![]() |
ଧାର୍ମିକ ଭାବନା ଶାନ୍ତିପ୍ରଦ ହେବ । ସ୍ୱାଧୀନ ଭାବେ କଛି ନ କରି ବିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ଓ ପରାମର୍ଶ ନେବାକୁ ପଡ଼ିବ । ସେବା ଭାବନା ଆନନ୍ଦଦାୟକ ହେବ । ଧୈର୍ଯ୍ୟ ବୃଦ୍ଧି ହୋଇପାରେ । ବିଭିନ୍ନ ଦିଗରୁ ଧନାଗମ ହେବ । |
![]() |
ଗୃହ କାର୍ଯ୍ୟରେ ମନ ଦେବେ । ରୋଜଗାର ଆଶାନୁରୂପ ହେବ । ସମ୍ମାନିତ ହେବେ । ଉତ୍ତମ ଭୋଜନରେ ଆପ୍ୟାୟତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।ସୁସ୍ଥ ଓ ନିରାମୟ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ଆୟ ବୃଦ୍ଧି ହେଉଥିବା ବେଳେ; ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି । ଚିନ୍ତାଧାରା ବିକ୍ଷପ୍ତ ହୋଇପାରେ । ତାମ୍ର, ପ୍ରବାଳ, ସୁବର୍ଣ୍ଣ, ଉତ୍ତମା, ପାଟବସ୍ତ୍ର, ଯାନବାହନ ଓ ରାଜପ୍ରାସାଦ ହେତୁକ ସୁଖୈଶ୍ଚର୍ଯ୍ୟ ଭୋଗ କରପାରନ୍ତି । |
![]() |
ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରପାରନ୍ତି । ଆୟ ହେବ; ମାତ୍ର ସ୍ୱଳ୍ପ ପରିମାଣର । ବ୍ୟବସାୟ ଲାଭଜନକ ହେବ । ପରୋପକାର କରି ପ୍ରଶଂସାର ପାତ୍ର ହେବେ । ଜନ ସମର୍ଥନ ପାଇ ଖୁସି ହୋଇପାରନ୍ତି । ଚଞ୍ଚଳ ଚେଷ୍ଟି ହେବେ । |
![]() |
ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭ ଜନକ ହେବ । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ । ପରିବେଶ ଆପଣଙ୍କ ପାଇଁ ଆନନ୍ଦ ଦାୟକ ହେବ । ସେବା ଭାବନାରେ ଉଦ୍ବୁଦ୍ଧ ହେବେ । ଯଶସ୍ୱୀ ହେବେ । |
![]() |
ଲୋକ ସମ୍ପର୍କ ବୃଦ୍ଧି ପାଇବ । ନିଜ କାର୍ଯ୍ୟ ପାଇଁ ଶାନ୍ତି ଓ ସନ୍ତୋଷ ମିଳିବ । ଆକସ୍ମିକ ଭାବେ ଲାଭବାନ୍ ହେବେ । ଜନୈକା ମହିଳାଙ୍କ ଦ୍ୱାରା ବିଶେଷ ଉପକୃତ ହୋଇପାରନ୍ତି । ଯୁବତୀ ପ୍ରିୟ ହେବେ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । |
![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । ଧନକ୍ଷୟ ହେବାର ସୂଚନା ମିଳୁଛି । ମାନସିକ ଓ ଶାରୀରିକ ସ୍ତରରେ କ୍ଳେଶ ଉପଜିପାରେ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ । |
![]() |
ଅନୁଭୂତି ବୃଦ୍ଧି ହେବା ସହିତ ଦକ୍ଷତା ପ୍ରତିପାଦନ କରିପାରନ୍ତି । ଲୋଭଗ୍ରସ୍ତ ହେବେ । ବନ୍ଧୁ ସହାୟତା ପାଇ ଆଶ୍ୱସ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ପତ୍ନୀଙ୍କ ସହଯୋଗ ପାଇ ଅସାଧ୍ୟ ସାଧନ୍ କରିପାରନ୍ତି । |
![]() |
ଦକ୍ଷତାର ଉପଯୋଗ କରି କାର୍ଯ୍ୟକୁ ଆଗକୁ ବଢ଼ାଇ ନେବେ । କର୍ମ ତତ୍ପରତା ପ୍ରକାଶ ପାଇବ । ଉତ୍ତମ ଭୋଜନ ମିଳିବ । ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ । ଭାଷାର ଶୈଳୀରେ ଅନ୍ୟମାନଙ୍କ ମନ ନେଇ ପାରନ୍ତି । ଧନଯୁକ୍ତ ହେବେ । |
![]() |
ଉପଜିଥିବା ସମସ୍ୟା ଦୂର ହୋଇପାରେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କର୍ମକ୍ଷେତ୍ର ଆନନ୍ଦଦାୟକ ହେବ । ଉତ୍ତମ ଯାନବାହନ ଯୁକ୍ତ ହେବେ । ବିଭିନ୍ନ ସ୍ତରରୁ ଧନାଗମ ହେବ । ସରକାରୀ କୃପା ଦୃଷ୍ଟି ଅଛି । |
![]() |
ଯାନବାହନ ସୁଖ ମିଳିପାରେ । କୃଷିକ୍ଷେତ୍ରରୁ କିଛି ଆୟ ଆସିବ । ଗୃର ପରିବେଶ ସୁଖଦାୟକ ହେବେ । ଶତ୍ରୁମାନଙ୍କ ଦର୍ପ ଭାଙ୍ଗିବାରେ ସିଦ୍ଧହସ୍ତ ହେବେ । ସୁଭାଷୀ ଓ ଉତ୍ତମ ବିଦ୍ୟାବାନ୍ ହେବେ । ତେଜୀୟାନ୍ ହେବେ । |
![]() |
କର୍ମକ୍ଷେତ୍ରରେ ଛନ୍ଦି ହୋଇପାରନ୍ତି । ପଦ-ମର୍ଯ୍ୟାଦା ଲାଭ କରପାରନ୍ତି । ଉପଜୁଥିବା ସମସ୍ୟାର ସମାଧାନ ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଲୋକ ସଂପର୍କ ବୃଦ୍ଧି ପାଇପାରେ । ପରୋପକାରୀ ହେବେ । |