OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 25th June 2020

Odia Rashiphala

Odia Rashiphala

ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମରେ ନିଜକୁ ନିୟୋଜତ କରିପାରନ୍ତି । ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସ୍ୱାସ୍ଥ୍ୟବାନ୍ ହେବେ । କୃଷିକ୍ଷେତ୍ରକୁ ରକ୍ଷା କରିବାର ପ୍ରୟାସ ଜାରି ରଖିବେ । ବୁଦ୍ଧିମାନ୍ ହେବେ ।
ମନ ପ୍ରସନ୍ନ ରହିବ । ଧର୍ମପରାୟଣ ହେବେ । ମଧୁରଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଭ୍ରାତୃ ଭାବ ଅତୁଟ ରହିବ । ବନ୍ଧୁପ୍ରେମୀ ଓ ବୁଦ୍ଧିବାନ୍ ବ୍ୟକ୍ତିଭାବେ ଜନସାଧାରଣଙ୍କର ଆଦରଣୀୟ ହେବେ । ପ୍ରତିଯୋଗିତାରେ ବିଜୟୀ ହେବେ ।
ଭାଗ୍ୟଶାଳୀ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ସପତ୍ନୀକ ସୁଖଭୋଗ କରିବେ । ମିତ୍ର ସୁଖ ପାଇ ଖୁସି ହେବେ । ବ୍ୟବସାୟରୁ ଅଧିକ ଧନଲାଭର ସୁଯୋଗ ଅଛି ।
ଆୟ ବୃଦ୍ଧିର ସୂଚନା ମିଳୁଛି । ପରିବାର ଓ ଆତ୍ମୀୟସ୍ୱଜନଙ୍କ କଲ୍ୟାଣ ଭାଜନ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇ ପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ । ଶରୀର ସୁସ୍ଥ ରହିବ ।
ସୁଖ-ସମ୍ମାନ ଲାଭ କରିପାରନ୍ତି । ଶୁଭକର୍ମରେ ଉତ୍ସାହିତ ହୋଇ ଅଧିକ ଅର୍ଥ ବ୍ୟୟ କରିବେ । କର୍ମଚଞ୍ଚଳ ରହିବେ । ଏକାନ୍ତ ପ୍ରିୟ ଓ ମଧୁରଭାଷୀ ହେବେ । ଜାତକର ରାଜଯୋଗ ଅଛି । ଉଚ୍ଚପଦ ମିଳିପାରେ ।
କାର୍ଯ୍ୟରେ ସଫଳତା ଲାଭ କରିବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । ଅର୍ଥ ମିଳିବ ।
କାର୍ଯ୍ୟରେ ସଫଳତା ହାସଲ କରିବେ । ମନ ପ୍ରସନ୍ନ ରହିବ । କୁଳର ଆଲୋକ ବର୍ତ୍ତିକା ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ ।
କାର୍ଯ୍ୟରେ ସଫଳତା ଲାଭ କରିବେ; ମାତ୍ର ବିଳମ୍ବରେ । ଆୟ ଆଶାନୁରୂପ ହେବ । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ-ବିଳାସ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ସମ୍ପତ୍ତିବାନ୍ ହେବେ । ପାରିବାରିକ ସୁଖ ମିଳିବ ।
କର୍ମତତ୍ପରତା ପ୍ରକାଶ ପାଇବ । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଶତ୍ରୁମାନେ କ୍ଷତି ସାଧନ କରିବାକୁ ଉଦ୍ୟମ ଚଳାଇ ପାରନ୍ତି । ସାମାନ୍ୟ ଶାରୀରିକ ଦୁର୍ବଳତା ଅନୁଭବ କରିବେ । ପୂର୍ବାହ୍ଣରେ ସତର୍କ ରହିବେ ।
ମନସ୍କାମନା ପୂର୍ଣ୍ଣ ହୋଇପାରେ । ସେବକ ମନୋଭାବ ନେଇ କାର୍ଯ୍ୟ କରିବେ । ବ୍ୟବସାୟ ଲାଭଜନକ ହେବ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । କାର୍ଯ୍ୟ ସଂପାଦନ ପାଇଁ ପତ୍ନୀଙ୍କ ପରାମର୍ଶ ନେବାକୁ ପଡ଼ିବ । ବନ୍ଧୁ ସହାୟତା ପାଇ ଖୁସି ହେବେ ।
ଲକ୍ଷ୍ୟ ହାସଲ କରି ଆତ୍ମସନ୍ତୋଷ ଲାଭ କରିବେ । କେତେକ କ୍ଷେତ୍ରରେ ବ୍ୟୟ ଅଯଥା ହୋଇପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଶରୀର ସୁସ୍ଥ ରହିବ । ଚାକିରିରେ ପ୍ରଶଂସନୀୟ କାର୍ଯ୍ୟ କରିବେ ।
କାର୍ଯ୍ୟ ଧୀରେଧୀରେ କରାୟତ୍ତ ହେବ । ମିତ୍ରତା ସୁଦୃଢ଼ ହେବ । କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥଲାଭ ହେବ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ଧାର୍ମିକ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments