OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 21th November 2019

Odia Rashiphala

Odia Rashiphala

ବନ୍ଧୁ ସହାୟତା ପାଇପାରନ୍ତି । ଚିନ୍ତାଗ୍ରସ୍ତ ହେବେ । କର୍ମ ତତ୍ପରତା ପ୍ରକାଶ ପାଇବ । ସଙ୍ଗୀତ ପ୍ରିୟ ହୋଇପାରନ୍ତି । ଧର୍ମ-ଧାରଣା ପ୍ରତି ଅତୁଟ ବିଶ୍ୱାସ ରଖିପାରନ୍ତି । ସୁଶୀଳ, ଗୁଣ ଓ ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ । ସାଧୁସଙ୍ଗ ଲାଭ କରିବେ ।
ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବାକୁ ପଡ଼ିବ । ଶତ୍ରୁ ବୃଦ୍ଧି ଘଟିପାରେ । ଆନନ୍ଦ ଉତ୍ସବରେ ଦିନ ବିତାଇ ପାରନ୍ତି । ଦୂର ଯାତ୍ରା ଫଳ ଦାୟକ ହେବ । କୃଷକ ଧର୍ମ ପାଳନ କରିବେ । ଯାନବାହନ ଜନିତ ସୁଖ ଭୋଗ କରିପାରନ୍ତି । ପ୍ରଦୂଷଣମୁକ୍ତ ଗୃହର ବାସିନ୍ଦା ହେବେ ।
ମାନସିକ ସ୍ତରରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ । ସର୍ବମଙ୍ଗଳ ଆଶା କରାଯାଏ । ପ୍ରୀତି ଲାଭର ସୂଚନା ମିଳୁଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ପ୍ରତିଯୋଗତାରେ ଆଶାତୀତ ସଫଳତା ପ୍ରାପ୍ତ ହେବେ ।
ଭାଗ୍ୟବାନ୍ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ଘାତଚନ୍ଦ୍ର ହେତୁ ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି । ପ୍ରଭାବ ବିସ୍ତାର କରି ମହାନ୍ ହେବେ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । କାର୍ଯ୍ୟ ପାଇଁ ଶୁଭ ମୁହୂର୍ତ୍ତ ବିଦ୍ୟମାନ ।
ଗୃହ ଉପକରଣ ସଂଗ୍ରହ କରିପାରନ୍ତି । କାର୍ଯ୍ୟକ୍ଷେତ୍ର ଉତ୍ସାହପ୍ରଦ ହେବ । ବ୍ୟବସାୟ ଲାଭଜନକ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ରୋଜଗାର ଊଣା ହେବ ନାହିଁ । ସୁସ୍ଥ ଓ ନିରାମୟ ରହିବେ । ନୂଆ ବନ୍ଧୁ ଜୁଟି ପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ ।
ବାଧା-ବିଘ୍ନକୁ ମୁକାବିଲା କରି କାର୍ଯ୍ୟ ସଂପାଦନ କରିପାରନ୍ତି । ହସ-ଖୁସିରେ ସମୟ ବିତାଇ ପାରନ୍ତି । ବିଭିନ୍ନ ସ୍ନେହଶ୍ରଦ୍ଧା ପାଇ ଆତ୍ମସନ୍ତୋଷ ଲାଭ କରିବେ । ଅତିଥି ସତ୍କାରରେ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ସରଳ, ସାବଲୀଳ ଭାଷାରେ ପରକୁ ଆପଣାର କରିବେ ।
କାର୍ଯ୍ୟ ସଂକ୍ରାନ୍ତରେ ପୂର୍ବରୁ ନେଇଥିବା ସଦ୍ଧାନ୍ତକୁ ହଠାତ୍ ବଦଳାଇ ଦେଇ ପାରନ୍ତି । ପ୍ରଗତି ମାର୍ଗକୁ ଅନୁସରଣ କରି ସଫଳତା ଲାଭ କରିବେ । ସରକାରୀ ସହାୟତା ସହିତ ଅର୍ଥ ମିଳିବ । କର୍ମକ୍ଷେତ୍ର ଆନନ୍ଦଦାୟକ ହେବ । ମନରେ ସେବା ଭାବନା ଜାଗ୍ରତ ହେବ ।
ପ୍ରଦତ୍ତ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ବାଣିଜ୍ୟ-ବେପାରରୁ ପ୍ରଚୁର ଲାଭ ମିଳିବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । କର୍ତ୍ତବ୍ୟ ପରାୟଣ ହେବେ । ସମ୍ମାନିତ ହେବେ । ଯଶସ୍ୱୀ ହୋଇପାରନ୍ତି । ରାଜକୃପା ମିଳିବ ।
ମାଲିମୋକଦ୍ଦମାରେ ବିଜୟ ଲାଭ କରିବେ । ଦାନଧର୍ମ କରି ଆତ୍ମତୃପ୍ତି ଲାଭ କରିବେ । ଜିତେନ୍ଦ୍ରିୟ ହେବେ । ଶାସ୍ତ୍ରରତ ହୋଇପାରନ୍ତି । ବହୁ ସୁଖର ଅଧିକାରୀ ହେବେ । ଲୋକପ୍ରିୟ ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି ।
ଉଦର ବ୍ୟଥା ଭୋଗ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଶୁଭ କର୍ମକୁ ସ୍ଥଗିତ ରଖିବାକୁ ପଡ଼ିବ । ଦୃଢ଼ ବିକ୍ରମୀ ହେବେ । ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନ କରିବା ଭଲ । ନୃତ୍ୟ ସଙ୍ଗୀତ ପ୍ରିୟ ହୋଇ ବାଜ୍ୟେ ଖର୍ଚ୍ଚ କରିପାରନ୍ତି ।
ଆର୍ଥିକ ସମସ୍ୟା ଦୂରୀଭୂତ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଅକୁଣ୍ଠିତ ଚିତ୍ତରେ ବନ୍ଧୁମାନଙ୍କ ତରଫରୁ ସାହାଯ୍ୟର ହାତ ଲମ୍ୱି ଆସିବ । ସେବା ମନୋଭାବର ହୋଇପାରନ୍ତି । ଯଶସ୍ୱୀ ହେବେ । ଜିତେନ୍ଦ୍ରିୟ ହୋଇପାରନ୍ତି । ଦୟାଳୁ ସ୍ୱଭାବ ସମ୍ପନ୍ନ ହେବେ ।
ବିରକ୍ତି ଭାବ ଉପୁଜି ପାରେ । ବିଭିନ୍ନ ସ୍ତରରୁ ସହାୟତା ମିଳିବ । ଅର୍ଥ ସଞ୍ଚୟ କରିପାରନ୍ତି । ବୁଦ୍ଧି ପ୍ରୟୋଗ କରି ଅସାଧ୍ୟ ସାଧନ କରିବେ । ଉତ୍ତମ ଗୁଣବାନ୍ ହେବେ । ନୀତିଯୁକ୍ତ ହୋଇପାରନ୍ତି । ବିନୀତ ସ୍ୱଭାବର ହେବେ । ଯୁଦ୍ଧପ୍ରିୟ ହୋଇପାରନ୍ତି । ଧନଯୁକ୍ତ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments