![]() |
ପ୍ରଭୂତ ବିଦ୍ୟାର ଅଧିକାରୀ ହୋଇପାରନ୍ତି । ଯଶସ୍ୱୀ ହେବେ । ବିଳାସ-ବ୍ୟସନ କରିପାରନ୍ତି । ନିର୍ଭୟରେ କାର୍ଯ୍ୟ ସଂପାଦନ କରିବେ । ଜନ ସମର୍ଥନ ମିଳିବ । କର୍ମକ୍ଷେତ୍ରରେ ବିଜୟୀ ହେବେ । ବିଭିନ୍ନ ଦିଗରୁ ସାହାଯ୍ୟ ପାଇବେ । |
ପୂର୍ବରୁ କରିଥିବା କାର୍ଯ୍ୟର ସଫଳତା ଆଜି ମିଳିବ । ପ୍ରତିଶୋଧ ପରାୟଣ ହୋଇପାରନ୍ତି । ବିଳାସ-ବ୍ୟସନରେ ସମୟ ଅତିବାହିତ କରିପାରନ୍ତି । ବସ୍ତ୍ରଭୂଷଣ ଲାଭ ହୋଇପାରେ । କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବେ । ପଦୋନ୍ନତି ମିଳିପାରେ । | |
ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଦୀର୍ଘଦିନର ଆଶାପୂରଣ ହେବ । ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରନ୍ତି । ସୁଖ-ଶାନ୍ତିରେ ସମୟ ଅତିବାହିତ ହେବ । ଧନବାନ୍ ହେବେ । ରଜତ ଧନରେ ଧନଶାଳୀ ହେବେ । | |
କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ; ମାତ୍ର ବିଳମ୍ବରେ ଜିତେନ୍ଦ୍ରୀୟ ହେବେ । ପ୍ରବଳ ପରାକ୍ରମୀ ହେବେ । କୀର୍ତ୍ତିମାନ୍ ହେବେ । ଜନ ବଲ୍ଲଭରେ ପରିଗଣିତ ହୋଇପାରନ୍ତି । ପୁତ୍ର ସୁଖ ମିଳିବ । କର୍ମଚଞ୍ଚଳ ରହିବେ । | |
କାର୍ଯ୍ୟରେ ସଫଳତା ଲାଭ କରିବେ । ପ୍ରତିଯୋଗିତା ବିଜୟୀ ହେବେ । ପଦୋନ୍ନତି ମିଳିପାରେ । ସମ୍ମାନିତ ହେବେ । ସକଳ ଗୁଣର ହୋଇପାରନ୍ତି । ସୁଖ ଭୋଗ କରିବେ । କାବ୍ୟ ଶାସ୍ତ୍ରନୁରକ୍ତ ହୋଇପାରନ୍ତି । | |
ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ । ଆଶାବାଦୀ ହୋଇପାରନ୍ତି । ପାରିବାରିକ ସୁଖ ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ସୁଖୀ ହେବେ । | |
ମନ ସ୍କାମନା ପୂରଣ ହେବ । ଶ୍ରୀଚନ୍ଦ୍ର ଭୋଗ ହେତୁ ଖାଦ୍ୟ-ପେୟ ରୁଚିକର ହେବ । ଶାନ୍ତି ଓ ସନ୍ତୋଷ ମିଳିବ । ସର୍ବାଙ୍ଗୀନ ଉନ୍ନତି ହେବ । ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହେବେ । ଉପାର୍ଜନକାରୀ ଓ ବଳିଷ୍ଠ ହେବେ । | |
ବାକ୍ ଚାତୁରୀରେ ଅନ୍ୟମାନଙ୍କର ମନ କିଣି ପାରନ୍ତି । କେହି ପ୍ରତାରିତ କରିବାକୁ ଉଦ୍ୟମ କରିବେ; ମାତ୍ର ବିଫଳ ହେବେ । ଧନାଦି ଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଲାଭ ହେବ । ବିଚକ୍ଷଣ ହେବେ । ସର୍ବଜାନାରୁକ୍ତ ହେବେ । | |
ପ୍ରତ୍ୟେକ କାର୍ଯ୍ୟରେ ପାରଙ୍ଗମ ହେଉଥିବାବେଳେ ମାତ୍ର ଗୋଟିଏ କାର୍ଯ୍ୟରେ ଅସୁବିଧା ଉପୁଜି ପାରେ । ସୁଖ-ସନ୍ତୋଷ ଲାଭ କରିବେ । ହସ ଖୁସିରେ ସମୟ ଅତିବାହିତ ହେବ । ସମସ୍ୟା ଦୂର ହେବ । ଭଲ ଆୟ ହେବ । ସରକାରୀ କୃପା ଲାଭ କରିବେ । | |
ଯାହା ଇଚ୍ଛା ତାହା କରିବା ପାଇଁ ସମୟ ପ୍ରଶସ୍ତ ରହିଛି । କର୍ମକ୍ଷେତ୍ରରେ ସଫଳତା ମିଳିବ । ଉଚ୍ଚଆଶା ଫଳପ୍ରଦ ହେବ । କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ । ବନ୍ଧୁ ଦର୍ଶନ ଲାଭ କରିବେ । ସରକାରୀ ଅର୍ଥ ମିଳିବ । | |
ପରୋପକାରୀ ହେବେ । ପାରିବାରିକ ସୁଖ ମିଳିବ । ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ଦୟାଳୁ ସ୍ୱଭାବର ହେବେ । ଧର୍ମ-କର୍ମ ସଂପାଦନ କରିପାରନ୍ତି । ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି । ଯାନବାହନ ସୁଖ ମିଳିବ । କର୍ମବୀର ହେବେ । | |
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରଭୂତ ବିତ୍ତର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା ଓ ଉଚ୍ଚସ୍ଥାନ ଆରୋହଣ ମନା । ଦାତା, ଭୋକ୍ତା, ଗୁଣବାନ୍, ଧନୀ ଓ ମାନୀ ହେବେ । |
Odia Calendar 2020
Comments
comments