OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 7th Dec 2019

Odia Rashiphala

Odia Rashiphala

ଷଡଯନ୍ତ୍ରରୁ ଉଧୁରି ଯାଇପାରନ୍ତି । ଦୁଃଖର ପରିମାଣ ଅଧିକ ଥିବାବେଳେ ସୁଖର ମାତ୍ରା କମ୍ ରହିବ । କର୍ମକ୍ଷେତ୍ରରେ ଅବହେଳା କରିବାର ସୂଚନା ମିଳୁଛି । କେବଳ କଥା ମଧୁର ଯୋଗୁଁ ସାମାଜିକ କ୍ଷେତ୍ରରେ ଆଦରଣୀୟ ହୋଇପାରନ୍ତି ।
ଉଚ୍ଚପଦସ୍ଥ ଅଫିସରଙ୍କ ସହାୟତା ମିଳିବ । ଉଚ୍ଚ ଆଶା ଫଳବତୀ ହେବ । ସମ୍ମାନିତ ହେବେ । ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । ଭୋଗ-ବିଳାସ କରିପାରନ୍ତି । ଗୁଣଜ୍ଞ ହେବେ । ପ୍ରସନ୍ନତା ଲାଭ କରିବେ ।
ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ । କାର୍ଯ୍ୟରେ ସଫଳତା ଲାଭ କରିବେ । ସନ୍ତାନ ବର୍ଗରେ ଉନ୍ନତି ଘଟିବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବ । ସର୍ବ ସୁଖ ମିଳିବା ଆଶାକରାଯାଏ । ବ୍ୟବସାୟରୁ ଲାଭ ମିଳିବ ।
ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ । ସେବା-ପୂଜାରେ ନିମଗ୍ନ ହୋଇପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ଅନୁକୂଳ ରହିଛି । କୌଶଳରେ କାର୍ଯ୍ୟ ହାସଲ କରିବେ । ବିଳାସ-ବ୍ୟସନରେ ନିଜକୁ ନିୟୋଜିତ କରିବେ ।
ଯାତ୍ରାକାଳୀନ କ୍ଳେଶ ଅନୁଭବ କରିପାରନ୍ତି । ଧନକ୍ଷୟ ହେବାର ସମ୍ଭାବନା ଅଛି । ସାମାନ୍ୟ ଅସୁସ୍ଥତା ଦେଖା ଦେଇପାରେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଦଳରେ ବୁଡ଼ି ଯିବା ଭୟ ଅଛି ।
କାର୍ଯ୍ୟ ବ୍ୟସ୍ତତା ବଢ଼ିଯାଇପାରେ । ସୁଖ ସନ୍ତୋଷ ଲାଭ କରିବେ । ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପୁତ୍ର ସୁଖ ମିଳିବ । ଜିତେନ୍ଦ୍ରିୟ ହେବେ । ପରାକ୍ରମୀ ହେବେ ।
ହୃଦୟରୁ ଜାତ ହୋଇଥିବା ସାହସର ଉପଯୋଗ କରିପାରନ୍ତି । ମନୋବଳ ଦୃଢ଼ ହେବ । ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହେବ । ଉପୁଜି ଥିବା ସମସ୍ୟାର ସମାଧାନ ହେବ । ପାରିବାରିକ ସୁଖ ମିଳିବ ।
ରୋଜଗାର ଅତ୍ୟଧିକ ହୋଇପାରେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଧନ-ମାନ-ସୁଖ-ସମ୍ଭୋଗ ସବୁ କିଛି ମିଳିବ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । କନ୍ୟା ସହାୟିକା ହେବେ ।
ବନ୍ଧୁଙ୍କ ସହିତ ଥିବା ସଂପର୍କରେ ବାଧା ସୃଷ୍ଟି ହୋଇପାରେ । ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ । ଝୁଣ୍ଟି ପଡ଼ି ଯାଇ ଆଘାତ ପ୍ରାପ୍ତ ହୋଇପାରନ୍ତି । କୃଷି କର୍ମ ଉପରେ ଧ୍ୟାନ ଦେବେ । ମିଷ୍ଟଭାଷୀ ହେବେ । କାର୍ଯ୍ୟ ହାସଲ କରିବେ ।
ଗୃହ କାର୍ଯ୍ୟରେ ମନ ବଳାଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ସତ୍‌କର୍ମରେ ବ୍ୟୟ କରିପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ବିବାଦରେ ବିଜୟୀ ହେବେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ ।
ଚଞ୍ଚଳ ଚେଷ୍ଟିତ ହେବେ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟ ସଫଳ ରୂପାୟନ କରିବାରେ ସକ୍ଷମ ହୋଇପାରନ୍ତି । କାର୍ଯ୍ୟର ଅଗ୍ରଗତି ଘଟିବ । ଚିନ୍ତାଧାରା ଉନ୍ନତମାନର ହେବ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଧନାଗମ ହେବାର ସୂଚନା ମିଳୁଛି । ଭାଗ୍ୟଶାଳୀ ହେବେ ।
ଦୁଃସାହସିକ କାର୍ଯ୍ୟ କରି ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିବେ । ରୋଜଗାର ଆଶାନୁରୂପ ହେବ । ନୈତିକତା ବୃଦ୍ଧି ହେବ । ମିଷ୍ଟାନ୍ନ ଭୋଜନ ମିଳିବ । ମାନ୍ୟତା ଲାଭ କରିବେ । ସୁଖଶାନ୍ତିରେ ଦିନଟି ଅତିବାହିତ ହେବ । ସର୍ବତ୍ର ସୁଖ ଆଶାକରାଯାଏ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments