![]() |
ଦିନସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ମନୋବଳ ଦୃଢ଼ ରହିବ । ବୁଦ୍ଧି ଚାଳନା କରି କାର୍ଯ୍ୟର ପୂର୍ଣ୍ଣାଙ୍ଗ କରିପାରନ୍ତି । ଭଦ୍ରବ୍ୟବହାର ଆପଣଙ୍କୁ କରିପାରେ । ଶ୍ରେଷ୍ଠ କାର୍ଯ୍ୟରେ ଦକ୍ଷତା ପ୍ରତି ପାଦନ କରିବେ । ଧନବାନ୍ ହେବେ । |
ଧୈର୍ଯ୍ୟର ପୁରସ୍କାର ମିଳିବ । ଘାତଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବାକୁ ପଡ଼ିବ । ବିନୀତ ସ୍ୱଭାବର ହେବେ । ଶାସ୍ତ୍ରାଭ୍ୟାସୀ ହୋଇପାରନ୍ତି । ପତ୍ନୀଙ୍କ ଧନର ସହାୟତା ପାଇ ସୁଖୀ ହେବେ । ମନ୍ତ୍ରଣା ଶକ୍ତିଯୁକ୍ତ କାବ୍ୟ କର୍ତ୍ତା ହୋଇପାରନ୍ତି । | |
ସୁଶୀଳ ହେବେ । ଶୁଦ୍ଧ ସ୍ୱଭାବର ହେବେ । ଜନ ବଲ୍ଲଭ ହୋଇପାରନ୍ତି । ପୁଣ୍ୟବାନ ହେବ । କୃଷି କ୍ଷେତକୁ ତ୍ୱରାନ୍ୱିତ କରିବାକୁ ମନ ବଳାଇବେ । ଯାନବାହନ ସୁଖ ମିଳିପାରେ । ସୁଖଭୋଗ କରିବେ । ପ୍ରଦୂଷଣ ମୁକ୍ତ ଗୃହରେ ରହିବେ । | |
କ୍ଳାନ୍ତିର ଅବସାନ ଘଟିବ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଚିନ୍ତାଧାରା ଉନ୍ନତ ମାନର ହେବ । ସକଳଗୁଣର ଆଧାର ହୋଇପାରନ୍ତି । ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । | |
ବ୍ୟବସାୟ ଲାଭଜନକ ହେବ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଚିନ୍ତାଧାରା ମହତ୍ ହେବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ବିଭିନ୍ନ ଦିଗରୁ ଧନାଗମ ହେବ । ଭାଗ୍ୟବାନ ହୋଇପାରନ୍ତି । ସମ୍ମାନିତ ହେବେ । | |
ମନରେ ଉପୁଜି ଥିବା ଉଦ୍ବେଗ ଦୂରେଇ ଯିବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ତେଜୀୟାନ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବନ୍ଧୁ ଦର୍ଶନ ମିଳିବ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ଆୟ ଯଥେଷ୍ଟ ପରିମାଣର ହେବ । | |
କର୍ମ ଚଞ୍ଚଳ ରହିବେ । ବ୍ୟାକୁଳିତ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଶ୍ରଦ୍ଧାର ପାତ୍ର ହେବେ । ଆନନ୍ଦ ଉପଭୋଗ କରିପାରନ୍ତି । ଶ୍ରେଷ୍ଠ ମାନ୍ୟତା ମିଳିବ । | |
ଅଭାବରୁ ମୁକ୍ତି ମିଳିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସଦ୍ଗୁଣ ବିକଶିତ ହେବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ବ୍ୟବସାୟ ଲାଭଜନକ ହେବ । ଜନ ମଙ୍ଗଳ କାର୍ଯ୍ୟ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ଧାର୍ମିକ ହେବେ । | |
ଧନ-ସମ୍ପଦ ଲାଭ କରିପାରନ୍ତି । ସୁଖ-ସମ୍ମାନର ଅଧିକାରୀ ହେବେ । ଆର୍ଥିକ ସ୍ତରରେ ଢ଼େର ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଦେବ ଦର୍ଶନର ସୌଭାଗ୍ୟ ଅଛି । ଧର୍ମ-କର୍ମ ସମ୍ପାଦନ କରିପାରନ୍ତି । ସୁଖୀ ହେବେ । | |
ନିର୍ଭୀକ ହୋଇପାରନ୍ତି । ସେବା ଧର୍ମକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଆତ୍ମ ସନ୍ତୋଷ ଲାଭ କରିବେ । ଅର୍ଥ ପ୍ରାପ୍ତ ହେବେ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଶତ୍ରୁଜୟୀ ହୋଇପାରନ୍ତି । ନୂତନ ଯୋଜନା ପ୍ରସ୍ତୁତ କରି ଖୁସି ହେବେ । | |
ବିଶୃଙ୍ଖଳିତ ପରିବାରକୁ ଶୃଙ୍ଖଳିତ କରିବାକୁ ଯତ୍ନବାନ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସତ୍ସଙ୍ଗୀ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । | |
ବିପଦର ସୂଚନା ପାଇ ସତର୍କ ହେବେ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ଶୁଭଖବର ପାଇ ଖୁସି ହୋଇପାରନ୍ତି । ମନରେ ପ୍ରସନ୍ନତା ଆସିକ । କର୍ମରେ ଉନ୍ନତି ଦେଖା ଦେବ । ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି । |
Odia Calendar 2019
Comments
comments