OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 25th August 2019

Odia Rashiphala

Odia Rashiphala

ବନ୍ଧୁମାନଙ୍କର ସହଯୋଗ ପାଇବେ । କାର୍ଯ୍ୟ ବିଳମ୍ୱିତ ହେଲେ ବି ଦେହ ସୁସ୍ଥ ରହିବ । ଅଭାବର ସମ୍ମୁଖୀନ ହେବେ । ଧନାଗମର ସୂଚନା ମିଳୁଛି । ବ୍ୟବସାୟରେ ପଛେଇ ଯାଇପାରନ୍ତି । ଭାଗ୍ୟ ବଦଳିବ । ବିଦ୍ୟାର୍ଥୀଙ୍କର ଶୁଭଫଳ ।
ଆଳସ୍ୟ ଅନୁଭବ କଲେ ବି ରୋଜଗାର ଆଶାନୁରୂପ ହେବ । କାର୍ଯ୍ୟରେ ଆଗକୁ ବଢ଼ିବେ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ଦେହ ଓ ମନ ଭଲ ରହିବ । ମିଷ୍ଟାନ୍ନ ଭୋଜନ ମିଳିପାରେ । ଚାକିରିରେ ସମ୍ମାନିତ ହେବେ । ବିଦ୍ୟାର୍ଥୀଙ୍କୁ ଉଚ୍ଚଫଳ ମିଳିବ ।
ସୁସ୍ଥ ରହିବେ । ରୋଜଗାର ମଧ୍ୟମ ଧରଣର ହେବ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ମାନସିକ ଅଶାନ୍ତି ଭୋଗି ପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ସରଳ ଚାତୁର୍ଯ୍ୟପୂର୍ଣ୍ଣ କଥାରେ ପରକୁ ଆପଣାର କରିବେ । ବିଦ୍ୟାର୍ଥୀ ଯତ୍ନବାନ ହେବେ ।
ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ଆୟ ଯଥେଷ୍ଟ ପରିମାଣର ହେବ । ଯଶସ୍ୱୀ ହେବେ । ପ୍ରୀତି ଭୋଜନ ମିଳିପାରେ । ସରକାରୀ କୃପା ଲାଭ କରିପାରନ୍ତି । ଉତ୍ତମ ମିତ୍ର ଓ ପୁତ୍ର ଲାଭର ସୂଚନା ମିଳୁଛି । ବାକ୍ୟ ବିଶାରଦ ହେବ ।
କାର୍ଯ୍ୟରେ ସଫଳତା ଲାଭ କରିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ମନ ଚଞ୍ଚଳ ରହିବ । ବ୍ୟବସାୟ ଲାଭଜନକ ହେବ । କୀର୍ତ୍ତିମାନ୍ ହେବେ । ପାରିବାରିକ ଜୀବନ ସୁଖମୟ ହେବ ।
ଅଧିକାର ସାବ୍ୟସ୍ତ କରିବାରେ ସାହାଯ୍ୟ ମିଳିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଆୟ ବୃଦ୍ଧିର ସୂଚନା ମିଳୁଛି । ଚାକିରି କ୍ଷେତ୍ରରେ ଉଚ୍ଚଆଶା ଫଳବତୀ ହେବ । ବ୍ୟବସାୟ ଲାଭଜନକ ହେବ । ବିଦ୍ୟାର୍ଥୀ ଆଗକୁ ବଢ଼ିବେ ।
ଦେବ ଦର୍ଶନ କରି ସୁଖୀ ହେବେ । ସହଯୋଗ ମିଳିବ । କଷ୍ଟସାଧ୍ୟ ହେବ । କାର୍ଯ୍ୟରେ ଆଗେଇବେ । ମନବଳ ବଢି ଚାଲିବ । ସାମାନ୍ୟ ସୁସ୍ଥତା ଅନୁଭବ କରିପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଖର୍ଚ୍ଚାନ୍ତ ଯୋଗ ଅଛି । ବିଦ୍ୟାର୍ଥୀଙ୍କୁ ଯତ୍ନବାନ ହେବାକୁ ପଡ଼ିବ ।
ଅଧିକ ଦାୟିତ୍ୱ ବହନ କରିପାରନ୍ତି । ପରିଶ୍ରମ ଅତ୍ୟଧିକ ହେଲେ ବି ସଫଳ ମିଳିବ । ଚିନ୍ତା ଦୂର ହେବ । ମନ ପ୍ରସନ୍ନ ରହିବ । ସୁସ୍ଥ ରହିବେ । ଆୟ ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିପାରନ୍ତି । ବିଦ୍ୟାର୍ଥୀ ଶୁଭଫଳ ପ୍ରାପ୍ତ ହେବେ ।
ଧନବାନ୍ ହେବେ । ଶତ୍ରୁ ଆପଣାଛାଏଁ ଅପସରି ଯାଇପାରନ୍ତି । ସମ୍ମାନିତ ହୋଇପାରନ୍ତି । ଲୋକଙ୍କ ଶ୍ରଦ୍ଧା ଭାଜନ ହେବେ । କାର୍ଯ୍ୟ ବିଳମ୍ୱିତ ହୋଇପାରେ । ଭ୍ରମଣ ଯୋଗ ଅଛି । ଦେହ ଓ ମନ ଭଲ ରହିବ । ରୋଜଗାର ମଧ୍ୟମ ଧରଣର ହେବ ।
ପରିସ୍ଥିତି ଲାଭଜନକ ହୋଇପାରେ । ନିରବ ଚିନ୍ତନ, ଭବିଷ୍ୟତ ପାଇଁ ଅନୁକୂଳ ହେବ । ଚେଷ୍ଟା ଫଳବତୀ ହୋଇପାରେ । ବ୍ୟବସାୟରେ ଧାର, ଉଧାର ବଢ଼ି ଯାଇପାରେ । ମନୋବଳ ଦୃଢ଼ ରହିବ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ବିଦ୍ୟାର୍ଥୀଙ୍କୁ ଯତ୍ନବାନ ହେବାକୁ ପଡ଼ିବ ।
ପାରିବାରିକ ଜୀବନ ଆନନ୍ଦମୟ ହେବ । କାର୍ଯ୍ୟ ଦ୍ରୁତତର ହେବା ପାଇଁ ବିଭିନ୍ନ ସ୍ତରରୁ ସାହାଯ୍ୟ ସହଯୋଗ ମିଳିପାରେ । ସୁସ୍ଥ ରହିବେ । ଆୟ ମଧ୍ୟମ ଧରଣର ହେବ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ । ଚଞ୍ଚଳ ଚେଷ୍ଟିତ ହେବେ ।
ବିଳମ୍ୱିତ ହେଲେ ବି କାର୍ଯ୍ୟରେ ସଫଳତା ଲାଭ କରିବେ । ବିଭିନ୍ନ ସ୍ତରରୁ ସାହାଯ୍ୟ ପାଇ ଆଗକୁ ବଢ଼ିବେ । ସୁସ୍ଥ ଓ ନିରାମୟ ରହିବେ । ମନୋବଳ ଦୃଢ଼ ରହିବ । ଆୟର ମାତ୍ରା ସାମାନ୍ୟ ବୃଦ୍ଧି ହେବ । ଧୈର୍ଯ୍ୟବାନ୍ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments