Odia Rashiphala

Odia Rasiphala Thursday 14th February 2019

Daily Odia Horoscope

ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତି ହେବେ । ସୌଭାଗ୍ୟ ଉଦୟ ହେବାରୁ ଧନାଗମର ସୂଚନା ମିଳୁଛି । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ତ୍ୟାଗପୂତ ଜୀବନ ନିର୍ବାହ କରିବେ । ନୀତିନିଷ୍ଠ ହେବେ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ବିଭିନ୍ନ ସୁତ୍ରରୂ ଧନଲାଭର ସୂଚନା ମିଳୁଛି । ଦ୍ରବ୍ୟ ଲାଭ ହୋଇପାରେ । କାର୍ଯ୍ୟରେ ସଫଳ ହେବେ । ଦିନଟି ସୁଖ-ଶାନ୍ତିମୟ ହେବ ।
ଅଧିକ ପରିଶ୍ରମ କରି ଉନ୍ନତିର ସୋପାନ ଚଢ଼ିବେ । ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ବ୍ୟୟ ବୃଦ୍ଧିହେବାର ସୂଚନା ମିଳୁଛି । ଦ୍ରବ୍ୟ ନଷ୍ଟର ସମ୍ଭାବନା ଅଛି । ସ୍ନେହବୋଳା କଥା କହି ପରକୁ ଆପଣାର କରିବେ ।
ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ପ୍ରତ୍ୟେକ କାର୍ଯ୍ୟରେ ସୁଖ-ସନ୍ତୋଷ ମିଳିବ । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଆୟ ଉତ୍ତମ ଧରଣର ହେବ । ସରକାରୀ ମାନ୍ୟତା ସହ ଧନ ମିଳିବ ।
ଆଶା କରୁଥିବା ସାହାଯ୍ୟ ମିଳିପାରେ । କର୍ମକ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିବେ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ପାରିବାରିକ ସୁଖ- ସମୃଦ୍ଧି ବୃଦ୍ଧି ପାଇବ । ମାନ୍ୟତା ପ୍ରାପ୍ତ ହେବେ । ସରକାରୀ ଅର୍ଥ ମିଳିବ । ଯଶସ୍ୱୀ ହେବେ ।
ଆକସ୍ମିକ ଭାବେ ଧନଲାଭର ସୂଚନା ମିଳୁଛି । ସେବା ପରାୟଣ ହେବେ । ନିଜର ବୈଶିଷ୍ଟ୍ୟତା ପ୍ରକାଶ କରିପାରନ୍ତି । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଆନନ୍ଦ ଉତ୍ସବ ଲାଗି ରହିବ ।
ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ଧନକ୍ଷୟ ହେବାର ସମ୍ଭାବନା ଅଛି । ମନ ଦୁର୍ବଳ ରହିବ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଚାଲୁ ରହିଥିବା କାର୍ଯ୍ୟ ଅଧାରୁ ଅଟକି ଯାଇପାରେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ ।
କାର୍ଯ୍ୟରୁ ଆଗ୍ରହ ହରାଇ ପାରନ୍ତି । ଅଧିକ କାର୍ଯ୍ୟ କରି କଷ୍ଟ ସହିବାକୁ ପଡ଼ିବ; ମାତ୍ର ତା’ର ମୂଲ୍ୟ ମିଳିବ । ବନ୍ଧୁ ସହାୟତା ପାଇ ଖୁସି ହେବେ । ପରିବାରର କଲ୍ୟାଣମୂଳକ କାର୍ଯ୍ୟ କରି ପ୍ରଶଂସିତ ହେବେ । ବ୍ୟବସାୟରୁ ଲାଭ ମିଳିବ ।
ଯାତ୍ରା କାଳୀନ ଖର୍ଚ୍ଚ ବୃଦ୍ଧି ହୋଇପାରେ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ପାଦନ କରିବେ । ଧନପ୍ରାପ୍ତିର ସମ୍ଭାବନା ଅଛି । ଶୁଭ ଚିନ୍ତକମାନଙ୍କ ସହାୟତା ମିଳିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶତ୍ରୁ ପଛଘୁଞ୍ଚା ଦେବ ।
ବାଣିଜ୍ୟ ବ୍ୟବସାୟ ଲାଭଜନକ ହେବ । ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସାଧନା ଫଳବତୀ ହେବ । ସୁଖ-ସମ୍ଭୋଗ କରିପାରନ୍ତି । ହଠାତ୍ କିଛି ଅର୍ଥ ମିଳିପାରେ । ସୁସ୍ଥ ରହିବେ ।
ମାଲି-ମୋକଦ୍ଦମାରେ ବିଜୟ ଲାଭ କରିପାରନ୍ତି । କଳହମୁକ୍ତ ରହିବା ଆପଣଙ୍କ ପକ୍ଷେ ଭଲ । ଧନହାନି ଘଟିପାରେ । ଯାନବାହନ ସୁଖ ମିଳିପାରେ । ଗୃହର ପରିବେଶ ପ୍ରଦୂଷଣମୁକ୍ତ ହେବ । ଶାସ୍ତ୍ରଜ୍ଞ ହେବେ । ନୀତି ନିୟମ ମାନି ଚଳିବେ ।
ଯାତ୍ରାକାଳୀନ ସତର୍କତା ଏକାନ୍ତ ଜରୁରୀ । କାର୍ଯ୍ୟକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଧର୍ମ-କର୍ମ ସଂପାଦନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ପଦୋନ୍ନତି ପାଇବାର ସୂଚନା ମିଳୁଛି । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
ଜମାରୁ ମିସ କରନ୍ତୁନି !!! - DON’T MISS OUT !!!
Subscribe To OdiaWeb
Be the first to get latest updates and exclusive content straight to your email inbox.
ନୁଆ ନୁଆ ନିଉଜ ଆଉ ତଥ୍ୟ ଆପଣଙ୍କ ମେଲ ରେ, ଆଜିହିଁ ସବସ୍କ୍ରାଇବ କରନ୍ତୁ ।

ନିଉଜ, ଫିଲ୍ମ, ଗୀତ, ଫଟୋ, ଭିଡିଓ, ଶାୟରୀ, ମୋବାଇଲ ଆପ୍, ଚାକିରୀ, ସ୍ୱାସ୍ଥ୍ୟ, ଖାଦ୍ୟ ଏବଂ ଆହୁରି କେତେ....
Stay Updated
Give it a try, you can unsubscribe anytime.  ଆପଣ କେବେବି ଅନସବସ୍କ୍ରାଇବ କରିପାରିବେ ।
Close
X