OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 21th July 2019

Odia Rashiphala

Odia Rashiphala

ବିଭିନ୍ନ ସ୍ତରରୁ ସହଯୋଗ ପ୍ରାପ୍ତ ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ସୁଖ ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି । ସରକାରୀ କୃପା ଲାଭ କରିବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ନାନାବିଧ ସମ୍ମାନର ଅଧିକାରୀ ହେବେ ।
ପ୍ରତିଯୋଗିତାରେ ଜୟଯୁକ୍ତ ହେବେ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ । କୀର୍ତ୍ତିମାନ୍ ହୋଇପାରନ୍ତି । ସର୍ବତ୍ର ଉନ୍ନତି ଆଶା କରାଯାଏ ।
ଯୋଗାଯୋଗରେ ସଫଳତା ଲାଭ କରିବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ । ମଉଜ-ମଜଲିସ୍‌ରେ ସମୟ ଅତିବାହିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଭାଗ୍ୟରେ ଉନ୍ନତି ଘଟିବ । ସୁସ୍ଥ ରହିବେ ।
ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । ଖର୍ଚ୍ଚାନ୍ତ ହେବେ । ଶୁଭକାର୍ଯ୍ୟକୁ ସ୍ଥଗିତ ରଖିବା ବୁଦ୍ଧିମାନର କାର୍ଯ୍ୟ ହେବ । ମାନସିକ ସ୍ଥିତି ଭଲ ରହିବ ନାହିଁ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ହେବେ । ପରଶ୍ରମ ଅଧିକ ହେବ ।
ମାଲିମୋକଦ୍ଦମାରେ ବିଜୟୀ ହେବେ । ବନ୍ଧୁ ମିଳନରେ ଉପକୃତ ହେବେ । ଆନନ୍ଦ ଉଲ୍ଲାସରେ ଦିନଟି ବିତାଇ ପାରନ୍ତି । ପ୍ରୀତି ଲାଭ କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ଯଶ ଅର୍ଜନ କରି ପ୍ରଶଂସିତ ହୋଇପାରନ୍ତି । ପତ୍ନୀଙ୍କ ଠାରୁ ଶ୍ରଦ୍ଧାଭାବ ମିଳିବ ।
ଯୋଜନାର ପରିବର୍ତ୍ତନ ଘଟାଇ ପାରନ୍ତି । ଶାରୀରିକ ସୁଖ ପାଇବେ । ଅର୍ଥ ଲାଭର ସୂଚନା ମିଳୁଛି । ବନ୍ଧୁ ମିଳନ ଘଟିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହୋଇପାରନ୍ତି ।
ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ । ସାମୟିକ ଭାବେ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ନୈତିକତା ବୃଦ୍ଧି ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମାନ-ସମ୍ମାନ ଲାଭ କରିପାରନ୍ତି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ସର୍ବାଙ୍ଗୀଣ ଉନ୍ନତି ହେବ ।
ଚାକିରି କ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ଯଶସ୍ୱୀ ହେବେ । ଚିନ୍ତାଧାରା ସତ୍ ଓ ମହତ୍ ହେବ । ଦେବ ଦର୍ଶନ ସୁଯୋଗ ଅଛି । ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବା ଆଶା କରାଯାଏ ।
କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ଅଛି । ଅଧିକ କ୍ଷମତାର ଅଧିକାରୀ ହୋଇପାରନ୍ତି । ସାଧନାରେ ସିଦ୍ଧି ଲାଭ କରିବେ । ମନ ପ୍ରସନ୍ନ ରହିବ । ପୂଜାର୍ଚ୍ଚନାରେ ଆଗ୍ରହୀ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । କୃତୀ ପ୍ରତିଯୋଗୀ ହୋଇପାରନ୍ତି ।
ଆଗକୁ ଥିବା ବିପଦର ସୂଚନା ପାଇପାରନ୍ତି । ଅସାମାଜିକଙ୍କ ପ୍ରତି ଘୃଣା ଭାବ ଆସିବ । ପ୍ରଶଂସାର ପାତ୍ର ହୋଇପାରନ୍ତି । ମନରେ ପ୍ରସନ୍ନତା ଭାବ ଦେଖାଦେବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଭାଗ୍ୟଶାଳୀ ହେବେ ।
ଚାକିରିରେ ଅଯଥା ଅଶାନ୍ତି ବୃଦ୍ଧି ପାଇବ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ଉପୁଜି ଥିବା ସମସ୍ୟାକୁ ଦୂର କରିବାରେ ପାରଙ୍ଗମ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ।
ଜମି-ବାଡ଼ି ବିବାଦରେ ଛନ୍ଦି ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଘାତଚନ୍ଦ୍ର ହେତୁ ସତର୍କରେ ଚଳିବେ । ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି । ମଧୁର କଥା କହି ପରକୁ ଆପଣାର କରିପାରନ୍ତି । ସରକାରୀ ଅର୍ଥ ମିଳିବ । ଗୁଣବାନ୍ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments