OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 18th July 2019

Odia Rashiphala

Odia Rashiphala

ମୂଲ୍ୟବାନ୍ ଦ୍ରବ୍ୟ ମିଳି ପାରେ । ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ପ୍ରମୋଦ-ବିଳାସରେ ଦିନଟି ବିତିବ । କର୍ମତତ୍ପରତା ପ୍ରକାଶ ପାଇବ । ସରକାରୀ ଅର୍ଥ ମିଳିବ । କୀର୍ତ୍ତିମାନ୍ ହେବେ ।
ପରୋପକାର କରି ଆତ୍ମତୃପ୍ତି ଲାଭ କରିବେ । କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଭାଗ୍ୟଶାଳୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଅର୍ଥାଗମ ହେବ । ସମୃଦ୍ଧି ପଥରେ ଆଗକୁ ବଢ଼ିବେ ।
ମନ ପ୍ରସନ୍ନ ରହିବ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଓ ପ୍ରତ୍ୟେକ କାର୍ଯ୍ୟରେ ସତର୍କତା ଆବଶ୍ୟକ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରୁ ବିରତ ହେବା ଉଚିତ୍ । ଜଳଯାତ୍ରା ମନା ।
କାର୍ଯ୍ୟ ଓ ଦାୟିତ୍ୱରେ ପରିବର୍ତ୍ତନ ଘଟିବ । ଆମୋଦପ୍ରମୋଦରେ ଦିନଟି ଅତିବାହିତ ହେବ । ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ମାନ୍ୟତା ମିଳିବ । ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି । ପତ୍ନୀଙ୍କ କାର୍ଯ୍ୟ କଳାପ ଗୃହଲକ୍ଷ୍ମୀ ଭଳି ହେବ ।
କର୍ମ ଅନୁସାରେ ଫଳପ୍ରାପ୍ତ ହୋଇପାରନ୍ତି । ମନ ପ୍ରଫୁଲ୍ଲ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଧନ-ମନ-ଯୌବନ ଦୃଢ଼ ସ୍ଥିତିରେ ରହିବ । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ । ନୃତ୍ୟ-ସଙ୍ଗୀତପ୍ରିୟ ହେବେ । ସତ୍‌କର୍ମରେ ଦୀକ୍ଷିତ ହେବେ ।
ଅଭାବ ଦୂରେଇ ଯିବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ପଠନ-ଲିଖନ ଉପରେ ଉପଯୁକ୍ତ ଧ୍ୟାନ ଦେଇ କୃତକାର୍ଯ୍ୟ ହେବେ । କନ୍ୟା, ପୁତ୍ର, ପୌତ୍ରାଦି ଲାଭ କରିପାରନ୍ତି । ନିରୀହ ସ୍ୱଭାବର ହେବେ । ଧର୍ମ ବିଧାନରେ ଦକ୍ଷ ହେବେ ।
ଚାଲୁ ରହିଥିବା କାର୍ଯ୍ୟ ଯୋଗ ଉପକୃତ ହୋଇପାରନ୍ତି । ନୈତିକତା ବୃଦ୍ଧି ପାଇବ । ଅର୍ଥ ପ୍ରାପ୍ତିର ଅପୂର୍ବ ସୁଯୋଗ ଅଛି । ସମ୍ମାନ ବୃଦ୍ଧି ହୋଇପାରେ । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ସର୍ବାଙ୍ଗୀଣ ଉନ୍ନତି ହେବ ।
ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ । ଯଶସ୍ୱୀ ହେବେ । ଚିନ୍ତାଧାରା ଉନ୍ନତମାନର ହୋଇପାରେ । ଦେବ ଦର୍ଶନର ସୁଯୋଗ ଅଛି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ବ୍ୟବସାୟରେ ଉନ୍ନତି ଘଟିବ ।
ମାନସିକ ଅବସ୍ଥା ସୁସ୍ଥ ରହିବ । ସ୍ୱାଧୀନ ତଥା ଇଚ୍ଛାଧୀନ କାର୍ଯ୍ୟ ନକରି ପରାମର୍ଶ ଦେବେ । ଭାଗ୍ୟଶାଳୀ ହେବେ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳମନା ହେବେ । କୀର୍ତ୍ତିମାନ୍ ହେବେ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ । ବିଭିନ୍ନ ସ୍ତରରୁ ପ୍ରଶଂସା ମିଳିବ । ମନରେ ପ୍ରସନ୍ନତା ଭାବ ଉଦୟ ହେବ । ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ଉପାର୍ଜନକାରୀ ହେବେ । ବଳିଷ୍ଠ ହୋଇପାରନ୍ତି ।
ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । କେହି ପଥରୋଧ କରିବାକୁ ଉଦ୍ୟମ କରିବେ; ମାତ୍ର ଆପଣ କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ଉପୁଜିଥିବା ସମସ୍ୟା ଦୂର ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଖର୍ଚ୍ଚାନ୍ତ ହେବେ ।
ଦ୍ରବ୍ୟ ଲାଭର ସୁଯୋଗ ସୃଷ୍ଟି ହୋଇଛି । ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନ-ବାହନ ସୁଖ ମିଳିବ । କୀର୍ତ୍ତିମାନ୍ ହେବେ । ଭୋଗୀ ହେବେ । ଗୁଣଜ୍ଞ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଭଲ ଆୟ ହେବ । ସର୍ବାଙ୍ଗୀଣ ଉନ୍ନତି ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments