![]() |
ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ମଧ୍ୟମ ଧରଣର ଶୁଭଫଳ ମିଳିପାରେ । ସନ୍ତାନ ସୁଖ ମିଳିବ । ମିତ୍ରମାନଙ୍କ ପ୍ରତି ଅନୁରକ୍ତି ରହିବ। ଜିତେନ୍ଦ୍ରିୟ ହୋଇପାରନ୍ତି ବନ୍ଧୁ-ବାନ୍ଧବମାନଙ୍କର ସହଯୋଗ ମିଳିବ। |
ଦେବୀ ଦର୍ଶନ ଶଭୁଦାୟକ ହେବ। ଈଶ୍ବର ଭକ୍ତିରେ ଅନୁପ୍ରା ଣିତ ହେବେ। ଶାରୀରିକ ଅସସ୍ଥତା ଅନୁଭବ କରିପାରନ୍ତି। ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ମନା । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତା ଜରୁରୀ । | |
ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ। ସେବା ମନୋଭାବର ହୋଇପାରନ୍ତି। ବନ୍ଧୁ ସହାୟତା ପାଇ ଖୁସି ହେବେ। ବ୍ୟବସାୟ ଲାଭଜନକ ହେବ। ଅବିବାହିତମାନଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ। ସ୍ବର୍ଣ୍ଣାଦି ଲାଭ ହୋଇପାରେ । | |
ଅତୀତକୁ ଭୁଲି ଭବିଷ୍ୟତକୁ ହାତ ବଢ଼ାନ୍ତୁ। ସ୍ୱାଭିମାନୀ ହେବେ। ବ୍ୟବସାୟ ଲାଭଜନକ ହେବ । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ସର୍ବ ସଖ ମିଳିପାରେ । ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତିଫେରି ପାଇବେ। | |
ଯାହା କରିବେ ତୁରନ୍ତ କରନ୍ତୁ। ଘାତଚନ୍ଦ୍ର ଯୋଗୁଁ କ୍ଳେଶ ଭୋଗ କରିପାରନ୍ତି। ବିଶ୍ବାସୀ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ପୁତ୍ର ସନ୍ତାନ ଲାଭ ହୋଇପାରେ। ଧନ-ଯାନବାହାନ ମିଳିବ। ବଚନାଦରେି ପଟୁହେବେ। | |
ବୁଝି-ବିଚାରି କାର୍ଯ୍ୟ କଲେ ସଫଳତା ମିଳିବ। ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ। ପାରିବାରିକ ସୁଖ ମିଳିବ । ମନ ପ୍ରସନ୍ନ ରହିବ। କାର୍ଯ୍ୟ ହାସଲ କରିପାରନ୍ତି। ପ୍ରଶଂସିତ ହେବେ। କୃଷିକ୍ଷେତ୍ରରୁ ଆୟ ଆସିବ। ଉତ୍ତମ ବ୍ୟକ୍ତି ସମ୍ପନ୍ନ ହେବେ। | |
ଶତ୍ରୁ ଉପରେ ସତର୍କଦୃଷ୍ଟି ରଖିବାକୁ ପଡବ। ସକଳ ଗୁଣର ଆଧାର ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । କୃଷି କର୍ମରୁ ଲାଭବାନ୍ ହେବେ। ସୁଖୀ ଓ ବିଳାସୀ ହୋଇପାରନ୍ତି। ଶତ୍ରୁ ବିନାଶ କରି ଧନ ଭୋଗ କରିବେ। | |
ଆଶା ଫଳବତୀ ହେବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ମନ ପ୍ରଫୁଲ୍ଲ ରହିବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ତି ହେବେ। ସୁଖୀ ଓ କୀର୍ତ୍ତିମାନ୍ ହୋଇପାରନ୍ତି। ଧନଶାଳୀ ହେବେ। | |
ବିଭିନ୍ନ ଦିଗରୁ ସହଯୋଗର ହାତ ଲମ୍ବି ଆସିବ । ମଧ୍ୟମ ଧରଣର ଶଭଫଳ ମିଳିପାରେ। ଉତ୍ତମ ଭୋଜନ ମିଳିବ। ଧନବାନ୍ ହେବେ। ସଗୁଣ ସମ୍ପନ୍ନ ହୋଇପାରନ୍ତି ଦାମ୍ପତ୍ୟ ଜୀବନ ସଖପ୍ରୁ ଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ନୂଆବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ। | |
ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ପଦ-ପଦବୀଧାରୀ ହୋଇପାରନ୍ତି। ନାନା ଚିନ୍ତା ସହିତ ମନରେ ଉଦ୍ବେଗ ଜାତ ହେବାର ସଚନା ମିଳୁଛି । | |
ଶୁଭଯୋଗ ବ୍ୟାପକ ଭାବରେ ରହିଛି। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। କୀର୍ତ୍ତିମାନ୍ ହେବେ ଓ ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ। ଘାତଚନ୍ଦ୍ର ହେତୁ ସାବଧାନ । | |
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଆଶାବାଦୀ ହେବେ। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ। ସରକାରୀ ଧନ ମିଳିପାରେ। କୀର୍ତ୍ତି, ସନ୍ତୋଷ, ବହୁବିଧ ଧନ ମିଳିପାରେ। ଉତ୍ତମ ଗଣୁଯୁକ୍ତ ହେବେ । |
Odia Calendar 2019
Comments
comments