![]() |
ଦେବୀ ଦର୍ଶନ ଶୁଦାୟକ ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ସ୍ୱଳ୍ପ ପରିମାଣ ହୋଇପାରେ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଶରୀର ସୁସ୍ଥ ରହିବ। ଦାମ୍ପତ୍ୟ ସୁଖ ମିଳିବ । ଚିନ୍ତାଧାରା ମହତ ହେବ । ନୂଆ ବନ୍ଧୁ ଜୁଟିବେ । |
![]() |
ମାନସିକ ସ୍ତରରେ ଦୁର୍ବଳତା ଉପୁଜି ପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ସ୍ୱଭାବ କଠିନ ହୋଇପାରେ । ଶୁଦ୍ଧପୁତ ଭାଷା ବ୍ୟବହାର କରି ପରକୁ ଆପଣାର କରିବେ । |
![]() |
ମାନ୍ୟତାର ଅଭିବୃଦ୍ଧି ଘଟାଇ ପାରନ୍ତି । ଆୟ ଉତ୍ତମ ଧରଣର ହେବ । ସୁ ସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ । |
![]() |
ପଶ୍ଚାତ୍ପଦ ନ ହୋଇ ଅଗ୍ରଗାମୀ ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଶୁଭକର୍ମ ପାଇଁ ବାତାବରଣ ଅନୁକୂଳ ରହିଛି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବିବାଦରେ ବିଜୟୀ ହେବେ । |
![]() |
ଅସୁବିଧାରେ ପଡ଼ିଥାଇ ମଧ୍ୟ ସୁବିଧା ହାସଲ କରିପାରନ୍ତି । ସେବା ପୂଜାରେ ନିୟୋଜିତ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦୁପଯୋଗ କରିପାରନ୍ତି । ଭକ୍ତି ଗାଥା ଶୁଣିବେ । |
![]() |
ଘାତଚନ୍ଦ୍ର ସହିତ ଅଷ୍ଟମ ଚନ୍ଦ୍ର ଯୋଗ ହୋଇଥିବାରୁ ଦିନସାରା ଖୁବ୍ ସତର୍କତାର ସହିତ ଚଳିବାକୁ ପଡ଼ିବ । ଅନଟନର ସମ୍ମୁଖୀନ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଚାକିର କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହୋଇପାରନ୍ତି । |
![]() |
ଅର୍ଥପ୍ରାପ୍ତି ନିମନ୍ତେ ବୁଦ୍ଧିବଳ ପ୍ରୟୋଗ କରିବା ସହିତ ବଳ କଷାକଷି ହୋଇପାରନ୍ତି । ସୁଖକର ଘଟଣାମାନ ଘଟିବ । କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ କରିପାରନ୍ତି । ସୁଖାଦ୍ୟ ମିଳିବ । ଆନନ୍ଦ ଉପଭୋଗ କରିବେ । |
![]() |
ଲୋକମାନଙ୍କର କଲ୍ୟାଣ ଭାଜନ ହୋଇପାରନ୍ତି । ମନରେ ଅହଂଭାବ ଆସିପାରେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିପାରନ୍ତି । |
![]() |
ଚିନ୍ତାଗ୍ରସ୍ତ ହେବେ । ଅଧ୍ୟୟନରତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁ ସନ୍ମାର୍ଗୀ ହେବେ । ଧର୍ମମାର୍ଗରେ ଚଳିବେ । ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ । |
![]() |
ଈର୍ଷା ପରାୟଣ ହୋଇପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମ ଯେତେ କଠିନ ହେଉ ନା କାହିଁକି ତା’ର ମୂଲ୍ୟ ମିଳିବ । ତେଜୀୟାନ ହୋଇପାରନ୍ତି । କର୍ମ ଚଞ୍ଚଳ ରହିବେ । ଦ୍ରବ୍ୟ ଲାଭ ହୋଇପାରେ । |
![]() |
ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଦେବ ଦର୍ଶନର ସୌଭାଗ୍ୟ ଅଛି । ଅଶାନ୍ତିର ମାତ୍ରା ହ୍ରାସ ହେବ । ସରକାରୀ ସ୍ତରରୁ ଲାଭ ମିଳିବ । |
![]() |
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି । ନୀତିନିଷ୍ଠ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ସରକାରୀ ସ୍ତରରୁ ଧନଲାଭର ସୂଚନା ମିଳୁଛି । |