OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 14th April 2022

Odia Rashiphala

Odia Rashiphala

ଗୁରୁଗୌରବ ଲାଭ କରିପାରନ୍ତି। ପତ୍ନୀ ସୁଶୀଳା, ଆଜ୍ଞାକାରିଣୀ ଓ ଶକ୍ଷିତା ହୋଇପାରନ୍ତି। ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ। ସନ୍ତାନ, ସନ୍ତତି ଲାଭର ସୂଚନା ମଳୁଛି ।
ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଆଦର୍ଶବାଦୀ ହେବେ। ପ୍ରଦୂଷଣମୁକ୍ତ ଗୃହବାସ ଉପଯୋଗୀ ହେବ। ଶୌର୍ଯ୍ୟ ଯୁକ୍ତ ହେବେ। ନାନା ସୁଖ ପ୍ରାପ୍ତ ହେବେ।
ଆର୍ଥିକ ସ୍ତଥିକିୁ ଦୃଢ଼ କରପିାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିବ। ଠାକୁରଙ୍କ ଦର୍ଶନ ମିଳିବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭପ୍ରାପ୍ତ ହେବେ। ଗୁଣବାନ୍ ଓ ସଜ୍ଜନ ହେବେ।
ସ୍ୱକର୍ମ ପାଇଁ ଆଦର, ସମ୍ମାନ ମିଳିବ। ତ୍ୟାଗପୂତ ମନୋବୃତ୍ତିଥିର ହୋଇପାରନ୍ତି । ମତି ମାନ୍ ହେବେ। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହେବେ। ସହିଷ୍ଣୁହୃଷ୍ଟଚିତ୍ତ ହେବେ।
ସୁଖ-ସମ୍ମାନ ଲାଭ କରପାରନ୍ତି । କୌଶଳରେ କାର୍ଯ୍ୟ ହାସଲ କରିବେ। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ। ଆୟ ଉତ୍ତମ ମାନର ହେବ। ସୁ୍ସ୍ୱାଦୁ ଭୋଜନ ମିଳିବ। ସୁସ୍ଥ ରହିବେ। ଚନ୍ତାଧାରା ଉତ୍ତମମାନର ହେବ।
ସାମାନ୍ୟ ଅସସ୍ଥୁତା ଅନୁଭବ କରୁଥିଲେ ବି ଧର୍ମ କାର୍ଯ୍ୟ ସମ୍ପାଦନ କରିବେ। ଆର୍ଥିକ ସ୍ତିତି ନିମ୍ନଗାମୀ ହୋଇପାରେ। କଳହଠାରୁ ଦୂରେଇ ରହିବାକୁଚେଷ୍ଟା କରିବେ। ସାରାଦିନ ସତର୍କରେ ଚଳିବେ।
ଅଯଥା ବତିର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜପାରନ୍ତି। ମନରେ ଦୁଶ୍ଚିନ୍ତା ଉପୁଜିପାରେ। ପରୋପକାରୀ ହେବେ। ନଜ ସ୍ୱକର୍ମ ପାଇଁ ଲୋକଙ୍କ ଆଦରଣୀୟ ହେବେ। ଭାଷା ଓ ବ୍ୟବହାର ମଧୁର ହେବ।
ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନଜକୁ ନିୟୋଜତ କରପାରନ୍ତି । ବିଭିନ୍ନ ସୂତ୍ର ଅର୍ଥ ପ୍ରାପ୍ତିର ସୂଚନା ମଳୁଛି । ନାନାବିଧ ସମ୍ମାନର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ।
ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ମଲ୍ୟବାନ୍ ଦ୍ରବ୍ୟ ପ୍ରାପ୍ତିର ସୂଚନା ମଳିୁ୍ଛି । ଆର୍ଥିକ ସ୍ତିତିରେ ପ୍ରଭୂତ ଉନ୍ନତି ଘଟିବ। ବିବାଦୀୟ ଘଟଣାରେ ବଜୟୀ ହେବେ।
ଦେବଦର୍ଶନର ସୌଭାଗ୍ୟ ଅଛି। ପଦୋନ୍ନତି ଆଶା କରାଯାଏ। ପରିବାର ପ୍ରତିଶ୍ରଦ୍ଧାଭାବ ରହିବ। ଅଧିକ କ୍ଷମତା ହାସଲ କର ତାର୍ ସଦ୍ ବ୍ୟବହାର କରପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରିବେ।
ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂ୍ଳ ରହିଛ। ସୁଖାଦ୍ୟ ପାଇଁ ଆନନ୍ଦ ଉପଭୋଗ କରିବେ। ଅବିବାହିତମାନଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ।
ବନ୍ଧୁ ସହାୟତା ମିଳିବ। ଶତ୍ରୁବନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମଳିବ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments