OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 3rd March 2019

Odia Rashiphala

Odia Rashiphala

ଅଜାଣତରେ ପ୍ରତାରିତ ହୋଇପାରନ୍ତି । କର୍ମ ଚଞ୍ଚଳ ରହିବେ । ନିଜ କୁଳକୁ ଉଜ୍ଜଳମୟ କରି ଗଢ଼ିତୋଳିବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ବ୍ୟବସାୟ ଲାଭଜନକ ହେବ । ଦୟାଳୁ ସ୍ୱଭାବର ହେବେ ।
ଦୂରଦୃଷ୍ଟି ସମ୍ପନ୍ନ ହେବେ । ପରୋପକାରୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା ପ୍ରବାସ ପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ ।
ଦେହ ଓ ମନ ଭଲ ରହିଲେ ବି ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷାଳୁ ସ୍ୱଭାବ ପରିତ୍ୟାଗ କଲେ ସାମାଜିକ ଆଦର ମିଳିବ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସତର୍କତାର ଦିନଟିଏ ।
ଉତ୍ସବାଦିରେ ବନ୍ଧୁଙ୍କ ସହ ମିଳିତ ହେବେ । ସୁଖ-ସମ୍ଭୋଗ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ଭାବେ ଜୀବନ ନିର୍ବାହ କରିବେ । ଶାନ୍ତ ଓ ଧର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେବେ ।
ମୂଲ୍ୟବାନ୍ ଦ୍ରବ୍ୟାଦି ଲାଭ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ ।
ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତିରେ ମନ ବଳାଇ ପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ଧାର୍ମିକ ଓ ତେଜସ୍ୱୀ ହେବେ ।
ଜଞ୍ଜାଳ ମୁକ୍ତ ହୋଇପାରନ୍ତି । ଉଦାର ପ୍ରକୃତିର ହେବେ । ଦାନ-ଧର୍ମକୁ ଅଗ୍ରାଧିକାର ଦେବେ । ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । କୃଷି କର୍ମକାରୀ ହେବେ । ବୁଦ୍ଧିମାନ ହେବେ ।
କୌଣସି କାର୍ଯ୍ୟରେ ତ୍ରୁଟି ଥିଲେ ତାକୁ ନିଜ ବୁଦ୍ଧିବଳରେ ସଜାଡ଼ି ପାରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କ ଠାରୁ ଆଦର, ସମ୍ମାନ ମିଳିବ । ପ୍ରେମୀ ଓ ସାହସୀ ହେବେ ।
ଉତ୍ସବାଦିରେ ଯୋଗଦାନ କରିବେ । ମନରେ କୌଣସି କାରଣରୁ ଉଦ୍‌ବେଗ ଜାତ ହୋଇପାରେ । ପରମ ଭାଗ୍ୟଶାଳୀ ହୋଇପାରନ୍ତି । ପରଦେଶବାସୀ, ମଧରୁଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ବିଦ୍ୟାପ୍ରେମୀ ହେବେ ।
କର୍ମ ଚଞ୍ଚଳ ରହିବେ । ଶ୍ରୀଚନ୍ଦ୍ର ଭୋଗ ହେଉ ଥିବାରୁ ଦିବ୍ୟ ଭୋଜନରେ ଆପ୍ୟାୟିତ ହେବେ । ଶକ୍ତିମାନ୍ ହୋଇପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧନ-ସମ୍ପଦ ଭରପୂର ରହିବ । ମୋକର୍ଦ୍ଦମାରେ ଜିଣି ଅର୍ଥପ୍ରାପ୍ତ ହେବେ ।
ଆପଣଙ୍କ ବିରୁଦ୍ଧରେ ଚାଲିଥିବା ଷଡ଼ଯନ୍ତ୍ରରୁ ବର୍ତ୍ତିଯିବେ ଓ ତାକୁ ପ୍ରତିହତ କରି କର୍ମ ମାର୍ଗରେ ଆଗକୁ ବଢ଼ିବେ । ଖର୍ଚ୍ଚ ପରମିାଣ ବୃଦ୍ଧି ପାଇବ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ସ୍ନେହପୂର୍ଣ୍ଣ ଭାଷା ପ୍ରୟୋଗ କରିବେ ।
ଧନ-ସମ୍ପଦ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତ ହୋଇପାରନ୍ତି । ଯଶସ୍ୱୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ଲୋକ ପ୍ରିୟତା ଅର୍ଜନ କରବେ । ଯାନ-ବାହନ ସୁଖ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments