OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 16th Dec 2021

Odia Rashiphala

Odia Rashiphala

କାର୍ଯ୍ୟରେ ସଫଳତା ମିଳିବ । ସାହାଯ୍ୟ, ସହଯୋଗ ପାଇପାରନ୍ତି । ମନ ପ୍ରସନ୍ନ ହେବ । ସୁସ୍ଥ ରହିବେ । ଭଲ ରୋଜଗାର ସହ ବ୍ୟୟ ବୃଦ୍ଧି ହେବ । ଚାକିରିରେ ପ୍ରାଧାନ୍ୟ ଓ ବ୍ୟବସାୟରେ ଉନ୍ନତି ହେବ ।
ଲୋଭାସକ୍ତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ରୋଜଗାର ଊଣା ହେବନାହିଁ । ଚାକିରି କ୍ଷେତ୍ରରେ ସହଯୋଗ ମିଳିବ । ବ୍ୟବସାୟ ଲାଭଜନକ ହେବ । ଦୟାର୍ଦଚିତ୍ତ ହେବ । ଖର୍ଚ୍ଚାନ୍ତ ହେବେ ।
ନାନାବିଧ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି । ଯାନବାହନ ସୁଖ ମିଳିପାରେ। ଅକ୍ଷୟ କୀର୍ତ୍ତି ସ୍ଥାପନ କରିବେ । ଭୋଗବିଳାସ କରିପାରନ୍ତି । ଅପାର ଗୁଣର ଅଧିକାରୀ ହେବେ । ପ୍ରସନ୍ନତା ଲାଭ କରିବେ ।
କାର୍ଯ୍ୟରେ ଆଗୁସାର ହେବେ । ସୁସ୍ଥ ରହିବେ । ପରିଶ୍ରମର ମୂଲ୍ୟ ମିଳିବ । ରୋଜଗାରରେ ଉନ୍ନତି ଘଟିବ । ଚାକିରି କ୍ଷେତ୍ରରେ ସ୍ଥିରତା ଆସିବ । ବ୍ୟବସାୟ ଲାଭଜନକ ହେବ । ନୂତନ ଯୋଜନା ପ୍ରସ୍ତୁତ କରିବେ ।
କାର୍ଯ୍ୟରେ ସଫଳତା ଲାଭ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଆୟ-ବ୍ୟୟ ପ୍ରାୟ ସମାନ୍ତରାଳ ଗତି କରିବ । ବ୍ୟବସାୟରେ ଉନ୍ନତି ଘଟିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଆଶାବାଦୀ ହେବେ । କାର୍ଯ୍ୟ ବିଳମ୍ୱିତ ହୋଇପାରେ । ଚାକିରି କ୍ଷେତ୍ରରେ ସ୍ଥିତାବସ୍ଥା ଦୃଢ଼ ହେବ । ବ୍ୟବସାୟରୁ ସ୍ୱଳ୍ପ ଲାଭ ହୋଇପାରେ । ସୁସ୍ଥ ରହିବେ । ମନ ଦୁର୍ବଳ ରହିବ । ଅର୍ଥସଙ୍କଟ ଦୂର ହେବ ।
ବୃହତ୍ ଆଶା-ଆକାଂକ୍ଷା ନେଇ ଆଗକୁ ବଢ଼ିବେ। ବାଣିଜ୍ୟ କାରବାର ଉତ୍ତମ ଧରଣର ହେବ । ସେବା ପରାୟଣ ହୋଇପାରନ୍ତି । ଗର୍ବୀ ଓ ଅହଂକାରୀ ହୋଇପାରନ୍ତି । ପତ୍ନୀ ଶୁଭଦାୟିନୀ ହେବେ ।
କାର୍ଯ୍ୟରେ ସଫଳତା ଲାଭ କରିବେ । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ସୁସ୍ଥ ରହିବେ । ମନୋବଳ ଦୃଢ଼ ରହିବ । ଚାକିରିରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଅଜାତଶତ୍ରୁ ହେବେ । ବ୍ୟବସାୟରୁ ଲାଭ ମିଳିବ ।
ଆଶା ବୈତରଣୀ ପାରି ହୋଇଯିବେ । କାର୍ଯ୍ୟରେ ସଫଳତା ମିଳିବ; ମାତ୍ର ବିଳମ୍ୱରେ । ସୁସ୍ଥ ରହିବେ । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଆୟ ବୃଦ୍ଧିର ସୂଚନା ମିଳୁଛି । ନିଃସ୍ୱାର୍ଥ ସେବକ ହେବେ ।
କାର୍ଯ୍ୟ ସଫଳ ହେବ । ମନୋବଳ ଦୃଢ଼ ରହିବ । ସୁସ୍ଥ ଓ ନିରାମୟ ରହିବେ । ଆୟ-ବ୍ୟୟ ସମାନ ହୋଇପାରେ । ଚାକିରି କ୍ଷେତ୍ରରେ ବଦଳିର ସମ୍ଭାବନା ଅଛି । ବ୍ୟବସାୟରେ ଆଗକୁ ବଢ଼ିବେ ।
ଶ୍ରମ ସାର୍ଥକ ହେବ । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ମିଳିବ । ସକଳ ଗୁଣଯୁକ୍ତ ହେବେ । ସୁଖୀ ହେବେ । କାବ୍ୟଶାସ୍ତ୍ରାନୁକ୍ତ ହୋଇପାରନ୍ତି । ଲୋକସମ୍ପର୍କ ବୃଦ୍ଧିର ସୂଚନା ମିଳୁଛି । ଧର୍ମ-କର୍ମ ସମ୍ପାଦନ କରିବେ ।
କାର୍ଯ୍ୟ ଉତ୍ସାହଜନକ ହେବ । ସୁସ୍ଥ ଓ ନିରାମୟ ରହିବେ । ତ୍ୟାଗଶୀଳ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ । ଚାକିରି କ୍ଷେତ୍ର ସନ୍ତୋଷଜନକ ହେବ । ବିଭିନ୍ନ ସୂତ୍ରରୁ ଆୟ ଆସିବ । ମତିମାନ୍ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments