OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 19th Nov 2020

Odia Rashiphala

Odia Rashiphala

କର୍ତ୍ତବ୍ୟ ପାଳନରେ ବ୍ରତୀ ହେବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଯୋଜନା ଫଳବତୀ ହୋଇପାରେ । ଅଭୀଷ୍ଟ ସିଦ୍ଧି ହେବ । ଉନ୍ନତିର ମାର୍ଗକୁ ଉନ୍ମୁକ୍ତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଧନାଗମ ହେବ ।
ଶ୍ରେଷ୍ଠତା ବଜାୟ ରଖିପାରନ୍ତି । କର୍ମକ୍ଷେତ୍ର ଶାନ୍ତିଦାୟକ ହେବ । ଉତ୍ସାହଜନକ ହୋଇପାରେ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ଗୁଣଜ୍ଞ ହୋଇପାରନ୍ତି । ବହୁବିଧ ଧନର ଅଧିକାରୀ ହେବେ । ସୁଖ ମିଳିବ ।
ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଧୀରେ ସୁସ୍ଥେ ପୂରଣ କରିପାରନ୍ତି । ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁବର୍ଣ୍ଣାଦି ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତ ହେବେ ।
ବନ୍ଧୁ ମିଳନ ଘଟି ପାରେ । ମନରେ ସେବା ଭାବନା ଜାଗ୍ରତ ହୋଇପାରେ । ବ୍ୟବସାୟ ଲାଭଜନକ ହେବ । ଜୀବନ ସୁସ୍ଥେ ଓ ନିରାମୟ ରହିବେ । ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ । ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବ ।
ନିସର୍ଗ ସୁଖ ଭୋଗ କରିପାରନ୍ତି । ଶାସ୍ତ୍ରଜ୍ଞ ହେବେ । ପ୍ରଭୁତ୍ୱ ବିସ୍ତାର କରିପାରନ୍ତି । ସନ୍ତାନ ସୁଖ ମିଳିବ । ଧର୍ମାନୁଷ୍ଠାନକୁ ସାହାଯ୍ୟ କରି, ଆତ୍ମସନ୍ତୋଷ ଲାଭ କରିପାରନ୍ତି । ବ୍ରାହ୍ମଣଙ୍କ ସହିତ ବିବାହ କଲେ ବିପଦରେ ପଡ଼ିବେ ।
କର୍ମଚଞ୍ଚଳ ରହିବେ । କେତେକ କ୍ଷେତ୍ରରେ ଘଟିଯାଇଥିବା ଅଘଟଣକୁ ସୁଧାରି ନେଇ ପାରନ୍ତି । କୃଷି କ୍ଷେତକୁ ତ୍ୱରାନ୍ୱିତ କରିପାରନ୍ତି । ସମ୍ମାନିତ ହେବେ । ଧନଯୁକ୍ତ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । ଗୃହ ପରିବେଶ ମୁକ୍ତ ରହିବ ।
ବହୁ ଶୁଭଫଳ ଆଶାକରାଯାଏ । ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । କୀର୍ତ୍ତିମାନ୍ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ନୂଆବନ୍ଧୁ ଜୁଟି ପାରନ୍ତି ।
ନିଜ ଶକ୍ତି ଅନୁସାରେ କାର୍ଯ୍ୟ କରିବେ । ଅଧିକ ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ । ଧର୍ମ କାର୍ଯ୍ୟ କରି ଖର୍ଚ୍ଚାନ୍ତ ହେବେ । ଧନାଗମ ହେବ । ହର୍ଷଯୁକ୍ତ ହେବେ । ଭାଷାବିତ୍ ହୋଇପାରନ୍ତି । ମହିଳା ଗୋଷ୍ଠୀର ସହାୟକ ହେବେ ।
ଉଦ୍‌ଯୋଗୀ ହୋଇପାରନ୍ତି । ଆଶାବାଦୀ ହେବେ । ଅର୍ଥ ସଞ୍ଚୟ କରିପାରନ୍ତି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ମନ ପ୍ରଫୁଲ୍ଲ ରହିବ । ନୂଆ ବନ୍ଧୁ ଜୁଟି ପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଆୟ ଆଶାନୁରୂପ ହୋଇପାରେ ।
ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିବେ । ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି । କର୍ମଚଞ୍ଚଳ ରହିବେ । ପରର ଉପକାର କଲେ ନିଜେ ଉପକୃତ ହୋଇପାରନ୍ତି ।
ଲୋକପ୍ରିୟତା ଅର୍ଜନ କରିପାରନ୍ତି । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିପାରେ । କୀର୍ତ୍ତିମାନ୍ ହେବେ । କରିତ୍‌କର୍ମା ହୋଇପାରନ୍ତି । କର୍ମଚଞ୍ଚଳ ରହିବେ ।
ବ୍ୟବସାୟ ଲାଭଜନକ ହେବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ସରକାରୀ କୃପାପାତ୍ର ହେବେ । କୀର୍ତ୍ତି, ମର୍ତ୍ତି, ସୁଖ ସନ୍ତୋଷ ଲାଭ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସରକାରୀ କୃପା ଲାଭ କରିବେ । ସୁଖୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments