OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 26th Dec 2019

Odia Rashiphala

Odia Rashiphala

ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଅଛି । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ଉନ୍ନତିମୂଳକ ଯୋଜନା ପ୍ରସ୍ତୁତି କରିପାରନ୍ତି । ଭୋଜନ ତୃପ୍ତିଦାୟକ ହେବ । ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି । କଳ୍ପନା ବିଳାସୀ ହେବେ ।
ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ସାମାନ୍ୟ ପୀଡ଼ାର ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ମାନସିକ ସ୍ତରରେ ଦୁର୍ବଳ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ମନା ।
କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ବହନ କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ହାତ ଲମ୍ୱି ଆସିବ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ବ୍ୟବସାୟ ଲାଭଜନକ ହେବ ।
ଆକସ୍ମିକ ଦୁର୍ଘଟଣା ପ୍ରତି ସତର୍କ ରହିବାକୁ ପଡ଼ିବ । ଶତ୍ରୁ ବଳବାନ୍ ଥିବାରୁ ତାକୁ ଭୟ ନ କରି ମୁକାବିଲା କରିବାକୁ ଚେଷ୍ଟା କରିବେ । ଧର୍ମ କାର୍ଯ୍ୟରେ ମନ ଦେବେ । ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଅନୁଗୃହୀତ ହେବେ । ଧର୍ମ କାର୍ଯ୍ୟ କରିବେ ।
ବିବାଦୀୟ ଘଟଣାରୁ ଫାଇଦା ଉଠାଇପାରନ୍ତି । ସାଧନା ଫଳବତୀ ହେବ । ସୁଖ ସମ୍ମାନ ଲାଭ କରିପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଯାତ୍ରାକାଳୀନ ସୁଖ-ସମୃଦ୍ଧ ଆଶାକରାଯାଏ । ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ ।
ସୁଖ, ସ୍ନେହ, ଶ୍ରଦ୍ଧା ସହିତ ଧନାଦିଯୁକ୍ତ ହୋଇପାରନ୍ତି । କଳହଠାରୁ ଦୂରେଇ ରହିବାକୁ ପଡ଼ିବ । ଉନ୍ନତିମୂଳକ ଯୋଜନା ପ୍ରସ୍ତୁତ କରିପାରନ୍ତି । ମାନ୍ୟତା ପ୍ରାପ୍ତ ହେବେ । ସାହସୀ ହେବେ । ପରିବାର ମିଳିତ ହେବେ । କୁଶଳୀ ଓ ବାଞ୍ଛିତ କାର୍ଯ୍ୟ କରିବେ ।
କର୍ମକ୍ଷେତ୍ରରେ ସହଯୋଗୀଙ୍କ ସହାୟତା ଲାଭପ୍ରଦ ହେବ । କାର୍ଯ୍ୟରେ ବାଧା ଦେବାକୁ କେହି ଚେଷ୍ଟା କରିପାରନ୍ତି । ସେଥିପ୍ରତି ସତର୍କ ରହିବାକୁ ପଡ଼ିବ । ଘାତଚନ୍ଦ୍ର ଯୋଗୁଁ ଜଳଯାତ୍ରା ନ କରିବା ଭଲ । ବିବାଦରେ ବିଜୟୀ ହେବେ । ସୁଖ-ସମ୍ମାନ ମିଳିବ ।
ଗୁପ୍ତଧନର ସନ୍ଧାନ ପାଇବେ । ଆଶାବାଦୀ ହୋଇପାରନ୍ତି । ଚିନ୍ତାବୃଦ୍ଧି ହୋଇପାରେ । ସୁକୁମାର ରୂପର ଅଧିକାରୀ ହେବେ । ଶାନ୍ତ ହେବେ । ନିପୁଣ ହୋଇପାରନ୍ତି । ମେଧାବୀ ହେବେ । ଜିତେନ୍ଦ୍ରିୟ, ବିଦ୍ୱାନ୍ ଓ ଦୟାଳୁ ହୋଇପାରନ୍ତି ।
ବ୍ୟବସାୟ ଲାଭଜନକ ହେବା କଷ୍ଟକର; ମାତ୍ର ସହଯୋଗୀଙ୍କ ସହାୟତା ହେଲେ ସଫଳତା ଲାଭ କରିବେ । ଦୀର୍ଘଦିନର ଆଶାପୂରଣ ହେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । କ୍ଷତି ଭରଣା କରିପାରନ୍ତି । ବସ୍ତ୍ର-ଭୂଷଣ ଲାଭ ହେବ ।
ହଠାତ୍ ଅର୍ଥାଭାବ ଦୂରେଇ ଯିବ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି । ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ଖର୍ଚ୍ଚାନ୍ତ ହେବେ । ମିଷ୍ଟଭାଷୀ ହୋଇପାରନ୍ତି ।
ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିପାରେ । ବୁଦ୍ଧି, ବିଦ୍ୟା ଓ ଶ୍ରେଷ୍ଠ କର୍ମଯୁକ୍ତ ହେବେ । ସରକାରୀ ମାନ୍ୟତା ମିଳିବ ।
ଜଞ୍ଜାଳରୁ ମୁକ୍ତି ମିଳିବ । ପରିଶ୍ରମର ମୂଲ୍ୟ ମିଳିବ । ବନ୍ଧୁ ଓ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଆର୍ଥିକ ଉନ୍ନତି ଆଶାକରାଯାଏ । ସରକାରୀ ଅର୍ଥ ମିଳିପାରେ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ବହୁବିଧ ଧନ ସବୁ କିଛି ମିଳିବ । ଉତ୍ତମ ଗୁଣର ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments