![]() |
ସ୍ୱାସ୍ଥ୍ୟବାନ୍ ହେବେ। ଶାନ୍ତ ଓ ନିପୁଣ ହେବେ। ମେଧାବୀ ହୋଇପାରନ୍ତି । ଜିତେନ୍ଦ୍ରିୟ ହେବେ। ବିଦ୍ୱାନ୍ ଓ ଦୟାଳୁ ସ୍ୱଭାବର ହେବେ। ସକଳ ଗୁଣଯୁକ୍ତ ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି । |
ସଙ୍ଗୀତ ପ୍ରିୟ ହେବେ। ଉପଯକ୍ତୁ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ହେବେ। ଧନଶାଳୀ ହୋଇପାରନ୍ତି। ସରକାରୀ ସ୍ତରରୁ ଧନ ପ୍ରାପ୍ତି ସହିତ ସମ୍ମାନିତ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। | |
ଉତ୍ତମ ବୁଦ୍ଧି ବିବେକ ସମ୍ପନ୍ନ ହେବେ। ଯାନବାହନ ସୁଖ ମିଳିବ। ଧନ ସହିତ ସରକାରୀ ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ପରୋପକାରୀ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। | |
ଧର୍ମାସକ୍ତ ହେବେ। ମତିମାନ୍ ହୋଇପାରନ୍ତି। ପବିତ୍ର,ମିତ୍ର ହେତୁକ ସୁଖ ଭୋଗୀ ହେବେ। ମାତୃ ବର୍ଗ ସହ ବିଷମ ଭାବାପନ୍ନ ହୋଇପାରନ୍ତି। ପରକୁ ଆପଣାର କରିବା ପାଇଁ ଅର୍ଥ ବ୍ୟୟ କରିବେ। | |
ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ଯୁକ୍ତ ହେବେ। ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି। ଭୋଗ ବିଳାସର ସୁଯୋଗ ଅଛି। ଅପାର ଗୁଣର ଅଧିକାରୀ ହେବେ। ପ୍ରସନ୍ନତା ଲାଭ କରିବେ। | |
ସରକାରୀ ଅର୍ଥ ପ୍ରାପ୍ତି ସୂଚନ ମିଳୁଛି। ପ୍ରଦୂଷଣ ମୁକ୍ତ ଗୃହରେ ବିରତି ସ୍ଥାପନ କରିବେ। କୀର୍ତ୍ତି, ମର୍ତ୍ତି, ସ୍ୱତ୍ୱ , ସନ୍ତୋଷ ଓ ବହୁବିଧ ଧନ ପ୍ରାପ୍ତ ହେବେ। ଗୁଣଜ୍ଞ ହୋଇପାରନ୍ତି । ପରିଶ୍ରମର ଲକ୍ଷ୍ୟ ନିଶ୍ଚୟ ମିଳିବ। | |
ଧନବାନ୍ ହେବେ। ମହିଳା ଗୋଷ୍ଠୀର ନେତୃତ୍ୱ ନେଇ ଉନ୍ନୟନ କାର୍ଯ୍ୟରେ ସାମିଲ ହେବେ। ପରୋପକାରୀ ହେବେ। ବିଦ୍ୱାନ୍ ଓ ଆଦରଣୀୟ ହେବେ। ଧନ ଓ ପୁତ୍ରାଦିଯକ୍ତୁ ହୋଇପାରନ୍ତି। | |
ଶତ୍ରୁ ବିଜୟୀ ହେବେ। ସତକ୍ରିୟା ଯୁକ୍ତ ହେବେ। ସଦାସର୍ବଦା ସୁଶୀଳ ହେବେ। ତୀର୍ଥାଶ୍ରୟ ହୋଇପାରନ୍ତି। ଭୂତିଭୂରି ଯଶର ଅଧିକାରୀ ହେବେ। ପ୍ରତାପୀ ହେବେ। ସାରାଦିନ ସତର୍କରେ ଚଳିବାକୁ ପଡିବ। | |
ସତ୍ ପୁତ୍ର ବା ମିତ୍ର ଲାଭ କରିପାରନ୍ତି। ଗୁଣବାନ୍ ହେବେ। ସତ୍ୟ, ଶୌଚ ଓ ଦୟାବାନ୍ ହୋଇପାରନ୍ତି। ବାକ୍ୟ ବିନିମୟ ଭଦ୍ରୋଚିତ ହେବ। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। ଜନବଲ୍ଲଭ ହେବେ। | |
ରାଜତୁଲ୍ୟ ହୋଇପାରନ୍ତି। ଦେଶାଦିର ଆଧିପତ୍ୟ ଲାଭ କରିପାରନ୍ତି। ପ୍ରିୟଭାଷୀ ହୋଇପାରନ୍ତି। ଧନ ଓ ବାହନଯୁକ୍ତ ହେବାର ସୂଚନା ମିଳୁଛି। ସୁବର୍ଣ୍ଣ ସମ୍ପଦ ମିଳିପାରେ। ବଳବାନ୍ ହେବେ। | |
ଜନାଦ୍ରୁତ ହେବେ। ଉତ୍ତମ କଥାକାର ହୋଇପାରନ୍ତି। ବାଞ୍ଚିତ କାର୍ଯ୍ୟକରି ପ୍ରଶଂସିତ ହେବେ। ସାହସୀ ହେବେ। ଲେଖନୀ ନିଃସୃତ ଭାବ, ଭକ୍ତି ଓ ଅମୃତମୟ ଲେଖା ଜନମାନସକୁ ଆକର୍ଷିତ କରିବ। | |
ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ଦେବାଶ୍ରୟ ହେବେ। ଉତ୍ତମ ଗୁଣର ଅଧିକାରୀ ହେବେ। ବିତ୍ତବାନ୍ ହୋଇପାରନ୍ତି। ନାନା ସୁନ୍ଦର ଓ ମଲ୍ୟବାନ୍ ବସ୍ତୁ ଲାଭର ସୂଚନା ମିଳୁଛି। ବିଜ୍ଞ ଓ ଗୁଣଜ୍ଞ ହେବେ। |
Odia Calendar 2022
Comments
comments