OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 23th May 2019

Odia Rashiphala

Odia Rashiphala

 ହଠାତ୍ ରାଗିଯାଇ ଅସୁବିଧାରେ ପଡ଼ିବେ । ଧୈର୍ଯ୍ୟବାନ ହେବେ । ଦାନକୁ ବ୍ରତ ଭାବେ ଗ୍ରହଣ କରିବେ । ସତ୍‌ପଥଗାମୀ ହେବେ । ଧନ ସଞ୍ଚୟ ଓ ବିତରଣ କରିପାରନ୍ତି । ଢ଼େର ସୁନାମ ଅର୍ଜନ କରିବେ ଓ ସମ୍ମାନସ୍ପଦ ହେବେ ।
ଅଧିକ ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ । ସେବାରେ ନିୟୋଜିତ ହୋଇପାରନ୍ତି । ପୂଜା-ପଦ୍ଧତିରେ ମନୋନିବେଶ କରି ଆଶ୍ୱସ୍ତ ହେବେ । ଉତ୍ତମ ମନ୍ତ୍ରଣାଦାତା ଭାବେ ବହୁ ସମ୍ମାନର ଅଧିକାରୀ ହେବେ । ଅଧିକାର ସାବ୍ୟସ୍ତ କରିବେ ।
ଯୋଗାଯୋଗରେ ସଫଳତା ଲାଭ କରିବେ । ଦୁଃଖଶୋକ ଉଭୟ ସମସ୍ୟାରେ ପଡ଼ି ପାରନ୍ତି । ନୃତ୍ୟ-ସଙ୍ଗୀତପ୍ରିୟ ହୋଇପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଧର୍ମ-ମାର୍ଗରେ ମନୋନିବେଶ କରି ସୁଖୀ ହେବେ ।
କାର୍ଯ୍ୟକ୍ଷେତ୍ରରେ ସଫଳତା ଅବଶ୍ୟ ମିଳିବ । ଆଶ୍ୱସ୍ତ ହୋଇପାରନ୍ତି । ସୌଭାଗ୍ୟଯୁକ୍ତ ହେବେ । ସମ୍ମାନିତ ହୋଇପାରନ୍ତି । ପୂଜାରେ ଧ୍ୟାନ ଦେବେ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ସ୍ତ୍ରୀ, ପୁତ୍ର, ପ୍ରୀତିଯୁକ୍ତ ହୋଇପାରନ୍ତି ।
 ଉନ୍ନତିକର କାର୍ଯ୍ୟରେ ଆଗୁସାର ହୋଇପାରନ୍ତି । ଭାବି-ଚିନ୍ତି କାର୍ଯ୍ୟ କଲେ ସଫଳତା ମିଳିବ । ଆପଣଙ୍କ ବକ୍ତବ୍ୟ ସାଧାରଣରେ ଆଦୃତ ହେବ । କୃପାଳୁ ହୋଇପାରନ୍ତି । ଦେବ-ଗରୁଙ୍କ କଲ୍ୟାଣ ଲାଭ କରିବେ । ଶ୍ରେଷ୍ଠ ପଦବୀ ମିଳିବ ।
ଆଳସ୍ୟ ଅନୁଭବ କରିପାରନ୍ତି । ରାଜ-ପୂଜା ମିଳିବ । ବିଳାସ ବ୍ୟସନ କରିପାରନ୍ତି । ସନ୍‌ମାର୍ଗୀ ହେବେ । ସକଳ ବିଦ୍ୟା ଓ ଗୁଣର ଆଧାର ହୋଇପାରନ୍ତି । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଉତ୍ସାହୀ ହେବେ । ପରୋପକାରୀ ଓ ଧନବାନ୍ ହେବେ ।
ପରୋପକାରୀ ହେବେ। ମନରେ ଉଦ୍‌ବେଗ ଜାତ ହୋଇପାରେ । ବହୁ ଧନର ଅଧିକାରୀ ହେବେ । ପୁତ୍ର ସୁଖ ମିଳିବ । ଉତ୍ତମ ବଂଶରୁ କନ୍ୟାରତ୍ନ ଆଣି ପାରନ୍ତି । ସୁନ୍ଦର ଶରୀର ଓ ସୁଖୀ ହେବେ । ନିରୀହ ହେବେ । ପ୍ରମାଦହୀନ ହୋଇପାରନ୍ତି ।
ସୁଖ ଅନୁଭବ କରିବେ । ପରିଶ୍ରମର ମୂଲ୍ୟ ମିଳିବ । ଶାସ୍ତ୍ରପଟୁ, ପୁଣ୍ୟ ଦେହୀ, ସୁବର୍ଣ୍ଣାଦିଯୁକ୍ତ ସୁନ୍ଦର ଓ ରାଜବଂଶ ପୂଜିତ ହୁଏ । ଶତ୍ରୁ ଘାତୀ ହୋଇପାରନ୍ତି । କାର୍ଯ୍ୟଶୈଳୀ ଯୋଗଁ ଉଚ୍ଚକର୍ତ୍ତୃପକ୍ଷଙ୍କ ସହଯୋଗ ପ୍ରଶଂସା ମିଳିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ ।
ସାହସୀ ହେବେ। ଧୈର୍ଯ୍ୟବାନ୍‌ ହୋଇପାରନ୍ତି । ଆଶାବାଦୀ ହେବେ । ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ । ଯଶସ୍ୱୀ ହେବେ । ବିଳାସୀ ହୋଇପାରନ୍ତି । ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ । ଜନସାଧାରଣଙ୍କ ଆସ୍ଥା ଭାଜନ ହେବେ । ରୁଚିକର ଭୋଜନ ମିଳିବ ।
ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିବେ । ଗତିରୋଧର ସମ୍ମୁଖୀନ ହୋଇପାରନ୍ତି । ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ । ଏପରିକି ସରକାରୀ ଅର୍ଥ ପାଇବାର ସୂଚନା ମିଳୁଛି । ଦୁଃଖରେ ମ୍ରିୟମାଣ ହୋଇପାରନ୍ତି ।
ଶ୍ରେଷ୍ଠତା ବଜାୟ ରଖିବେ । ଯାନବାହନ ସୁଖ ମିଳିବ । ସୁମିତ୍ରଙ୍କ ସହଯୋଗ ପାଇବେ । ଯଶସ୍ୱୀ ହେବେ । ସର୍ବତ୍ର ବିଜୟୀ ହେବେ । ନାନାସୁଖର ଅଧିକାରୀ ହେବେ । ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ । ବିଭାଗୀୟ ଅର୍ଥ ମିଳିବ ।
ପୂର୍ବ ନିଷ୍ପତ୍ତିକୁ ହଠାତ୍ ବଦଳାଇ ଦେଇ ପାରନ୍ତି । ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ପରଧନରେ ଧନୀ ହୋଇପାରନ୍ତି । ରସିକ ହୋଇପାରନ୍ତି । ପରାକ୍ରମୀ ହେବେ । ଜତେନ୍ଦ୍ରୀୟ ହୋଇପାରନ୍ତି । ବିଖ୍ୟାତ କୀର୍ତ୍ତି ସ୍ଥାପନ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments