OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 7th Nov 2020

Odia Rashiphala

Odia Rashiphala

ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ସୁଖୀ ହେବେ । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷି କର୍ମକାରୀ ହେବେ । ପ୍ରେମୀ ଓ ବୁଦ୍ଧିମାନ ହେବେ । କଳା ଅପରାଜିତା ଫୁଲ ଶୁଭଦାୟକ ହେବ ।
ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ । ଧାର୍ମିକ ଓ ବନ୍ଧୁପ୍ରେମୀ ହୋଇପାରନ୍ତି । କାନରେ ଦୁଇହାତ ଦେଲେ ଶୁଭଫଳ ମିଳିବ ।
ଭାଗ୍ୟଶାଳୀ ହେବେ । ବ୍ୟକ୍ତିତ୍ୱର ବିକାଶ ଘଟିବ । ମଧୁର ଭାଷା, ସହନଶୀଳ ଓ ଶାନ୍ତିପ୍ରିୟ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଦ୍ୟାପ୍ରେମୀ ହୋଇପାରନ୍ତି । ସବୁଜ ପୋଷାକ ପିନ୍ଧିଲେ ଅସାଧ୍ୟକୁ ସୁସାଧ୍ୟ କରିବେ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟର ମାତ୍ରା ବୃଦ୍ଧି ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ମାଲିମୋକଦ୍ଦମାରେ ଜିଣି ଅର୍ଥ ପ୍ରାପ୍ତ ହେବେ ।
ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କର୍ମଚଞ୍ଚଳ ରହିବେ । ନିରୋଳା ସ୍ଥାନରେ ସମୟ ବିତାଇପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ହାତ ପୃଷ୍ଠ ଭାଗରେ ରଖି ହସି ହସି ଯାତ୍ରା କଲେ ଶୁଭଫଳ ମିଳିବ ।
ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ପୃଷ୍ଠ ଦେଶରେ ହସ୍ତ ଚାଳନା କଲେ ବିପଦ ଆପଦରୁ ଉଧୁରୀ ଯିବେ ।
କାର୍ଯ୍ୟରେ ସଫଳତା ଲାଭ କରିବେ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଧଳାଫୁଲ ଗଣେଶଙ୍କୁ ଅର୍ପଣ କଲେ ଜ୍ଞାନ ଗରିମା ବୃଦ୍ଧି ହେବ ।
ସେବା ପୂଜାରେ ମନୋନିବେଶ କରିପାରନ୍ତି । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ ବିଳାସର କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଲାଲ ରଙ୍ଗର ଫୁଲ ଦେବୀଙ୍କୁ ଅର୍ପଣ କଲେ ମନସ୍କାମନାପୂର୍ଣ୍ଣ ହେବ ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଥଣ୍ଡା ଜନିତ କଷ୍ଟ ଉପୁଜି ପାରେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ହଳଦୀ ରଙ୍ଗର ବସ୍ତ୍ର ବ୍ୟବହାର କଲେ କାର୍ଯ୍ୟ ନ ଅଟକି ଆଗକୁ ବଢ଼ିବ ।
ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀ ଆପଣଙ୍କୁ ପତନରୁ ଉଦ୍ଧାର କରି ଉତ୍‌ଥାନ ଦେଇପାରନ୍ତି ।
ଶ୍ରମ ସାର୍ଥକ ହେବ । ସୁସ୍ଥ ଓ ନିରାମୟ ରହିବେ । ଭ୍ରାତୃ ସ୍ନେହ ଅତୁଟ ରହିବ । ସହଯୋଗୀମାନଙ୍କ ଚତୁରତାରୁ ଶତ୍ରୁ ଦମନ କରିବାରେ ପାରଙ୍ଗମ ହେବେ । ଚାକିରି କ୍ଷେତ୍ରରେ ବହୁ ସୁନାମ ମିଳିବ । ହନୁମାନ ଆଶ୍ରିତ ହେଲେ ଶୁଭଫଳ ମିଳିବ ।
ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭ ହେବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବହି ଆସିପାରେ । ବ୍ୟବସାୟ ଭଲରେ ଚାଲିବ । ହଳଦୀ ରଙ୍ଗର ହେଲେ ନବ ବସ୍ତ୍ର ଶୁଭ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments