OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 24th February 2022

Odia Rashiphala

Odia Rashiphala

ସ୍ୱାଭିମାନୀ ହୋଇଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ସହଯୋଗ ବ୍ୟବସାୟ ଲାଭଜନକ ହେବ। ମିତ୍ରମାନେ କରଛଡ଼ା ଦେଇପାରନ୍ତି । ଉଦ୍ୟାନ କାର୍ଯ୍ୟରେ ପାରଙ୍ଗମ ହେବେ ।
ଅନାଶକ୍ତ ହୋଇଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ ଚଳିବେ । ମନରେ ଅହଂଭାବ ରହିବ ।
କର୍ମକ୍ଷେତ୍ରରେ ସଫଳତା ମିଳିବ । ପାରିପାରିକ ସୁଖ ଅବ୍ୟାହତ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ ଶୁଭାଶୁଭ ମିଶ୍ରିତ ଫଳ ମିଳିବ ।
କର୍ମଚଞ୍ଚଳ ରହବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ହଠାତ୍ କିଛି ଅର୍ଥ ପ୍ରାପ୍ତି ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ । ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱଯୁ୍କ୍ତ ହେବେ ।
ଉଦାର ସ୍ୱଭାବର ହୋଇପାରନ୍ତି । ଦାନ ଧର୍ମରେ ଦୀକ୍ଷିତ ହେବେ । ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସସ୍ଥ ଓ ନିରାମୟ ରହିବେ । କୃଷି କର୍ମରୁ ଲାଭବାନ୍ ହେବେ । ଦଳ ପ୍ରତି ଆଦରପ୍ରେମୀ ଓ ବୁଦ୍ଧିମାନ୍ ହେବେ ।
ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସୀ ହେବେ । ଭାଷା ଓ ବ୍ୟବହାରର ମାଧୁରିମା ଜନସାଧାରଣଙ୍କୁ ଆକର୍ଷିତ କରିପାରେ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ ।
ସୁଖୀ ହେବେ। ସମ୍ମାନିତ ହୋଇଇପାରନ୍ତି । ମଧ୍ୟମ ଧରଣର ଶୁଭଫଳ ମିଳିବ । ଭାଗ୍ୟଶାଳୀ ହେବେ । ଆଦର୍ଶବାଦୀ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ହେବେ । ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ ।
କାର୍ଯ୍ୟରେ ସଫଳତା ଲାଭକରିବେ । ଐଶ୍ୱର୍ଯ୍ୟ ପ୍ରାପ୍ତି ସୂଚନା ମିଳୁଛି । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନପ୍ରାପ୍ତ ହେବେ । ମନୋବଳ ଦୃଢ଼ ରହିବ । ସାମାନ୍ୟ ଅସସ୍ଥ ଥାଇ ବି ଅନ୍ୟର ଉପକାରୀ ହେବେ ।
ସର୍ବ ସୁଖ ଅନୁଭବ କରିପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ଏକାନ୍ତ ପ୍ରିୟ ହେବେ । ଭାଷା ସ୍ନେହପୂ୍ର୍ଣ୍ଣ ଓ ସମ୍ମାନବୋଧ ହେବ । ସାହସୀ ଓ ଜ୍ଞାନୀ ହେବେ । ଗୁପ୍ତ ବିଦ୍ୟାରେ ରୁଚି ରହିବ । ଖର୍ଚ୍ଚାନ୍ତ ହେବେ ।
ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହବେ । ଯଶସ୍ୱୀ ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜନେତାଙ୍କଠାରୁ ଅର୍ଥ ପ୍ରାପ୍ତି ସୂଚନା ମିଳୁଛି ।
ପରୋପକାରୀ ହେବେ । ସର୍ବସୁଖ ଲାଭ କରିବେ । କୁଳପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାର୍ଦ୍ରଚିତ୍ତ ହେବେ । ଯଶସ୍ୱୀ ହେବେ । ପରିବାର ପ୍ରତି ସ୍ନେହ-ସଦ୍ଦିଚ୍ଛାଭାବ ରହିବ ।
ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ଜୀବନ ସୁଖ ସମୃଦ୍ଧିପୂ୍ର୍ଣ୍ଣ । ଦିନଟି ସୁଖମୟ ହେବ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ପ୍ରବଳ ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ସୁଖ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments