OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 24th February 2019

Odia Rashiphala

Odia Rashiphala

କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ । ଗୃହରେ ପାରିବାରିକ ଶାନ୍ତି ଅବ୍ୟାହତ ରହିବ । କାର୍ଯ୍ୟ କ୍ଷେତ୍ରରେ ସିଦ୍ଧିପ୍ରାପ୍ତ ହେବେ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ଜନ ସାଧାରଣଙ୍କର ପ୍ରିୟ ପାତ୍ର ହେବେ । ବିଚକ୍ଷଣ ହେବେ ।
ପରିବାରରୁ ଦୁଃଖ ମିଳିପାରେ । ଅନାଦର ହୋଇପାରନ୍ତି । ଧର୍ମ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଅପରାହ୍ନରୁ ପାରିବାରିକ ଶାନ୍ତିର ଅଭ୍ୟୁଦୟ ହେବ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ସ-ଭୋଜନ ମିଳିବ । କାର୍ଯ୍ୟରେ ସଫଳ ହେବେ ।
ବୈଦିକ ଶକ୍ତି ସାହାଯ୍ୟ ମିଳିବ । ସ୍ୱାଧୀନ ଭାବେ କିଛି କାର୍ଯ୍ୟ କରିବ । କଷ୍ଟପ୍ରଦ ହୋଇପାରେ । ବିବାଦୀୟ ପରିସ୍ତିତି ଉପୁଜି ପାରେ । ସତ୍‌ପଥଗାମୀ ହେବେ । ବହୁ ମିତ୍ର ସାହାଯ୍ୟ, ସହାନୁଭୂତି ମିଳିବ । ଜ୍ଞାନୀ ହେବେ ।
ଅଜଣା ବ୍ୟକ୍ତି ଦ୍ୱାରା ଉପକୃତ ହୋଇପାରନ୍ତି । ବ୍ୟାକୁଳିତ ହୋଇପାରନ୍ତି । ଉଚ୍ଚ ଆଶା ଫଳବତୀ ହେବ । ବିଭିନ୍ନ ସ୍ତରରେ ପ୍ରଶଂସାର ପାତ୍ର ହେବେ । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ ।
ଜୁଲମ୍‌ରେ ପଡ଼ିପାରନ୍ତି । ମନୋବଳ ଦୃଢ଼ ରଖି କାର୍ଯ୍ୟ ସଂପାଦନ କରିବେ । ପାରିବାରିକ ସୁଖ ମିଳିବ । ଆର୍ଥିକ ଅଭିବୃଦ୍ଧି ଘଟିବର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ଦିନଟି ଦୁଃଖ-ସୁଖରେ ଅତିବାହିତ ହେବ ।
ପାରିବାରିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ବିଳାସ-ବ୍ୟସନ କରିପାରନ୍ତି । ପ୍ରଭୂତ ବିଦ୍ୟା ପ୍ରାପ୍ତିର ସୂଚନା ମିଳୁଛି । ଯଶ ଅର୍ଜନ କରିପାରନ୍ତି । ନିର୍ଭୀକ ଭାବେ କାର୍ଯ୍ୟ କରି ଜନବଲ୍ଲଭ ହେବେ ।
ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ । ରୋଜଗାର ଅଧିକତର ହୋଇପାରେ । ବିଳାସବ୍ୟସନ କରି ସୁଖୀ ହୋଇପାରନ୍ତି । ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ । ସୁଖ ମିଳିବ ।
ଆଳସ୍ୟ ଅନୁଭବ କରିପାରନ୍ତି । ଆର୍ଥିକ ସ୍ତରରେ ଢ଼େର ଉନ୍ନତି ଘଟିବ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ବ୍ୟବସାୟ ଲାଭଜନକ ହେବ । ଦୁଶ୍ଚିନ୍ତା ଦୂର ହେବ । ମନ ଆନନ୍ଦ ଲହଡ଼ିରେ ଢ଼େର ଭାଙ୍ଗି ପାରେ ।
ସତ୍‌କର୍ମ କରି ପ୍ରଶଂସିତ ହେବେ । ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ପାରିବାରିକ ସୁଖ ମିଳିବ । ମନ ପ୍ରସନ୍ନ ରହିବ । କାର୍ଯ୍ୟ କ୍ଷେତ୍ରରେ ଚଳାଇଥିବା ସାଧନରେ ସିଦ୍ଧି ଲାଭ କରିବେ । ସୌନ୍ଦର୍ଯ୍ୟ ଉପଭୋଗ କରିବେ ।
ହଠାତ୍ କିଛି ଅର୍ଥ ଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କ ପରଶ୍ରିମର ମୂଲ୍ୟାଙ୍କନ ହେବ । ପାରିବାରିକ ସୁଖ ମିଳପାରେ । ଗୁରୁକୃପା ଲାଭ କରିବାର ସୂଚନା ମିଳୁଛି । ପରିସ୍ଥିତି ଅନୁକୂଳ ଅଛି । ସମ୍ମାନିତ ହେବେ ।
ବନ୍ଧୁ ସହଯୋଗ ମିଳିବାର ସୂଚିତ ହେଉଛି । ସଦ୍‌ଭାବନାପୂର୍ଣ୍ଣ ଆଲୋଚନାରେ ଫଳପ୍ରଦ ହେବ । ବହୁଶାସ୍ତ୍ର ଅଧ୍ୟୟନ କରି ତାର ନିଷ୍କର୍ଷ ପ୍ରତିପାଦନ କରିପାରନ୍ତି । ନୀତିନିଷ୍ଠ ହୋଇପାରନ୍ତି । ମୂଲ୍ୟବାନ ଧାତୁ ଦ୍ରବ୍ୟ ମିଳିବ ।
ଲାଗି ରହିଥିବା ବିବାଦର ସମାଧାନ ହେବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ଶତ୍ରୁ ନାଶକରି ଆଶ୍ୱସ୍ତ ହେବେ । ଐଶ୍ୱର୍ଯ୍ୟ ପ୍ରାପ୍ତି ଓ ତେଜ ବୃଦ୍ଧି ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments