ଆନନ୍ଦଦାୟକ ଖବର ମିଳିପାରେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତକର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କରିତ୍କର୍ମା ହେବେ । ଶାନ୍ତି ମିଳିବ । | |
ଅଟକି ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୁଯୋଗ ଅଛି । ସୁସମ୍ୱାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ବିବାଦରେ ବିଜୟୀ ହେବେ । | |
କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ପାଇ ତା’ର ସଦ୍ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଧାର୍ମିକ ଭାବନାରେ ଉଦ୍ବୁଦ୍ଧ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । | |
ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଜନମାନସରେ ଶ୍ରେଷ୍ଠ ବିବେଚିତ ହେବେ । ସନ୍ମାର୍ଗୀ ଓ ପ୍ରଭାବଶାଳୀ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ସାବଧାନତାର ସହ ଚଳିବେ । | |
ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି । କର୍ମକ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ କରଣୀୟ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିବେ । | |
ଆନନ୍ଦ ଉତ୍ସବରେ ଥିବାବେଳେ ଶତ୍ରୁ ଚିନ୍ତା ଆପଣଙ୍କୁ ବିବ୍ରତ କରିପାରେ । ମାନସିକ ଶାନ୍ତି ଫେରି ପାଇବେ । ଦିନଟି ଶୁଭଙ୍କର ହେବ । ସୁସମ୍ୱାଦ ପାଇ ଖୁସି ହେବେ । ଋଣପରିଶୋଧ କରିବେ । | |
ପଢ଼ାପଢ଼ିର ଶୁଭଫଳ ପାଇ ଗର୍ବିତ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଅଧିକ ଅର୍ଥ ପାଇ ଅପାର ଆନନ୍ଦ ଲାଭ କରିବେ । ଶୁଭ ଖବର ପାଇବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । | |
କାର୍ଯ୍ୟରେ ସଫଳତା ଲାଭରେ ସକ୍ଷମ ହେବେ । ଚିନ୍ତା ଦୂର ହେବ । ପରିଶ୍ରମ ଯେତେ ଅଧିକ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ଯାନବାହନ ସୁଖ ମିଳିବ । ଗୃହ ପରିବେଶ ଠିକ୍ ରହିବ । | |
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନର ସୁଯୋଗ ଅଛି । ଅଶାନ୍ତି ଦୂର ହୋଇପାରେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ସରକାରୀ ସ୍ତରରୁ ଲାଭ ଉଠାଇବେ । | |
ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ହଠାତ୍ ସମସ୍ୟା ଦେଖା ଦେଇପାରେ । ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି । ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଗୁଣବାନ୍ ହେବେ । ଧନାଢ଼୍ୟ ବ୍ୟକ୍ତି ଭାବେ ପରିଗଣିତ ହେବେ । | |
ଆଶାବାଦୀ ହେବେ । ରୋଜଗାରକ୍ଷମ ହୋଇପାରନ୍ତି । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । | |
ଜଟିଳ କାର୍ଯ୍ୟରେ ସଫଳତା ମିଳିବ; ମାତ୍ର ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି । ମଧୁରଭାଷାରେ ପରକୁ ଆପଣାର କରିପାରନ୍ତି । |