OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 31th March 2019

Odia Rashiphala

Odia Rashiphala

କର୍ମ ତତ୍ପରତା ପ୍ରକାଶ ପାଇବ । ମୂଲ୍ୟବାନ୍ ଦ୍ରବ୍ୟ ପ୍ରାପ୍ତିର ସୁଯୋଗ ଅଛି । ସରକାରୀ ଅର୍ଥ ମିଳିପାରେ । ଗୃହ ପରିବେଶ ଠିକ୍ ରହିବ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ, ବହୁବଧ ଧନ ପ୍ରାପ୍ତ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି ।
ମାନ-ସମ୍ମାନର ଅଧିକାରୀ ହୋଇପାରନ୍ତି । ସେବକ ମନୋଭାବ ଗ୍ରହଣ କରପାରିନ୍ତି । ସୌଭାଗ୍ୟ ବୃଦ୍ଧିର ସମୟ ଉପସ୍ଥିତ, ଯେତେ ବଡ଼ ଦାୟିତ୍ୱ ହେଲେ ବି ତାକୁ ବହନ କରବାର ଶକ୍ତି ଆପଣଙ୍କର ରହିଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ପରୀକ୍ଷାରେ ସଫଳତା ଲାଭ କରିବେ । ଧନ ହାନି ଘଟିବାର ସମ୍ଭାବନା ଅଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରପାରନ୍ତି । ଖର୍ଚ୍ଚାନ୍ତ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ କ୍ଳେଶ ଉପୁଜି ପାରେ । ଜଳଯାତ୍ରା କରବା ମନା ।
ଆବଶ୍ୟକ ସହଯୋଗ ମିଳିପାରେ । ବନ୍ଧୁମିଳନରେ ଆନନ୍ଦ ଉତ୍ସବ ଲାଗି ରହିବ । ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ । ସର୍ବତ୍ର ଶୁଭ ଆଶାକରାଯାଏ । ପତ୍ନୀଙ୍କ ସହାୟତା ଉପଲବ୍ଧ ହେବ । ବ୍ୟବସାୟ ଲାଭଜନକ ହେବ ।
ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ସୁଖ ଶାନ୍ତିର ଦିନଟି ଆଜି । ଶତ୍ରୁ ନାଶ କରି ଆଶ୍ୱସ୍ତ ହେବେ । ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହେବେ । ଶ୍ରେଷ୍ଠ ସୁଖର ଅଧିକାରୀ ହେବେ । ଉତ୍ସାହିତ ହୋଇ କାର୍ଯ୍ୟ କରିବେ ।
ଜଞ୍ଜାଳ ଦୂରୀଭୂତ ହେବ । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ମାନସମ୍ମାନ ବୃଦ୍ଧିହେବ । ଧନଲାଭର ସୂଚନା ମିଳୁଛି । ଯାନବାହନ ସୁଖ ପାଇପାରନ୍ତି । ଭୋଗ ବିଳାସିରେ ସମୟ ଅତିବାହିତ ହୋଇପାରେ । କ୍ଷମତା ସମ୍ପନ୍ନ ହେବେ ।
କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ । ବହୁ ଶୁଭଫଳ ମିଳିବାର ସୁଯୋଗ ଅଛି । ଯାନବାହନ ସୁଖ ମିଳିବ । କୃଷିକ୍ଷେତ ଲାଭଦାୟକ ହେବ । କୋମଳ ବଚନରେ ଅନ୍ୟମାନଙ୍କୁ ମୁଗ୍ଧ କରିବେ । ସୁବକ୍ତା ଭାବେ ସମ୍ମାନିତ ହେବେ ।
 ବାଧା-ବିଘ୍ନ ଥାଇ ମଧ୍ୟ କାର୍ଯ୍ୟରେ ଅଗ୍ରଗତି ଘଟିବ । ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ । ପାରିବାରିକ ସୁଖ ମିଳିବ । କାର୍ଯ୍ୟରେ ଆଗେଇବେ । ବବାଦରେ ବଜୟୀ ହେବେ । ଯଶବାନା ଉଡ଼ାଇ ପାରନ୍ତି । ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ ।
ଗୁରୁଜନଙ୍କ ପାଇଁ କଷ୍ଟ ସ୍ୱୀକାର କରପାରିନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ଅନୁରୋଧ ରକ୍ଷା କରାଯିବ । ବିଭିନ୍ନ ଦିଗରୁ ଧନାଗମ ହେବ । ଭାଭ୍ୟର ପରିବର୍ତ୍ତନ ଘଟିବ । ନିଜ ଅର୍ଜିତ ଧନ ଭୋଗ କରିପାରନ୍ତି । ପ୍ରିୟଭାଷୀ ଓ ଧନ-ବାହନ ଯୁକ୍ତ ହେବେ ।
 ଭବଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରପାରିନ୍ତି । ସୁସ୍ଥ ଓ ନରାମୟ ଜୀବନ ଯାପନ କରିବେ । ପାରବାରିକ ଜୀବନ ସୁଖମୟ ହେବ । ମାନସମ୍ମାନ ବୃଦ୍ଧି ହେବ । ଧନବାନ୍ ହେବେ । ଅପାର ଗୁଣର ଆଧାର ହୋଇପାରନ୍ତି । ଉପାର୍ଜନକାରୀ ଓ ବଳଷ୍ଠ ହେବେ ।
ସାମାଜିକ କାର୍ଯ୍ୟରେ ଯୋଗଦାନ କରପାରନ୍ତି । ବ୍ୟୟ ପରିମାଣ ବୃଦ୍ଧି ପାଇବ । ସର୍ବ ମଙ୍ଗଳ ଆଶାକରାଯାଏ । ଧନବୃଦ୍ଧିର ସୂଚନା ମିଳୁଛି । ବିଦ୍ୟାରୂପକ ମହାଧନରେ ମଣ୍ଡିତ ହୋଇପାରନ୍ତି । ସାମର୍ଥ୍ୟର ପରିପ୍ରକାଶ ଘଟିବ । ଶାସ୍ତ୍ରଜ୍ଞ ହେବେ । ସନ୍‌ମାର୍ଗୀ ହେବେ ।
ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିପାରେ । କୀର୍ତ୍ତିମାନ୍ ହେବେ । ଭୋଗୀ ହୋଇପାରନ୍ତି । ଗୁଣଜ୍ଞ ହେ‌ବେ । ପ୍ରସନ୍ନତା ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ । କରିତ୍‌କର୍ମା ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments