![]() |
ତୃପ୍ତିକର ଭୋଜନରେ ଆପ୍ୟାୟିତ ହେବେ । କଳହଠାରୁ ଦୂରେଇ ରହିବାକୁ ଚେଷ୍ଟ କରିପାରନ୍ତି । ବିଭିନ୍ନ ସ୍ତରରୁ ସାହାଯ୍ୟ ପାଇ ଆୟ ବୃଦ୍ଧି କରିବେ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ । କୃଷି କର୍ମକାରୀ ହେବେ । ଯାନବାହନ ସୁଖ ମିଳିବ । |
ପରିବେଶରୁ ଲାଭବାନ୍ ହେବେ । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ବନ୍ଧୁପ୍ରାପ୍ତି ସହ ଯାନବାହନ ଲାଭ ହୋଇପାରେ । ବିଳାସ ବ୍ୟସନ କରିପାରନ୍ତି । ଆନନ୍ଦ ଉପଭୋଗ କରିବେ । ଗୁଣଜ୍ଞ ଓ ସୁଖୀ ହୋଇପାରନ୍ତି । | |
ଶତ୍ରୁମାନେ ଅପଦସ୍ତ ହୋଇ ପଛକୁ ଫେରି ଯିବେ । କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କର୍ମକ୍ଷେତ୍ରରେ ସଫଳତା ମଳିବ । ସମାଜ ସେବା ପ୍ରତି ମନ ବଳାଇବେ । ବିଭିନ୍ନ ଦିଗରୁ ଧନାଗମ ହେବ । | |
ଚାକିରି କ୍ଷେତ୍ରରେ ପ୍ରଶଂସନୀୟ ହେବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସରକାରୀ ଓ ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ନୂଆ ବନ୍ଧୁ ଜୁଟିବେ । | |
ଠାକୁରଙ୍କ ଦର୍ଶନ ଲାଭ କରି ଆନନ୍ଦ ଅନୁଭବ କରିବେ । ପ୍ରତାରିତ ହୋଇପାରନ୍ତି । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଜନସାଧାରଣଙ୍କ ପ୍ରିୟ ଭାଜନ ହେବେ । ଚକ୍ଷୁ ପୀଡ଼ା ଅନୁଭବ କରିବେ । କାର୍ଯ୍ୟରେ ବାଧା-ବିଘ୍ନ ଉପୁଜିବାର ସୂଚନା ମିଳୁଛି । | |
ଧୀର-ସ୍ଥିର ଭାବେ କାର୍ଯ୍ୟ କରି ସଫଳତା ପାଇବେ । ମୂଲ୍ୟବାନ ଦ୍ରବ୍ୟ ଲାଭ କରିବେ । ଆନନ୍ଦ ଉଲ୍ଲାସରେ ଦିନଟି ବିତାଇ ପାରନ୍ତି । ନାନାବିଧ ସମ୍ମାନରେ ଅଧିକାରୀ ହେବେ । ଯାନ-ବାହନ ଲାଭ ହେବ । କୀର୍ତ୍ତିମାନ୍ ହେବେ । ଗୁଣବାନ୍ ହୋଇପାରନ୍ତି । | |
ଜମି-ବାଡି କିଣିବାର ସୁଯୋଗ ଅଛି । ପରିଶ୍ରମର ମୂଲ୍ୟାଙ୍କନ ହେବ । ଅର୍ଥ ପ୍ରାପ୍ତ ହେବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି । ଶୁଭ ଖବର ପାଇ ଖୁସି ହେବେ । ସୁଖ-ସନ୍ତୋଷ ଲାଭ କରିବେ । ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି । | |
ବିପଦ ଦୂରେଇ ଯିବ । ସେବା-ପୂଜାରେ ମନୋନିବେଶ କରିପାରନ୍ତି । ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି । ମନ ଫୂର୍ତ୍ତି ରହିବ । ପ୍ରତିଶ୍ରୁତି ପାଳନ କରିବେ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଯଶ ଅର୍ଜନ କରି ସୁଖୀ ହେବେ । | |
ସାମୂହିକ କାର୍ଯ୍ୟରେ ଆଗକୁ ବଢ଼ିବେ । ଧନକ୍ଷୟ ହୋଇପାରେ । ଅଯଥା ବ୍ୟୟ ହେବ । ବିବାଦର ସୂତ୍ରପାତ ହୋଇପାରେ । ସ୍ୱାଭିମାନୀ ହେବେ । ଯୁଗ୍ମ-ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବେ । | |
ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି । ଆତ୍ମୀୟମାନଙ୍କ ସହଯୋଗ ମିଳିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ବନ୍ଧୁମେଳରେ ଦିନ ବିତାଇ ସୁଖ ଅନୁଭବ କରିବେ । | |
ସାମୂହିକ କାର୍ଯ୍ୟରେ ଆଗକୁ ବଢ଼ପିାରନ୍ତି । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ଉପୁଜି ଥିବା ସମସ୍ୟାର ସମାଧାନ ହେବ । ଶାନ୍ତି ଓ ସନ୍ତୋଷ ଲାଭ କରିବେ । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଗୃହ ପାଇଁ ବହୁ ଶୁଭଫଳ ଆଶା କରାଯାଏ । | |
କାର୍ଯ୍ୟରେ ଅସୁବିଧା ଉପୁଜି ପାରେ; ମାତ୍ର ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ମନ, ଆନନ୍ଦ ଉଲ୍ଲାସରେ ଭରି ଉଠିବ । ବାକ୍ପଟୁତା ପାଇ ସାମାଜିକ କ୍ଷେତ୍ରରେ ଆଦରଣୀୟ ହେବେ । |
Odia Calendar 2019
Comments
comments