OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 18th April 2019

Odia Rashiphala

Odia Rashiphala

ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁମାନଙ୍କ ଉପରେ କଡ଼ା ନଜର ରଖିବାକୁ ପଡ଼ିବ । ବସ୍ତ୍ର ଭୂଷଣ ଲାଭ ହୋଇପାରେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରବେ । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ ।
ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । ଭାଇଙ୍କ ଉପରେ ବିପଦ ରହିଛି । ଧନ ଓ ଉତ୍ତମ ମିତ୍ର ଲାଭ ହେବ । ସୁଖୀ ହେବେ । ଘୋଡ଼ା, ହାତୀ ଚଢ଼ା ସମ୍ପତ୍ତିର ମାଲିକ ହୋଇପାରନ୍ତି ।
ଜଣେ ହୃଦୟବାନ୍ ବନ୍ଧୁ ପ୍ରାପ୍ତ ହୋଇପାରନ୍ତି । ଧର୍ମମତି ହେବାର ସୂଚନା ମିଳୁଛି । ମନୋଜ୍ଞ ହେବେ । କୃଷି କାର୍ଯ୍ୟରେ ଦକ୍ଷ ହେବେ । ଯାନବାହନ ସୁଖ ମିଳିବ । ଗୃହ ପରବେଶ ସନ୍ତୋଷଜନକ ହେବ । ଯଶସ୍ୱୀ ହୋଇପାରନ୍ତି ।
ଉତ୍ସବାଦିରେ ବନ୍ଧୁ ବାନ୍ଧବଙ୍କ ସହିତ ମିଳିତ ହେବେ । କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମତୃପ୍ତି ଲାଭ କରବେ । ସୁଖ ସମାଚାର ପାଇ ଖୁସି ହୋଇପାରନ୍ତି । ଚିନ୍ତା ଦୂର ହେବ । ଶ୍ରେଷ୍ଠ ମାନ୍ୟତା ମିଳିବ । ପରୋପକାରୀ ହେବେ ।
ଜଞ୍ଜାଳ ଦୂରେଇ ଯିବ । ଆଶାବାଦୀ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଭାଗ୍ୟଶାଳୀ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । ବିବାଦରେ ବିଜୟୀ ହେବେ । ମାନସିକ ଅଶାନ୍ତି ଦୂର ହେବ ।
ଧର୍ମ ଭାବନାରୁ ଶାନ୍ତି ମିଳିବ । ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ‌ଭୋଜନ ମିଳିବ । ସରକାରୀ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ ।
ସୁସ୍ଥ ଓ ନିରାମୟ ଜୀବନ ଯାପନ କରବେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କୁଳଦୀପକ ହୋଇପାରନ୍ତି । କଥାରେ ଲୋକଙ୍କୁ ଭୁଲାଇ ସ୍ୱାର୍ଥ ହାସଲ କରବେ । ଦୁଃଖଭୋଗ କରି ମଧ୍ୟ ଶତ୍ରୁନାଶ କରିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରବେ ।
ମନ ପ୍ରସନ୍ନ ରହିବ । ରୋଜଗାର ଉତ୍ତମ ଧରଣର ହେବ । ବିଭାଗୀୟ ସ୍ତରରେ ସମ୍ମାନିତ ହେବା ସହତି ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଅନ୍ୟର ମଙ୍ଗଳ କାମନା କଲେ ନିଜର ମଙ୍ଗଳ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଉନ୍ନତି ପଥରେ ଆଗକୁ ବଢ଼ିବେ ।
ଅତିଥି ସତ୍କାର କରି ଆତ୍ମତୃପ୍ତି ଲାଭ କରବେ୍ । ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଗୃହ ପରବେଶ ଆନନ୍ଦଦାୟକ ହେବ । ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି । ବହୁଦିନର ଆଶା ପରୂଣ ହେବ । କୀର୍ତ୍ତିମାନ ହୋଇପାରନ୍ତି ।
କୌଣସି ଏକ ଜାଗାକୁ ନେଇ ଅଶାନ୍ତି ସୃଷ୍ଟି ହୋଇପାରେ । ସତ୍‌ସଙ୍ଗୀ ହୋଇପାରନ୍ତି । ଶୁଭଖବର ପାଇ ଖୁସି ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ଭାଗ୍ୟଶାଳୀ ହୋଇପାରନ୍ତି । ବ୍ୟୟସାୟ ଲାଭଜନକ ହୋଇପାରେ । ଜନୈକା ମହିଳା ସାହାଯ୍ୟ କରବେ ।
 ଭୋଜନ ସୁଖ ମିଳିପାରେ । ଧନକ୍ଷୟ ହେବାର ସୂଚନା ମିଳୁଛି । ପ୍ରିୟଭାଷୀ ହୋଇପାରନ୍ତି । ଗୋ-ବାହ୍ମଣ ଓ ଦୁସ୍ଥ ଲୋକଙ୍କ ହତି ସାଧନ କରି ଆତ୍ମ ସନ୍ତୋଷ ଲାଭ କରବେ । ସନ୍‌ମାର୍ଗୀ ହେବେ । ଅଷ୍ଟମ ଚନ୍ଦ୍ର ଯୋଗଁ ସତର୍କ ରହିବେ ।
ଗୃହକାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି । ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । କୃଷିରୁ ଲାଭବାନ୍ ହୋଇପାରନ୍ତି । ଶୋଭନ ବ୍ୟକ୍ତ୍ୱତିର ଅଧିକାରୀ ହେବେ । ପତ୍ନୀଙ୍କ ସୁକୃତରୁ ପ୍ରତ୍ୟେକ କ୍ଷେତ୍ରରୁ ସଫଳ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments