![]() |
ନାନା ବିଧ ସମ୍ମାନର ଅଧିକାରୀ ହେବେ । ସଙ୍ଗୀତ ପ୍ରିୟ ହୋଇପାରନ୍ତି । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଯଶସ୍ୱୀ ହେବେ । ଧନଶାଳୀ ହୋଇପାରନ୍ତି । ସରକାରୀ ଧନ ମିଳିପାରେ । ବିବାଦଶୀଳ ହେବେ । ଗୁଣହୀନ ହୋଇପାରନ୍ତି । |
ବୁଦ୍ଧିମାନ୍ ହେବେ । ଯାନବାହନଯୁକ୍ତ ହେବେ । ଧନଯୁକ୍ତ ହୋଇପାରନ୍ତି । ସରକାରୀ ମାନ୍ୟତା ପ୍ରାପ୍ତ ହେବେ । ପୁତ୍ର ସୁଖ ମିଳିପାରେ । ପରୋପକାରୀ ହେବେ । କଠିନ ସ୍ୱଭାବର ହୋଇପାରନ୍ତି । ବୃତ୍ତି ବିହୀନ ହେବେ । ଶାଳୀନତା ନ ରହିପାରେ । | |
ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ପୁତ୍ର, ମିତ୍ର ହେତୁ ସୁଖ ଭୋଗ କରିବେ । ମାତୃ ବର୍ଗ ସହ ବିଷମ ଭାବାପନ୍ନ ହେବେ । ସୁବୁଦ୍ଧି ସମ୍ପନ୍ନ ହେବେ । ବାକ୍ୟ ପଟୁ ହୋଇପାରନ୍ତି । ପ୍ରିୟ ଲୋକମାନଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । | |
ରାଜ ସମ୍ମାନର ଅଧିକାରୀ ହେବେ । ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟରେ ଅଧିକ ଲାଭ ହେବ । ସୁଖୀ ହେବେ । ସରକାରୀ ସ୍ତରରୁ ସମ୍ମାନ ମିଳିପାରେ । ମାନସିକ ଅଶାନ୍ତି ଦୂର ହେବ । | |
ବିଦ୍ୟାରୂପକ ମହାଧନ ପ୍ରାପ୍ତ ହୋଇପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଲୋକପ୍ରିୟ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଅଜାତଶତ୍ରୁ ହେବେ । ଯାନବାହନରୁ ପଡ଼ି କଷ୍ଟଭୋଗ କରିପାରନ୍ତି । | |
ଶତ୍ରୁନାଶ କରିପାରନ୍ତି । ଧନଭୋଗ କରିବେ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ତେଜୀୟାନ୍ ହୋଇପାରନ୍ତି । ବାହୁରେ ଯନ୍ତ୍ରଣା ଉପୁଜି ପାରେ । ପର ଚର୍ଚ୍ଚାରେ ମଜ୍ଜି ପାରନ୍ତି । ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ପୁତ୍ର ଲାଭର ସୂଚନା ମିଳୁଛି । ଧନ, ବାହନଯୁକ୍ତ ବଚନରେ ପଟୁ ହୁଏ । | |
ମନରେ ଭୟ ସଞ୍ଚାର ହୋଇପାରେ । ଉଗ୍ର ସ୍ୱଭାବର ହେବେ । ଉଚ୍ଚାସନ ମିଳିପାରେ । ଶତ୍ରୁତାର ଅବସାନ ଘଟିବ । ପ୍ରିୟଲୋକଙ୍କ ସାନ୍ନିଧ୍ୟ ମିଳିପାରେ । ବହୁବିଧ କୀର୍ତ୍ତି ସ୍ଥାପନ କରିପାରନ୍ତି । ବନ୍ଧୁ ବାନ୍ଧବଙ୍କ ଯଶଗାନ କରିବେ । | |
ରାଜ ପୂଜିତ ହେବେ । ଯାନବାହନଯୁକ୍ତ ହୋଇପାରନ୍ତି । ପରାକ୍ରମଶାଳୀ ହେବେ । ବହୁଜନ ପୋଷକ ହୋଇପାରନ୍ତି । ଏପରିକି ଗ୍ରାମାଧୀଶ ହେବେ । ଦୃଢ଼ ପୌରୁଷର ଅଧିକାରୀ ହେବେ । ଆୟ ବୃଦ୍ଧି ହେବ । ନିଜ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । | |
ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସଂପଦ ମିଳିପାରେ । ଶାରୀରିକ ସ୍ତରରେ ସୁସ୍ଥ ଓ ବଳବାନ୍ ହେବେ । ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହୋଇପାରନ୍ତି । ଧନଶାଳୀ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଅର୍ଥ ଓ ଜ୍ଞାନ ଆହରଣ କରିବେ । | |
ଶାନ୍ତ, ନିପୁଣ ଓ ମେଧାବୀ ହେବେ । ଶାସ୍ତ୍ରପଟୁ, ସୁବର୍ଣ୍ଣାଦିଯୁକ୍ତ ହେବେ । ଧର୍ମପ୍ରିୟ ହୋଇପାରନ୍ତି । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରିବେ । ଯୁବତୀ ପ୍ରିୟ ହୋଇପାରନ୍ତି । ଲୋକମାନଙ୍କର କଷ୍ଟଦାତା ହେବେ । ଥଣ୍ଡା କଫରେ ଆକ୍ରାନ୍ତ ହେବେ । | |
କୃଷିକର୍ମକାରୀଙ୍କୁ ଉତ୍ସାହିତ କରିବେ । ସଦା ସର୍ବଦା ବିନୟୀ ଭାବ ପ୍ରକାଶ କରିପାରନ୍ତି । ସୁଭାଷୀ ହେବେ । ଉତ୍ତମ ବିଦ୍ୟାଯୁକ୍ତ ହେବେ । ତେଜୀୟାନ୍ ହେବେ । କର୍ମଚଞ୍ଚଳ ରହିବେ । ବହୁ ଦ୍ରବ୍ୟର ଅଧିକାରୀ ହେବେ । | |
ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି । ଧନାଗମର ସୂଚନା ମିଳୁଛି । ନୃତ୍ୟ, ସଙ୍ଗୀତପ୍ରିୟ ହେବେ । ସରକାରୀ ଅର୍ଥ ପ୍ରାପ୍ତ ହୋଇପାରନ୍ତି । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଧର୍ମ ମାର୍ଗରେ ମନୋନିବେଶ କରିବେ । |
Odia Calendar 2021
Comments
comments