OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Sunday 13th Dec 2020

Odia Rashiphala

Odia Rashiphala

କାର୍ଯ୍ୟରେ ଯୋଗଦାନ କରିବା ଆଶା କରାଯାଏ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଉତ୍ତମ ଗୁଣର ଆଧାର ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ଶ୍ରେଷ୍ଠ ପଦାଧିକାରୀ ହେବେ । ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ ।
ଲାଗିଥିବା ବିବାଦ ପାଇଁ ସମାଧାନର ସୂତ୍ର ମିଳିବ । ସୁଖ ସନ୍ତୋଷ ଲାଭ କରିବେ । ପ୍ରତିଯୋଗିତାରେ ବିଜୟୀ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବସ୍ତ୍ର ଭୂଷଣ ମିଳିପାରେ । ରାଜତୁଲ୍ୟ କ୍ଷମତା ହାସଲ କରିବେ । ଅର୍ଥ ଓ ବସ୍ତ୍ର ଲାଭ ହେବ ।
ନିର୍ଭରଶୀଳ ନ ହୋଇ ସ୍ୱ ବୁଦ୍ଧି ବଳରେ କାର୍ଯ୍ୟ କରିପାରନ୍ତି । ଚିନ୍ତା ଦୂର ହେବ । ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ । ପ୍ରତିହିଂସା ପରାୟଣ ହୋଇପାରନ୍ତି ।
ଉପୁଜିଥିବା ସମସ୍ୟାର ସୁସମାଧାନ ହେବ । ମନ ଚଞ୍ଚଳ ରହିବ । ମାନ୍ୟତା ମିଳିବ । ଶାସ୍ତ୍ରାଭାଷୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀ ଧନ ପାଇ ସୁଖୀ ହେବେ । ମନ୍ତ୍ରଣା ଶକ୍ତିଯୁକ୍ତ ହୋଇପାରନ୍ତି । କାବ୍ୟକର୍ତ୍ତା ହେବେ ।
ବନ୍ଧୁ ଦର୍ଶନର ସୁଯୋଗ ଅଛି । କର୍ତ୍ତବ୍ୟନିଷ୍ଠ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ହୋଇପାରେ । ପତ୍ନୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିପାରନ୍ତି ।
ବୁଝି ବିଚାରି କାର୍ଯ୍ୟ କଲେ ସଫଳତା ମିଳିବ । ପରିଶ୍ରମର ମୂଲ୍ୟ ମିଳିପାରେ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ଦାନ, ଧର୍ମ କରିପାରନ୍ତି । ସାଧନା ଫଳବତୀ ହେବ । ଚଞ୍ଚଳ ମାନସର ହୋଇପାରନ୍ତି ।
ଆଶାବାଦୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ବାଧାବିଘ୍ନ ଏଡ଼ାଇ କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ି ପାରନ୍ତି । ତ୍ୟାଗଶୀଳ ହେବେ । ନୀତିଜ୍ଞ ହେବେ । କର୍ମଚଞ୍ଚଳ ରହିବେ ।
ଦୁଃଖର ଅବସାନ ଘଟିଛି । ଆୟ ପରିମାଣ ବୃଦ୍ଧି ପାଇବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ରହିବେ । କର୍ମ ଚଞ୍ଚଳ ରହିବେ । ଗୁଣଜ୍ଞ ହୋଇପାରନ୍ତି । ନୂଆବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବେ ।
ଯାତ୍ରା ଶୁଭଦାୟକ ହେବ; ମାତ୍ର ଖର୍ଚ୍ଚାନ୍ତ ହୋଇପାରନ୍ତି । କେତେକ କ୍ଷେତ୍ରରେ ପଥରୋଧ ଘଟିପାରେ । ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ମଧୁର କଥା କହି ପରକୁ ଆପଣାର କରିବାରେ ସକ୍ଷମ ହେବେ । ସମ୍ମାନ ମିଳିବ ।
କଳ, ବଳ, କୌଶଳ ପ୍ରୟୋଗ କରି ଶତ୍ରୁକୁ ବଶ କରିପାରନ୍ତି । ଶରୀର ସୁସ୍ଥ ରହିବ । ଲୋକପ୍ରିୟତା ଅର୍ଜନ କରିବେ । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ, ଧନ ଲାଭର ସୂଚନା ମିଳୁଛି । କରିତ୍‌କର୍ମା ହେବେ ।
ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ସଫଳତା ନିଶ୍ଚୟ ମିଳିବ । ସରକାରୀ କୃପା ଲାଭ କରିବେ । ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ । କୀର୍ତ୍ତିମାନ୍ ହେବେ । ସ୍ୱତ୍ୱାଧିକାରୀ ହୋଇପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ ।
ମିଳିଥିବା ସୁଯୋଗକୁ ହାତଛଡ଼ା ନ କରି ତା’ର ଉପଯୋଗ କରିବେ । ଧନାଗମର ସୂଚନା ମିଳୁଛି । ଦୟାଳୁ ସ୍ୱଭାବର ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଆନନ୍ଦ ଉତ୍ସବ ଲାଗି ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ରହିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments