OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 19th July 2020

Odia Rashiphala

Odia Rashiphala

ଶୁଭକାର୍ଯ୍ୟ ପାଇଁ ଯାତ୍ରା କରିବେ । ଶ୍ରମ ସାର୍ଥକ ହୋଇପାରେ । ଚିତ୍ତ ପ୍ରସନ୍ନ ରହିବ । ଈଶ୍ୱର ବିଶ୍ୱାସୀ ହେବେ, ମଧୁରଭାଷୀ, ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ସମ୍ମାନ ମିଳିବ ।
ଭାଗ୍ୟଶାଳୀ ହେବେ । ପ୍ରବାସୀ ହୋଇପାରନ୍ତି । ଲୋକାଦୃତ ହେବେ । ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ବିଦ୍ୟାପ୍ରେମୀ ହୋଇପାରନ୍ତି । ମିତ୍ର ସୁଖ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧନାଗମ ହେବ ।
ଯୋଗାଯୋଗ ଫଳଦାୟକ ହେବ । ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାଭ ହେବ । ସୁସ୍ୱାଦୁ ଭୋଜନ ମିଳିବ ।
କାହା ଉପରେ ନିର୍ଭର ନ କରି ନିଜ ଉଦ୍ୟମରେ କାର୍ଯ୍ୟ କରି ଚାଲିବେ । ଶୁଭ କାର୍ଯ୍ୟରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । ମିଷ୍ଟଭାଷୀ ହେବେ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଜ୍ଞାନୀ ହେବେ ।
ବହୁ ସୁଯୋଗର ଅଧିକାରୀ ହେବେ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ ।
କୁଳ ପ୍ରଦୀପ ହେବେ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହୋଇପାରନ୍ତି । ପରିବାର ପ୍ରତି ସ୍ନେହ, ସଦିଚ୍ଛା ଭାବ ରହିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ ।

କଳେବଳେକୌଶଳେ ଧନଲାଭ ପାଇଁ ଉଦ୍ୟମ ଜାରି ରଖିବେ । ଉଚ୍ଚ ଆଶା ଫଳବତୀ ହୋଇପାରେ । ଭାଗ୍ୟଶାଳୀ ହେବେ । ଭୋଗବିଳାସ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ସାହସୀ ଓ ସମ୍ପତ୍ତିବାନ୍ ହେବେ ।

ଯାନବାହନ ଚଳାଚଳରେ ସତର୍କ ରହିବେ । ଧନକ୍ଷୟ ହୋଇପାରେ । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହେବ ।
ସତ୍‌କର୍ମରେ ଯୋଗଦାନ କରିବେ । ବିଭିନ୍ନ ସ୍ତରରୁ ସହଯୋଗ ପାଇବେ । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବର ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ମନରେ ଅହଂଭାବ ଆସିବ ।
ଅଯଥା ଅଭିଯୁକ୍ତ ହେବାରୁ ମନରେ କ୍ଷୋଭଜାତ ହେବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ରଣାଙ୍ଗନରେ ସାହାଯ୍ୟ ପାଇ ଶତ୍ରୁ ବିନାଶ କରିପାରନ୍ତି । ମାନସିକ ଶାନ୍ତି ଫେରି ପାଇବେ । ସୁସ୍ଥ ରହିବେ । ଚାକିରିରେ ସୁନାମ ମିଳିବ ।
କର୍ମଚଞ୍ଚଳ ରହିବେ । ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ସୁଚିନ୍ତିତ ମତବ୍ୟକ୍ତ କରିବେ । ଆକସ୍ମିକ ଧନଲାଭ ହେବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟଙ୍କର ପ୍ରଚୁର ଧନଲାଭ ହେବ । ଧାର୍ମିକ, ତେଜସ୍ୱୀ ଓ ଉତ୍ତମବ୍ୟକ୍ତିତ୍ୱ ସମ୍ପନ୍ନ ହେବେ ।
ଉଦ୍‌ଯୋଗୀ ହେବେ । ଉଦାର ସ୍ୱଭାବର ଓ ସୁଖୀ ହେବେ । ଦାନଶୀଳ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । କୃଷି କାର୍ଯ୍ୟ ଉପରେ ଧ୍ୟାନରତ ହେବେ । ପ୍ରେମୀ ଓ ବୁଦ୍ଧିମାନ୍ ହେବେ । ଯାନବାହନ ସୁଖ ମିଳିବ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।

 

For daily odia rashiphala visit our website daily in the morning. This is compiled from a trusted source.

 

Odia Calendar 2019

Comments

comments