳିବ । |
Odia Calendar 2019
Comments
comments