OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 17th March 2019

Odia Rashiphala

Odia Rashiphala

କାର୍ଯ୍ୟର ସଫଳ ରୂପାୟନ କରି ଆନନ୍ଦ ଅନୁଭବ କରିବେ । ଜିଦ୍‌ଖୋର ନ ହୋଇ ଶାନ୍ତ ଓ ଧୈର୍ଯ୍ୟବାନ୍ ହେ‌‌ଲେ ମର୍ଯ୍ୟାଦା ପ୍ରାପ୍ତ ହେବେ । କୃଷି କର୍ମ ଲାଭ ଦାୟକ ହେବ । ଯାନବାହନ ସଖୁ ମିଳିବ । ଗୃହ ପରିବେଶ ଠିକ୍ ରହିବ ।
ଧନ ଅର୍ଜନ ପାଇଁ ଲାଗି ପଡ଼ିବେ । ଉଚ୍ଚ ସମ୍ମାନ ଲାଭ କରିବେ । ସକଳ ଗୁଣର ଆଧାର ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ସୁଖୀ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଯଶସ୍ୱୀ ହେବେ । ସହକାରୀ ଅର୍ଥ ମିଳିବ ।
ଆନନ୍ଦ ଉତ୍ସବ ଲାଗି ରହିବ । ଆଶାବାଦୀ ହୋଇପାରନ୍ତି । ତ୍ୟାଗଶୀଳ ହେବେ । ନୀତିଜ୍ଞ ହେବାର ଜଣାପଡୁଛି । ବିବିଧ ଧନଯକ୍ତ ହେବେ । ଚଞ୍ଚଳମନା ହେବେ । ଅତି ସୁଖୀ ଓ କୀର୍ତ୍ତିମାନ୍ ହୋଇପାରନ୍ତି । ସହିଷ୍ଠୁ ବ୍ୟକ୍ତିର ପରିଚୟ ଦେବେ ।
ବହୁବିଦ୍ୟା ପାରଙ୍ଗମ ହେବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଧନବାନ୍ ହେବେ । ଗଣୁଯକ୍ତ ହୋଇପାରନ୍ତି । ଉପାର୍ଜନକାରୀ ହେବେ । ବଳିଷ୍ଠ ହେବାର ସୂଚନା ମିଳୁଛି । ରୂପବାନ୍ ହୋଇପାରନ୍ତି ।
ଆତ୍ମୀୟମାନଙ୍କର ସମର୍ଥନ ପାଇ ପାରନ୍ତି । ପଥରୋଧର ସମ୍ମୁଖୀନ ହେବେ । ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି । ବ୍ୟୟବୃଦ୍ଧିର ସମ୍ମୁଖୀନ ହେବେ । ସ୍ନେହୀ ବ୍ୟକ୍ତିଙ୍କର ପରିଚୟ ସୃଷ୍ଟି କରିବେ । କ୍ରୋଧ ସମ୍ବରଣ କଲେ ସଫଳତା ପାଇବେ ।
ଅଯାଚିତ ସାହାଯ୍ୟ ମିଳିପାରେ । ଆୟ ଆଶାନୁରୂପ ହେବ । ନାନାବିଧ ସମମ୍ମାନର ଅଧିକାରୀ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ୍ ହୋଇପାରନ୍ତି । ଗୁଣଜ୍ଞ ହେବେ । ଭୋଗୀ ହେବେ । ପ୍ରସନ୍ନତା ଲାଭ କରିବେ ।
ଯାତ୍ରାଜନିତ କ୍ଳାନ୍ତି ବୃଦ୍ଧି ହୋଇପାରେ । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ, ବହୁବିଧ ଧନ ଓ ଗଣୁଯକ୍ତ ହେବେ ।
ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବିଳାସ-ବ୍ୟସନ କରିପାରନ୍ତି । ଗୁପ୍ତ ବିଦ୍ୟାରେ ରୁଚି ରହିବ । ଧନବାନ୍ ହେବେ । ସ୍ତ୍ରୀ ମୋହନକାରୀ ହୋଇପାରନ୍ତି । ନିଜକର୍ମ ଦ୍ୱାରା ଭାଗ୍ୟର ପରିବର୍ତ୍ତନ ଘଟାଇବାରେ ସକ୍ଷମ ହେବେ । ବହୁସୁଖ ମିଳିବ ।
ସୁସ୍ଥ ଓ ନିରାମୟ ରହୁଥିବା ବେଳେ ସାମାନ୍ୟ ଅସସ୍ଥୁତା ସାମୟିକ ଭାବେ ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଭାଗବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉ ଥିବାରୁ ଯାନବାହନ ଚଳାଚଳରେ ସତର୍କ ରହିବେ ।
ଯୋଗାଯୋଗରେ ସଫଳତା ମିଳିବ । ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ । ସୁବର୍ଣ୍ଣାଦି ମୁଲ୍ୟବାନ୍ ଧାତୁ ଦ୍ରବ୍ୟ ଲାଭ ହୋଇପାରେ । ପତ୍ନୀଙ୍କ ସହାୟତା ପ୍ରତ୍ୟେକ କ୍ଷେତ୍ରରେ ଲାଭପ୍ରଦ ହେବ ।
କର୍ମକ୍ଷେତ୍ରରେ ଅଶାନ୍ତିର ବାତାବରଣକୁ ବୁଦ୍ଧିବଳରେ ଅପସାରିତ କରିପାରନ୍ତି । ଏଥିପାଇଁ ନିଜେ ଗର୍ବିତ ହେବେ । ଶତ୍ରୁଙ୍କୁ ମହୁଁତୋଡ଼ ଜବାବ ଦେଇ ତାକୁ ଚୁପ୍ କରାଇ ଦେଇପାରନ୍ତି । କର୍ମକ୍ଷେତ୍ରକୁ ଅଧିକ ଉଜ୍ଜ୍ୱଳମୟ କରିବାକୁ ଲାଗି ପଡ଼ିବେ ।
ଶୁଭ ଖବର ପାଇ ଖୁସି ହୋଇପାରନ୍ତି । କନ୍ୟା, ପତ୍ରୁ, ପ୍ରପୌତ୍ରାଦି ଲାଭ କରିପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ପ୍ରଚୁର ଧନଲାଭ କରି ଉତ୍‌ଫୁଲ୍ଲିତ ହୋଇପାରନ୍ତି । କନ୍ୟା ସନ୍ତାନ ଦ୍ୱାରା ବିଶେଷ ଉପକୃତ ହେବାର ସଯୋଗ ଜୁଟିଛି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments