OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 11th April 2019

Odia Rashiphala

Odia Rashiphala

ବନ୍ଧୁ ସହଯୋଗ ପାଇ ଖୁସି ହେବେ । ସମ୍ମାନିତ ହେବାର ସୁଯୋଗ ଅଛି । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ତଥା ଧର୍ମ ବିଶ୍ୱାସୀ ହେବେ । ମଧରଭାଷୀ ହେବେ । ବନ୍ଧୁପ୍ରେମୀ, ଧାର୍ମିକ ଓ ବିଦ୍ୱାନ୍ ହୋଇପାରନ୍ତି ।
ସୌଭାଗ୍ୟଶାଳୀ ହେବେ । ପରିବାର ସହିତ ବିଳାସବ୍ୟସନରେ ସମୟ ଅତିବାହିତ କରିବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ପତ୍ନୀ ବିଳାସୀ ହୋଇପାରନ୍ତି । ମିତ୍ର ସୁଖ ମିଳିପାରେ ।
ଭ୍ରମଣ ଜନିତ ସୁଖ ମିଳିପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟର ମାର୍ଗ ଉନ୍‌ମୁକ୍ତ ରହିବ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମାଲିମୋକଦ୍ଦମାରେ ବିଜୟୀ ହେବା ସହ ଅର୍ଥ ମିଳିବ ।
ବ୍ୟୟ ବୃଦ୍ଧି ହେବାରୁ ଅଶାନ୍ତି ଅନୁଭବ କରିବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିବେ । ଚଞ୍ଚଳ ସ୍ୱଭାବର ହେବେ । ମିଠା କଥା କହି ପରକୁ ଆପଣାର କରିପାରନ୍ତି । ଧାର୍ମିକ ପ୍ରବୃତ୍ତିର ହେବେ ।
ନିଜର ଅଧିକାର ସାବ୍ୟସ୍ତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଧନଲାଭ ହେବାର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ବୃଦ୍ଧି ହେବ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ସରକାରୀ ଅର୍ଥପ୍ରାପ୍ତ ହେବେ ।
କାହାକୁ ପରିହାସ କରନ୍ତୁ ନାହିଁ; କାରଣ ଦ୍ୱନ୍ଦ୍ୱ ଉପୁଜି ପାରେ । କଷ୍ଟ ସହି ମଧ୍ୟ ଭଲ ଆୟ କରିବେ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହୋଇପାରନ୍ତି ।
 ଉଚ୍ଚାଭିଳାଷୀ ହେବେ । ମନରେ ସେବାଭାବ ଜାଗ୍ରତ ହୋଇପାରେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଦାମ୍ପତ୍ୟ ସୁଖ ମିଳିବ ।
ଇଚ୍ଛାକରୁଥିବା ସହାୟତା ନିଶ୍ଚିତ ମିଳିବ । ସ୍ୱାସ୍ଥ୍ୟ ହାନି ଘଟିବାର ସମ୍ଭାବନା ଅଛି । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟରୁ ଲାଭପ୍ରାପ୍ତ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ ।
ସ୍ୱଳ୍ପ ଆୟ ହେବାର ସୂଚନା ମିଳୁଛି । ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ । ପରିବାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ବ୍ୟବସାୟ ଲାଭଜନକ ହେବ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ ।
 ସ୍ୱାସ୍ଥ୍ୟ ଚିନ୍ତା ଦୂର ହେବ । ମନରେ ଗର୍ବଭାବ ବହନ କରିପାରନ୍ତି । ଭାଇମାନଙ୍କ ପ୍ରତି ଶ୍ରଦ୍ଧାଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ ।
 ଆୟ ଆଶାନୁରୂପ ହେବ । କିଛି ଉଦ୍ୟମ ନକରି ମଧ୍ୟ ଆକସ୍ମିକ ଧନଲାଭ ହୋଇପାରେ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ଚଞ୍ଚଳ ପ୍ରକୃତିର ହେବେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ପତ୍ନୀ ଆଜ୍ଞାକାରିଣୀ ହୋଇପାରନ୍ତି ।
 ପାରିବାରିକ ଜୀବନରେ ସୁଖଶାନ୍ତି ଆସିପାରେ । କେତେକ କ୍ଷେତ୍ରରେ ବାଦାନୁବାଦ ଉପଜିବ । ଉଦାର ସ୍ୱଭାବର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । କୃଷିକ୍ଷେତ ଲାଭଦାୟକ ହେବ । ବୁଦ୍ଧିମାନ୍ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments