OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 25th Nov 2021

Odia Rashiphala

Odia Rashiphala

ଖାଦ୍ୟ, ପେୟ ସୁଖକର ହେବ । ନିଜ ବଳାର୍ଜିତ ଧନରେ ଧନୀ ହୋଇପାରନ୍ତି । ପରିଶ୍ରମ କଠିନ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ । ବିନୀତ ସ୍ୱଭାବର ହେବେ । ଚତୁର ଓ ନୀତିନିଷ୍ଠ ହେବେ ।
କାବ୍ୟ, କବିତାର ରଚନାରେ ପାରଙ୍ଗମ ହେବେ । ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି । ବ୍ରାହ୍ମଣମାନଙ୍କର ଅନୁରକ୍ତ ହେବେ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ । ସରକାରୀ ସ୍ତରରୁ ଲାଭବାନ୍ ହେବେ ।
ଆଶାବାଦୀ ହେବେ । ପତ୍ନୀଙ୍କଠାରୁ ଧନପ୍ରାପ୍ତ ହେବେ । ମୂଲ୍ୟବାନ୍ ଧାତୁ ଦ୍ରବ୍ୟର ଅଧିକାରୀ ହେବେ । ସାଧୁ କଲ୍ୟାଣ ଲାଭ କରିବେ । ପରାମର୍ଶଦାତା ହେବେ । ସୁକୃତୀ ସମ୍ପନ୍ନ ହୋଇପାରନ୍ତି ।
ମେଧାବୀ ହେବେ । କ୍ଷିପ୍ର ଗତିଶୀଳ ହୋଇପାରନ୍ତି । ସୁକର୍ମା ହେବେ । ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ । ଗୁପ୍ତ ଧନଯୁକ୍ତ ହୋଇପାରନ୍ତି । ଶତ୍ରୁଘାତୀ ହେବେ । ଭଲ ରୋଜଗାରୀ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ ।
ଅତ୍ୟଧିକ ବ୍ୟୟର ସମ୍ମୁଖୀନ ହେବେ । କୃଷିରୁ ଲାଭବାନ୍ ହେବେ । ବିବାଦୀୟ ବିତର୍କରୁ ଓହରି ଯାଇପାରନ୍ତି । କର୍ମଚଞ୍ଚଳ ରହିବେ । ସାଙ୍ଗଠନିକ କାର୍ଯ୍ୟର ଦାୟିତ୍ୱ ଓ ନେତୃତ୍ୱ ନେଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ ।
ବହୁ ଉପାୟରେ ଧନ ଲାଭ କରିପାରନ୍ତି । ଶାସ୍ତ୍ରାଦି ଆଲୋଚନାରେ ଅଂଶୀଦାର ହେବେ । ବିନୟ ସ୍ୱଭାବର ହେବେ । ସାଧୁନୀତି ଅବଲମ୍ବନ କରିପାରନ୍ତି । ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ଅଛି ।
ବାଣିଜ୍ୟ କାରବାର ଲାଭଦାୟକ ହେବ । ଧର୍ମାବଲାମ୍ବୀ ହୋଇପାରନ୍ତି । ସୁଜନ ଓ ପରପୋକାରୀ ହେବେ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ବିବାଦରେ ବିଜୟୀ ହେବେ ।
କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । କ୍ଷମତାପନ୍ନ ହେବେ । ଲୋକସମ୍ପର୍କ ବୃଦ୍ଧି ପାଇବ । ପ୍ରତିଯୋଗିତାରେ ବିଜୟୀ ହେବେ । ସତ୍ୟ ଧର୍ମଭାବାପନ୍ନ ହୋଇପାରନ୍ତି । ପାରିବାରିକ ସୁଖ ମିଳିବ । ସୁସ୍ଥ ଓ ନିରାମୟ ଜୀବନ ବିତାଇବେ ।
ମୂଲ୍ୟବାନ୍ ଧାତୁ ଦ୍ରବ୍ୟର ଅଧିକାରୀ ହୋଇପାରନ୍ତି । ଯାନ-ବାହନ ସୁଖ ମିଳିବ । ରାଜପ୍ରାସାଦ ହେତୁକ ସୁଖ ଓ ଐଶ୍ୱର୍ଯ୍ୟ ଭୋଗ କରିପାରନ୍ତି । ମାତ୍ର ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।
ଦାମ୍ଭିକ ହୋଇପାରନ୍ତି । ସୁଖକର ଘଟଣାମାନ ଘଟିପାରେ । ସ୍ୱକର୍ମ ଫଳଦାୟକ ହେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ପ୍ରତିଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି ।
କ୍ରୋଧ ସମ୍ବରଣ କଲେ ଶୁଭଫଳ ପ୍ରାପ୍ତ ହେବେ । ଧନ ହେତୁ, ପ୍ରଜାଲାଗି, ଜଳାମୟାଦି ଓ ଭୂମିହେତୁ ଶତ୍ରୁତା ଉପୁଜି ପାରେ । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ । ଋଣ ପରିଶୋଧ କରିପାରନ୍ତି ।
ପୁତ୍ରମାନେ ପତ୍ନୀମାନଙ୍କ କଥାରେ ପରିଚାଳିତ ହୋଇପାରନ୍ତି । ବିଳାସୀ ହେବେ । ସତ୍‌ପଥ ଅନୁସରଣ କରିବେ । ଜ୍ଞାନ-ଗରିମାଯୁକ୍ତ ହେବେ । ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ପୁତ୍ର ପାଇଁ ସୁଖୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments