OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 21th February 2019

Odia Rashiphala

Odia Rashiphala

ମାନସିକ ବ୍ୟସ୍ତତା ବୃଦ୍ଧି ହୋଇପାରେ । କୂଟନୀତି ପ୍ରୟୋଗ କରିବାକୁ ପଛାଇବେ ନାହିଁ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି ।
ଓଁ କୃଷ୍ଣାୟ ଧ୍ୟାନ କଲେ ବିପଦମୁକ୍ତ ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ସ୍ତ୍ରୀଧନ ହେତୁ ସୁଖୀ ହୋଇପରନ୍ତି । ମନ୍ତ୍ରଣା ଶକ୍ତିଯୁକ୍ତ ହେବ ।
ମାନ-ମର୍ଯାଦା ବୃଦ୍ଧି ପାଇବ । ପାରିବାରିକ ସୁଖ ମିଳିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ପ୍ରତିଯୋଗିତାରେ ବିଜୟୀ ହେବେ । ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ । ପ୍ରିୟଭାଷୀ ଓ ଧନ-ବାହନଯୁକ୍ତ ହୋଇପରନ୍ତି । ଗଣଯୁକ୍ତ ଓ ସୁଖୀ ହେବେ ।
ରୋଜଗାର ଧୀରେ-ଧୀରେ ବଢ଼ିବ । ଜନ ହିତକର କାର୍ଯ୍ୟ କରି ସମ୍ମାନିତ ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ସୁଖ ଭୋଗ କରିବେ । ଗୁଣବାନ୍ ଓ ଧୈର୍ଯ୍ୟଶୀଳ ହେବେ ।
ପରୀକ୍ଷାରେ ଅପୂର୍ବ ସଫଳତା ଲାଭ କରିବେ । ଅନ୍ୟାନ୍ୟ ଘଟଣାରେ ଆଶାବାଦୀ ହୋଇପାରନ୍ତି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ; ମାତ୍ର ବିଳମ୍ବରେ । ବିଭିନ୍ନ ଦିଗରୁ ଧନାଗମର ସୁଚନା ମିଳୁଛି । ଭାଗ୍ୟଶାଳୀ ହେବେ । ସୁଖ ଭୋଗ କରିବେ ।
ସୁରଖୁରୁରେ କାର୍ଯ୍ୟ ଚାଲୁରହିବ । ଆତ୍ମ ବଡ଼ିମା ଦେଖାଇ ପାରନ୍ତି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସର୍ବ ସୁଖ ଆଶା କରାଯାଏ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ । ସୁସ୍ଥ ଓ ନିରାମୟ ରହିବେ ।
ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଗତିରୋଧ ଘଟିପାରେ । କୁଶଳ ସମାଚାର ପାଇ ଖୁସି ହେବେ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ସର୍ବାଙ୍ଗୀଣ ଉନ୍ନତି ହେବ ।
ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଆୟର ପରିମାଣ ସ୍ୱଳ୍ପ ହୋଇପାରେ । ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ବ୍ୟବସାୟ ଲାଭଜନକ ହେବ । ଚିନ୍ତା ଦୂର ହେବ । ସୁଖଭୋଗ କରିପାରନ୍ତି ।
ତରବର ନହୋଇ ବୁଝି ବିଚାରି କାର୍ଯ୍ୟ କରିବାକୁ ପଡ଼ିବ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ପାରିବାରିକ ସୁଖ ମିଳିବ । ମନ ପ୍ରସନ୍ନ ରହିବ । ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି । ଭିନ୍ନ ସ୍ତରରେ ସମ୍ମାନିତ ହେବା ଆଶାକରାଯାଏ । ଯଶସ୍ୱୀ ହେବେ ।
ବନ୍ଧୁଙ୍କ ସହିତ ପୁଣି ଏକ ନୂତନ ସଂପର୍କ ସୃଷ୍ଟି ହୋଇପାରେ । ସୌଜନ୍ୟମୂଳକ ସାକ୍ଷାତ୍ ମିଳିବ । ଅଷ୍ଟମଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ମିଶି ଭୋଗ ହେଉ ଥିବାରୁ ଅତି ସତର୍କତାର ସହ ଚଳିବାକୁ ପଡ଼ିବ । ଉଚ୍ଚସ୍ଥାନ ଆରୋହଣ, ଯାନବାହନ ଚଳାଚଳରେ ସତର୍କରହିବେ।
ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ । ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିମାନେ ପଛଘୁଞ୍ଛା ଦେଇପାରନ୍ତି । ଶାସ୍ତ୍ରଜ୍ଞ ହେବେ । ନୀତି ନିୟମରେ ଚାଲି ଆଦର୍ଶବାଦୀ ହୋଇପାରନ୍ତି ।
ସତର୍କତାର ସହ କାର୍ଯ୍ୟ କରିବାକୁ ପଡ଼ିବ । ସୁ-ମିତ୍ର ଲାଭ କରିପାରନ୍ତି । ସୁଖ-ସମ୍ଭୋଗ କରିପାରନ୍ତି । କର୍ତ୍ତବ୍ୟ ନିଷ୍ଠ ହେବେ । ସ୍ଥିତି ଅନୁକୂଳ ରହିବ । ବିଭିନ୍ନ ସ୍ତରରେ ସମ୍ମାନିତ ହେବା ଆଶାକରାଯାଏ । ଧର୍ମ-କର୍ମ ସଂପାଦନ କରିପାରନ୍ତି । ପଦୋନ୍ନତି ମିଳିପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments