OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 27th Dec 2020

Odia Rashiphala

Odia Rashiphala

କାର୍ଯ୍ୟ ବ୍ୟୟ ବହୁଳ ହେବ । ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିପାରନ୍ତି । ସତ୍ୟନିଷ୍ଠ ହେବେ । ଆକସ୍ମିକ ସମସ୍ୟାରୁ ଉବୁରି ଯାଇପାରନ୍ତି । ଦାମ୍ପତ୍ୟ ଜୀବନ ଶୁଭପ୍ରଦ ହେବ । ଧନାଗମର ସୂଚନା ମିଳୁଛି ।
ସୁଖ ସମ୍ମାନ ଲାଭ କରିପାରନ୍ତି । ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ମହତ୍ ହେବ ।
ତରବର ନ ହୋଇ ଧୀରେ ସୁସ୍ଥେ କାର୍ଯ୍ୟ କଲେ କାର୍ଯ୍ୟର ପୂର୍ଣ୍ଣାଙ୍ଗ ରୂପ ରେଖ ହେବ । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିପାରନ୍ତି । ମଧୁରଭାଷାରେ ଜନମନୋରଞ୍ଜନ କରିପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ ।
ଶୁଭ ସମାଚାର ପାଇ ପ୍ରଫୁଲ୍ଲିତ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥ ମିଳିବ ।
ସୁସମ୍ୱାଦ ପାଇପାରନ୍ତି । କର୍ମକ୍ଷେତ୍ର ଉତ୍ସାହଜନକ ହେବ । କାର୍ଯ୍ୟରେ ସଫଳତା ମିଳିବ । ସମ୍ମାନିତ ହେବେ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୂକୂଳ ରହିଛି । ବିବାଦୀୟ ଘଟଣାରେ ତଥା ନିର୍ବାଚନରେ ବିଜୟୀ ହେବେ ।
ସେବା ମନୋଭାବ ଗ୍ରହଣ କରିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତାର ଅଧିକାରୀ ହେବେ ଓ ତା’ର ସଦ୍‌ବ୍ୟବହାର କରିପାରନ୍ତି । ବିବାଦୀୟ ବିତର୍କରେ ଭାଗ ନେଇ ବିଜୟୀ ହେବେ । ପ୍ରତିଯୋଗିତାରେ ସଫଳ ହେବେ ।
ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଆର୍ଥିକ ସ୍ଥିତି ଦୋହଲି ଯାଇପାରେ । ପାରିବାରିକ ଚାଲି ଚଳନ ଓ ଶାନ୍ତି ଶୃଙ୍ଖଳା ଘଟଣାରେ କିଛିଟା ପରିବର୍ତ୍ତନ ଘଟିବ । ପୁତ୍ର ସୁଖ ମିଳିପାରେ । ପରାକ୍ରମୀ ହେବେ । ଜିତେନ୍ଦ୍ରିୟ ହେବେ ।
ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ସୁଖକର ଘଟଣାମାନ ଘଟିପାରେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଭୋଜନ ରୁଚିକର ହେବ । ଆନନ୍ଦ ଉପଭୋଗ କରିବେ ।
କାର୍ଯ୍ୟର ସଫଳ ରୂପାୟନ କରି ପ୍ରକଳ୍ପକୁ ଅଧିକ କ୍ରିୟାଶୀଳ କରିପାରନ୍ତି । ଶତ୍ରୁମାନଙ୍କ କାର୍ଯ୍ୟ କଳାପକୁ ପ୍ରତିହତ କରି ଆଶ୍ୱସ୍ତ ହେବେ । ଶୁଭଖବର ପାଇ ଖୁସି ହେବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣପରିଶୋଧ କରିପାରନ୍ତି ।
ପଢ଼ା ପଢ଼ିରେ ସମୟ ଅତିବାହିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୃତ୍ୟ ସଙ୍ଗୀତପ୍ରିୟ ହେବେ । ସନ୍‌ମାର୍ଗୀ ହେବେ ।
ବିଚାର ଧାରା ଉନ୍ନତମାନର ହେବ । କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ କଠିନତର ହେଲେ ବି ମର୍ଯ୍ୟାଦାଜନକ ପୁରସ୍କାର ମିଳିବ । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ବିଦ୍ୟା ସାଧନାରେ ବିଚକ୍ଷଣ ହେବେ । ସର୍ବ ଜନାନୁରକ୍ତ ହେବେ ।
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇପାରନ୍ତି । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଦେବଦର୍ଶନ ମିଳିପାରେ । ଅଶାନ୍ତିର ଉପଶମ ହେବ । ସରକାରୀ ସ୍ତରରୁ ଲାଭବାନ୍ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments