![]() |
କୃଷି କାର୍ଯ୍ୟରୁ ସାମାନ୍ୟ ଲାଭ ମିଳିବ । ସ୍ୱାଧୀନ ଭାବେ କିଛି କରିବାକୁ ସକ୍ଷମ ନ ହୋଇ ପରାଶ୍ରୟ ହୋଇପାରନ୍ତି । ହଠାତ୍ କିଛିଧନ ମିଳିପାରେ । ସେବା ଭାବନା ଜାଗ୍ରତ ହେବ । କୀର୍ତ୍ତିମାନ୍ ହେବେ । ମନ ପ୍ରଫୁଲ୍ଲ ରହିବ । ରୂପବାନ୍ ହେବେ । |
କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ସାଧନାରେ ସିଦ୍ଧି ଲାଭ କରିବେ । ବହୁ ଶୁଭଫଳ ଆଶା କରାଯାଏ । ଧନବାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । ଉପାର୍ଜନ ଊଣା ହେବ ନାହିଁ । ବଳିଷ୍ଠ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । | |
ଅଯଥାରେ ଅପବ୍ୟୟ ହେବ । ସାଙ୍ଗ-ସାଥିମାନେ କରଛଡ଼ା ଦେଇପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସାମାନ୍ୟ ଘଟଣାରେ କ୍ରୋଧଯୁକ୍ତ ହେବେ । ଚଞ୍ଚଳ ଚେଷ୍ଟିତ ହେବେ । ମିଷ୍ଟଭାଷୀ ହୋଇପାରନ୍ତି । | |
ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ପ୍ରୀତିଭୋଜନ ମିଳିପାରେ । ଦେବ ମନ୍ଦିରରେ ପୂଜାର୍ଚ୍ଚନା କରିପାରନ୍ତି । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନଯୁକ୍ତ ହେବେ । ଗୁଣବାନ୍ ହେବେ । ପ୍ରସନ୍ନତା ଲାଭ କରିପାରନ୍ତି । | |
ନୂତନ କାର୍ଯ୍ୟରେ ଆଗ୍ରହୀ ହେବେ । ଆୟ ଉତ୍ତମ ଧରଣର ହେବ । ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ । ମନସ୍କାମନା ପୂରଣ ହେବ । ବିବାଦରେ ବିଜୟୀ ହେବେ । ସରକାରୀ ଧନ ମିଳିପାରେ । କୀର୍ତ୍ତିମାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । | |
ଭ୍ରମଣ ଆପଣଙ୍କ ପାଇଁ ସୁଖଦାୟକ ହେବ । ଜନୈକ ମହିଳାଙ୍କ ସହାୟତାରୁ ଉପକୃତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁନାଶ କରିପାରନ୍ତି । ମାତ୍ର ବହୁ କଷ୍ଟରେ । ଅଧିକାର ପ୍ରାପ୍ତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁସ୍ଥ ରହିବେ । | |
କାର୍ଯ୍ୟରେ ଆଂଶିକ ସଫଳତା ମିଳିବ । ଧନକ୍ଷୟ ହେବାର ସମ୍ଭାବନା ଅଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ପରଧନରେ ଧନୀ ହୋଇପାରନ୍ତି । ମହିଳାମାନଙ୍କ ମନୋରଞ୍ଜନକାରୀ ହେବେ । ରସିକ ହେବେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ । | |
ଚେଷ୍ଟା ଫଳଦାୟକ ହେବ । ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହେବେ । ହର୍ଷ-ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିବେ । ଦାନ-ପୁଣ୍ୟରେ ଇଚ୍ଛାପ୍ରକାଶ କରିବେ । ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ । | |
ବିଘ୍ନକାରୀ ଶତ୍ରୁମାନଙ୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖିବାକୁ ପଡ଼ିବ । ଯଶସ୍ୱୀ ହେବେ । ବ୍ୟବହାର କୁଶଳତନା ଯୋଗୁଁ ସର୍ବମାନ୍ୟ ହୋଇପାରନ୍ତି । କଳ କୌଶଳ ପ୍ରୟୋଗ କରି ଓ ଅମୃତ ବାଣୀରେ ବଶ କରି କାର୍ଯ୍ୟ ହାସଲ କରିବେ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । | |
ଏକାଧିକ ସ୍ତରରୁ ସହଯୋଗ ମିଳିବ । ନୃତ୍ୟ ସଙ୍ଗୀତ ପ୍ରିୟ ହୋଇପାରନ୍ତି । ସତ୍କର୍ମରେ ନିୟୋଜିତ ହେବେ । ଧର୍ମମାର୍ଗରେ ମନୋନିବେଶ କରିପାରନ୍ତି । ସନ୍ମାର୍ଗୀ ହେବେ । ବିନୟ ଭାବ ପ୍ରକାଶ କରିବେ । ଧନାଗମର ସୂଚନା ମିଳୁଛି । | |
ବନ୍ଧୁଙ୍କ ପ୍ରତି ମନରେ ସନ୍ଦେହ ସୃଷ୍ଟି ହୋଇପାରେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଧନାଗମର ସୂଚନା ମିଳୁଛି । ଦେବ, ଦ୍ୱିଜ ଭକ୍ତ ହୋଇପାରନ୍ତି । ସୌଭାଗ୍ୟ ସମ୍ପନ୍ନ ହେବେ । ସମ୍ମାନିତ ହେବେ । ଧନଯୁକ୍ତ ଓ ପୂଜା କାର୍ଯ୍ୟରେ ନିରତ ହେବେ । | |
ନିଜକୁ ଅସହାୟ ମନେ କରିପାରନ୍ତି । ଅୟାଜିତ ସାହାଯ୍ୟ ମିଳିପାରେ । କାର୍ଯ୍ୟରେ ସଫଳତା ଲାଭ କରିବେ । କର୍ତ୍ତବ୍ୟ ନିଷ୍ଠ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ପ୍ରମୋଦ, ବିଳାସ କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । |
Odia Calendar 2019
Comments
comments