OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 4th August 2019

Odia Rashiphala

Odia Rashiphala

ଅଭାବ ଦୂରେଇ ଯାଇପାରେ । ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ଶିକ୍ଷିତା ପତ୍ନୀର ସାହଚର୍ଯ୍ୟ ପାଇବେ । ଧାର୍ମିକ, ତେଜସ୍ୱୀ ଓ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ ।
ଅନ୍ୟ ମନସ୍କତା ହେତୁ କ୍ଷତିଗ୍ରସ୍ତ ହୋଇପାରନ୍ତି । ଘାତଚନ୍ଦ୍ର ହେତୁ ସତର୍କ ରହିବେ । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀଧନ ହେତୁ ସୁଖୀ ହେବେ । ମନ୍ତ୍ରଣା ଶକ୍ତିଯୁକ୍ତ ଦେବେ । କାବ୍ୟ କର୍ତ୍ତା ହେବା ଆଶା କରାଯାଏ ।
ମାନସିକ ସ୍ତରରେ ଉଦ୍‌ବେଗ ଜାତ ହୋଇପାରେ । ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି । ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଜନ ସମର୍ଥନ ମିଳିବ ।
ଆର୍ଥିକ ଦୁରବସ୍ଥାର ସୁଧାର ଆସିବ । ଉଚ୍ଚ ଆଶା ଫଳବତୀ ହେବ । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଉଛି । ଶତ୍ରୁନାଶ କରିବାରେ ସିଦ୍ଧିହସ୍ତ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ହୃଷ୍ଟଚିତ୍ତ ଓ ସହିବା ଶକ୍ତିର ପରିଚାୟକ ହେବେ ।
ଦୁଶ୍ଚିନ୍ତା ଦୂରେଇ ଯିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପାରିବାରିକ ସୁଖ ମିଳିବ । ଧନବାନ୍ ହେବେ । ଗୁଣଯୁକ୍ତ ହୋଇପାରନ୍ତି । ଉପାର୍ଜନକାରୀ ହେବେ । ବଳିଷ୍ଠ ହୋଇପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ । ସ୍ୱାସ୍ଥ୍ୟବାନ୍ ଓ ସୁଖୀ ହୋଇପାରନ୍ତି ।
ଗୃହ କାର୍ଯ୍ୟରେ ଆଗ୍ରହୀ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସତ୍‌କର୍ମରେ ଅଧିକ ବ୍ୟୟ କରିବେ । ଆନନ୍ଦ ଉଲ୍ଲାସ ଲାଗି ରହିବ । ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ । ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ପରକୁ ଆପଣାର କରିବାର ଅଲୌକିକଯୁକ୍ତ ହୋଇପାରନ୍ତି ।
ବ୍ୟବସାୟ ଲାଭଜନକ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । କାର୍ଯ୍ୟ ବିଳମ୍ବିତ ହେଲେ ବି ସଫଳତା ମିଳିବ । କରିତ୍‌କର୍ମା ହେବେ । ରୋଜଗାର ଯଥେଷ୍ଟ ପରିମାଣର ହୋଇପାରେ । ସରକାରୀ ସ୍ତରରେ ବିଶ୍ୱସନୀୟ ହୋଇପାରନ୍ତି ।
ଧନ-ସମ୍ପଦ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ଯଶସ୍ୱୀ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ଦେବ ଦର୍ଶନ କରି ଆତ୍ମ ତୃପ୍ତି ଲାଭ କରିବେ । ସାଧନାରେ ସିଦ୍ଧି ଲାଭ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ ।
ସୁଯୋଗର ଉପଯୋଗ କରିପାରନ୍ତି । ଦୀର୍ଘ ଦିନର ଆଶା ପୂରଣ ହୋଇପାରେ । କର୍ମ ଚଞ୍ଚଳ ରହିବେ । ଦିନସାରା ଆନନ୍ଦ ଉଲ୍ଲାସ ଲାଗି ରହିବ । ଭାଗ୍ୟଶାଳୀ ହୋଇପାରନ୍ତି । ଜଣେ ମହିଳାଙ୍କ ସହାୟତାରେ ଉପକୃତ ହେବେ । ଯଶସ୍ୱୀ ହୋଇପାରନ୍ତି ।
ସୁ-ପରାମର୍ଶ ପାଇ ତାକୁ କାର୍ଯ୍ୟରେ ଲଗାଇପାରନ୍ତି । କେତେକ କ୍ଷେତ୍ରରେ ନିରଦ୍ରଷ୍ଟା ହୋଇପାରନ୍ତି । ବିଳାସ ବ୍ୟସନ କରି ଖର୍ଚ୍ଚାନ୍ତ ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ପାରିବାରିକ ସୁଖ ମିଳିବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ଭାବି, ଚିନ୍ତି କାର୍ଯ୍ୟ କରିବେ ।
ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡ଼ିବ । ବନ୍ଧୁଙ୍କ ସହାୟତା ମିଳିପାରେ । ବଂଶର ଟେକ ରଖିବାରେ ସମର୍ଥ ହେବେ । ସମାଜ ସେବାରେ ନିଜକୁ ନୟୋଜିତ କରିପାରନ୍ତି । ଅଧସ୍ତନ କର୍ମଚାରୀଙ୍କ ଭକ୍ତିଭାଜନ ହୋଇପାରନ୍ତି ।
କାର୍ଯ୍ୟରେ ପ୍ରଥମରୁ ଶତ୍ରୁମାନଙ୍କ ବିରୋଧର ସମ୍ମୁଖୀନ ହୋଇପାରନ୍ତି । ବନ୍ଧୁ ସୁଖ ମିଳିପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଶେଷରେ ଶତ୍ରୁ ଦମନ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments