OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 12th Nov 2020

Odia Rashiphala

Odia Rashiphala

କର୍ମତତ୍ପର ରହିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦେବ ଦର୍ଶନ କରିପାରନ୍ତି । ସାମାନ୍ୟ ଅସୁସ୍ଥ ରହିବା ଆଶା କରାଯାଏ ।
ନିଧିପ୍ରାପ୍ତ ହୋଇପାରନ୍ତି । ଚିତ୍ତ ସନ୍ତୁଷ୍ଟ ରହିବ । ବହୁ ସୁଖର ଅଧିକାରୀ ହେବେ । ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ । ଯଶସ୍ୱୀ ହେବେ । ବିଳାସ ବ୍ୟସନ କରିପାରନ୍ତି । ନିର୍ଭୟରେ କାର୍ଯ୍ୟ କରିବେ । ସ୍ଥିତପ୍ରଜ୍ଞ ହେବେ ।
ହସ ଖୁସିରେ ଦିନଟି ଅତିବାହିତ ହେବ । ଜନସାଧାରଣଙ୍କ ସ୍ନେହ, ଶ୍ରଦ୍ଧା ଲାଭ କରିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ବହୁ ମିତ୍ରଙ୍କ ସାନ୍ନିଧ୍ୟ ଲାଭ କରିବେ । ପାରିବାରିକ ସୁଖ ମିଳିବ । କୁଳ ପ୍ରଧାନ ହୋଇପାରନ୍ତି । ବିନୀତ ସ୍ୱଭାବର ହେବେ ।
କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ । ମନରେ ସେବା ଭାବନା ରହିବ। ପୂଜାର୍ଚ୍ଚନାରେ ନିୟୋଜିତ ହେବେ । ପାରିବାରିକ ସୁଖ ସମୃଦ୍ଧି ଆଶା କରାଯାଏ । ଉନ୍ନତି ମାର୍ଗରେ ଆଗକୁ ବଢ଼ି ପାରନ୍ତି । କର୍ମକ୍ଷେତ୍ର ଆନନ୍ଦଦାୟକ ହେବ । ସର୍ବାଙ୍ଗୀନ ଉନ୍ନତି ହେବ ।
କାର୍ଯ୍ୟ ବିଳମ୍ୱିତ ହୋଇପାରେ । ଜିତେନ୍ଦ୍ରିୟ ହୋଇପାରନ୍ତି । ପୁତ୍ର ସୁଖ ମିଳିବ । ପ୍ରବଳ ପରାକ୍ରମୀ ହେବେ । ବିଖ୍ୟାତ କୀର୍ତ୍ତି ସ୍ଥାପନ କରିପାରନ୍ତି । ଜନବଲ୍ଲଭ ହେବେ । ଉତ୍ତମ ମିତ୍ର ଅଥବା ପୁତ୍ର ଲାଭ ହୋଇପାରେ । ଧନ ବାହନ ଓ ଉତ୍ତମଭାଷାଯୁକ୍ତ ହେବେ ।
ସୁଖ-ସମ୍ମାନ ଲାଭ କରିପାରନ୍ତି । ଯଶସ୍ୱୀ ହେବେ । ସାଧନାରେ ସିଦ୍ଧିଲାଭ କରିବେ । ଅନ୍ୟର ମଙ୍ଗଳ କାମନା କଲେ ନିଜର ମଙ୍ଗଳ ହେବ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ଧର୍ମ ଧାରଣାରେ ରହିବେ । ଶ୍ରେଷ୍ଠ ପଦପଦବୀଯୁକ୍ତ ହୋଇପାରନ୍ତି ।
ଆଶା କରୁଥିବା କାର୍ଯ୍ୟଟି ହାତକୁ ଆସିବ । ଉପକାରୀ ନିକଟରେ କୃତଜ୍ଞ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ ସୁଖ ଅବ୍ୟାହତ ରହିବ । ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ସୁଭାଷୀ ଓ ସୁବକ୍ତା ହୋଇପାରନ୍ତି ।
କାର୍ଯ୍ୟକ୍ଷେତ୍ରରେ ଅଧିକ ଉତ୍ସାହିତ ହୋଇପାରନ୍ତି । ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ଧନାଗମର ସୂଚନା ମିଳୁଛି । ଚିନ୍ତାଧାରା ସନ୍ମାର୍ଗୀ ହେବ । ହର୍ଷଯୁକ୍ତ ହେବେ । ଭାଷାମଧୁର ହୋଇପାରେ ।
ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଆମୋଦ ପ୍ରମୋଦ ସହିତ ବିଳାସ ବ୍ୟସନ ଯୋଗ ରହିଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ । ସର୍ବ ଜନାନୁରକ୍ତ ହୋଇପାରନ୍ତି । ଧନାଗମ ହେବ ।
ସେବା ପୂଜାରେ ନିମଗ୍ନ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ ହୋଇପାରନ୍ତି । ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ଭ୍ରାତୃ ଭାବ ଅତୁଟ ରହିବ । ସକଳ ଗୁଣଯୁକ୍ତ ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି ।
ସନ୍ମାର୍ଗୀ ହେବେ । ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ । ସକଳ ଗୁଣର ଅଧିକାରୀ ହେବେ । ସୁଖୀ ହେବେ । କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନରେ ସତର୍କତା ଜରୁରୀ ।
ଭ୍ରମଣ ଯୋଗ ଅଛି । ସୁଖ ସନ୍ତୋଷ ମିଳିବ । ସୁସ୍ଥ ରହିବେ । ବିଭିନ୍ନ ଦିଗରୁ ଅର୍ଥାଗମ ହେବ । ପ୍ରଭୂତ ସୁଖର ଅଧିକାରୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଭ୍ରାତୃ ଭାବ ଅତୁଟ ରହିବ । ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments