OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 12th Dec 2019

Odia Rashiphala

Odia Rashiphala

ନୂତନ ଆୟର ପନ୍ଥା ଖୋଲିବ। ଯେକୌଣସି ସୂତ୍ରରୁ ଧନାଗମ ହୋଇପାରେ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ତ୍ୟାଗଶୀଳ ଓ ନୀତିଜ୍ଞ ହୋଇପାରନ୍ତି । ଚଞ୍ଚଳମନା ହେବେ । ଅତି ସୁଖୀ ହେବେ । କୀର୍ତ୍ତିଶାଳୀ ହୋଇପାରନ୍ତି ।
ସୁଖ-ସମ୍ମାନ ପାଇ ପାରନ୍ତି । ଭଲ ଆୟ ହେବ । ଧନାଗମର ସୂଚନା ମିଳୁଛି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆବନ୍ଧୁ ଜୁଟିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ସୁସ୍ଥ ରହିବେ । ସରକାର କିମ୍ବା ବନ୍ଧୁ ସହାୟତା ମିଳିବ ।
ଧର୍ମକାର୍ଯ୍ୟରେ ଆଗ୍ରହୀ ହୋଇ ବହୁ ବ୍ୟୟ କରିବେ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ବିବାଦୀୟ ଘଟଣାରେ ଜଡ଼ିତ ହୋଇପାରନ୍ତି । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା‌ ସବୁଠୁଁ ଭଲ । ଚକ୍ଷୁରେ ଯନ୍ତ୍ରଣା ଉପୁଜି ପାରେ । ବ୍ୟୟ ବୃଦ୍ଧି ହେବ ।
ଦକ୍ଷତାର ଉପଯୋଗ କରିବେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌‌କର୍ମରେ ନିଜକୁ ନିୟୋଜିତ କରିବେ । ସରକାରୀ କୃପା ଲାଭ କରିବେ । ବିଭିନ୍ନ ଦିଗରୁ ଏପରିକି ସରକାରୀ ଧନ ମିଳିବ ।
ବ୍ୟବସାୟ ଲାଭଜନକ ହେବ । ଶୁଭ ସମାଚାର ମିଳିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । କୀର୍ତ୍ତିମାନ୍ ହେବେ ।
ଅଟକି ଥିବା କାର୍ଯ୍ୟରେ ଆଗେଇବେ । ଦୂରଯାତ୍ରା କରିପାରନ୍ତି । କାର୍ଯ୍ୟରେ ସଫଳତା ପାଇବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିବେ । ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ । ଦିନଟି ମଧ୍ୟମ ଧରଣର । ଭକ୍ତିଗାଥା ଶ୍ରବଣ କରିବେ ।
ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି । ଆଜି ଦିନରେ ଶୁଭକାର୍ଯ୍ୟ ସ୍ଥଗିତ ରଖିବା ଉଚିତ । ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । କଳହମୁକ୍ତ ହେବାକୁ ଚେଷ୍ଟା କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ ।
ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ବନ୍ଧୁ ସାହାଯ୍ୟ ପାଇ ବିଶେଷ ଉପକୃତ ହେବେ । ସୁଖକର ଘଟଣାମାନ ଘଟିପାରେ । କର୍ମରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ସୁଗମ ଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିବେ ।
ବନ୍ଧୁଙ୍କ ସହଯୋଗ ମିଳିପାରେ । ଶତ୍ରୁ ଦମନ ପାଇଁ ଉପାୟ ଚିନ୍ତା କରିବେ । ଶତ୍ରୁ ପରାଜିତ ହେବ । ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରଣୀୟ । କରଜ ଶୁଝି ପାରନ୍ତି । ।
ହଜି ଥିବା ଦ୍ରବ୍ୟ ଖୋଜିଲେ ମିଳିବ । ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ହଠାତ୍ କିଛି ଅର୍ଥ ମିଳିବ । ଶ୍ରମ ସାର୍ଥକ ହେବ । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ପାଇ ଖୁସି ହେବେ ।
ବୃତ୍ତିଗତ ଉନ୍ନତି ସମ୍ଭବ ହେବ । ଆପଣଙ୍କ ନିରବତା ଅନ୍ୟମାନଙ୍କର ଶଙ୍କାର କାରଣ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ପ୍ରଶସ୍ତ ରହିଛି । ଠାକୁର ଦର୍ଶନ ଲାଭ କରି ଆତ୍ମତୃପ୍ତି ଲାଭ କରିପାରନ୍ତି ।
ବ୍ୟବସାୟ ଲାଭଜନକ ହେବ । ଅପ୍ରିୟ ଘଟଣା ଘଟିପାରେ । ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି । ଅଶାନ୍ତିର ଉପଶମ ହେବ । ଭଗବତ୍ ଚିନ୍ତାରେ ନିମଗ୍ନ ହେବେ । ଶୁଭକାର୍ଯ୍ୟରେ ସଫଳତା ମିଳିବ । ଶ୍ରମର ମୂଲ୍ୟାଙ୍କନ ହେବ । ଅନ୍ୟାୟର ପ୍ରତିରୋଧ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments