![]() |
ଉଚ୍ଚ ପଦପଦବୀ ଲାଭ କରିପାରନ୍ତି । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ସନ୍ମାର୍ଗୀ ହେବେ । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦୁଃସାହସିକ କାର୍ଯ୍ୟ କରିପାରନ୍ତି; ତଥାପି ଦିନସାରା ସତର୍କ ରହିବାକୁ ପଡ଼ିବ । |
![]() |
ସ୍ୱାଭିମାନୀ ହୋଇପାରନ୍ତି । ଶୃଙ୍ଖଳିତ କାର୍ଯ୍ୟ କରି ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ । ବୁଦ୍ଧିମାନ ହେବେ । ଯାନବାହନ ସୁଖ ମିଳିପାରେ । ସରକାରୀ ମାନ୍ୟତା ମିଳିବ । ପୁତ୍ର ସୁଖ ପାଇ ଆନନ୍ଦ ଅନୁଭବ କରିବେ । ପରୋପକାରୀ ହେବେ । |
![]() |
ସ୍ୱଭାବ ସୁଲଭ ଗୁଣ ପ୍ରକାଶିତ ହେବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ବିଖ୍ୟାତ କୀର୍ତ୍ତି ସ୍ଥାପନ କରିପାରନ୍ତି । ବହୁ ବନ୍ଧୁ ଅର୍ଜନ କରିପାରନ୍ତି । ଉପକାରୀବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହୋଇପାରନ୍ତି । |
![]() |
ବିଦ୍ୟା ଅର୍ଜନରେ ପ୍ରତିଦ୍ୱନ୍ଦିତା ହେବେ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଗୃହ ପରିବେଶ ଉଚ୍ଚମାନର ହେବ । ମୂଲ୍ୟବାନ୍ ଧାତୁ ଦ୍ରବ୍ୟର ଅଧିକାରୀ ହେବେ । |
![]() |
କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପରୋପକାରୀ ହେବେ । ବିଭିନ୍ନ ସ୍ତରରୁ ଧନ ଲାଭ କରିପାରନ୍ତି । ଗୋଷ୍ଠୀ, ନଗର କିମ୍ବା ଗ୍ରାମର ମୁଖ୍ୟ ହୋଇପାରନ୍ତି । ମନ୍ତ୍ରଣା ଶକ୍ତିଯୁକ୍ତ ହେବେ । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ । |
![]() |
ଯେ କୌଣସି ସ୍ତରରୁ ଅର୍ଥାଗମ ହେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ଠାକୁରଙ୍କ ଦର୍ଶନ ଲାଭ କରି ଆତ୍ମସନ୍ତୋଷ ଲାଭ କରିବେ । ପ୍ରତିଯୋଗିତାରେ ବିଜୟୀ ହେବେ । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ । |
![]() |
ତ୍ୟାଗଶୀଳ ହୋଇପାରନ୍ତି । ଜଣେ ନୀତିଜ୍ଞ ବ୍ୟକ୍ତିଭାବେ ସାଧାରଣ ଲୋକଙ୍କ ନମସ୍ୟ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । ଚିତ୍ତ ସନ୍ତୁଷ୍ଟ ରହିବ । ଅତି ସୁଖୀ ଓ କୀର୍ତ୍ତିମାନ୍ ହେବେ । |
![]() |
ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ଉପାର୍ଜନ ଉଣା ହେବ ନାହିଁ । ଶକ୍ତିମାନ୍ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ପ୍ରିୟ ଭାଷୀ ହୋଇପାରନ୍ତି । ଧନ ଓ ଯାନବାହନଯୁକ୍ତ ହେବେ । ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ହର୍ଷଯୁକ୍ତ ହେବେ । ସତ୍ୟବାଦୀ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । |
![]() |
ନାନା ବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନବାହନ ସୁଖ ମିଳିପାରେ । କୀର୍ତ୍ତିମାନ୍ ହେବେ । ଭୋଗ ବିଳାସ କରିପାରନ୍ତି । ଗୁଣଜ୍ଞ ହେବେ । ମନ ପ୍ରସନ୍ନ ରହିବ । ସରକାରୀ ସ୍ତରରୁ ଅର୍ଥ ମିଳିପାରେ । |
![]() |
ବିଭାଗୀୟ ସରକାରୀ ଅର୍ଥ ମିଳିପାରେ । ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି । ବହୁବିଧ ଧନର ଅଧିକାରୀ ହେବେ । ଉତ୍ତମଗୁଣଯୁକ୍ତ ହେବେ । ଶୃଙ୍ଖଳିତ କାର୍ଯ୍ୟଶୈଳୀ ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ । |
![]() |
ସାମର୍ଥ୍ୟର ପରିପ୍ରକାଶ ଘଟିବ । ଧନାଗମ ହେବ । ଯାନବାହନ ସୁଖ ମିଳିପାରେ । ସରକାରୀ ଅର୍ଥ ପ୍ରାପ୍ତ ହୋଇପାରନ୍ତି । ଲୋଭାସକ୍ତ ହେବେ । ଧନଲାଭକାରୀ ହୋଇପାରନ୍ତି । ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ । ପୁଣ୍ୟବାନ୍ ହେବେ । |