OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 6th July 2019

Odia Rashiphala

Odia Rashiphala

ଆର୍ଥିକ ସମସ୍ୟା ଉପୁଜି ପାରେ । ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ପ୍ରଭାବ ବିସ୍ତାର କରିପାରନ୍ତି । ଆନନ୍ଦ ଉତ୍ସବ ଲାଗି ରହିବ । ପ୍ରିୟ ଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସଂପଦ ମିଳିପାରେ ।
ପାରିବାରିକ ଶାନ୍ତି ଫେରି ପାଇବେ । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । ଶୁଭା-ଶୁଭ ମିଶ୍ରତ ଫଳ ମିଳିବ । କନ୍ୟା, ପୁତ୍ର, ପୌତ୍ରାଦି ଲାଭ କରିପାରନ୍ତି । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହେବେ । ସ୍ତ୍ରୀ ଧନ ହେତୁ ସୁଖୀ ହେବେ ।
ପଦୋନ୍ନତି ପାଇଁ ଚେଷ୍ଟା ଜାରି ରଖିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ ।
ପ୍ରଭାବଶାଳୀ ବ୍ୟକ୍ତିଭାବେ ନିଜ ପ୍ରଭାବର ଉପଯୋଗ କରିପାରନ୍ତି । ଆଳସ୍ୟ ପରିତ୍ୟାଗ କରିବାକୁ ପଡ଼ିବ । ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ । ତ୍ୟାଗ-ପୂତ ମନୋଭାବର ହୋଇପାରନ୍ତି ।
କାର୍ଯ୍ୟରେ ଆଶିଂକ ସଫଳତା ମିଳିବ । ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ପାରିବାରିକ ସୁଖ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଚିନ୍ତାଧାରା ଉନ୍ନତମାନର ହେବ ।
ବିବାଦୀୟ ପରିସ୍ଥିତି ଉପୁଜି ପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ମଧ୍ୟମ ଧରଣର ଶୁଭଫଳ ପ୍ରାପ୍ତ ହେବେ । ବିଶୁଦ୍ଧ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ । ନିର୍ଭୀକ ହେବେ । ସୁଶୀଳ ଓ ବିଧିଜ୍ଞ ହେବା ଆଶା କରାଯାଏ ।
ଅଧିକ ଲାଭବାନ୍ ହେବା ପାଇଁ ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କରିବେ । କୃତକାର୍ଯ୍ୟ ହୋଇପାରନ୍ତି । ଉଚ୍ଚକର୍ମରେ ସଂପୃକ୍ତି ରହିବ । ଗୁରୁକୃପା ଲାଭ କରିବେ । କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ ସୁଖ ମିଳିବ । କରିତ୍‌କର୍ମା ହେବେ ।
ଆକସ୍ମିକ ଭାବେ ଧନଲାଭ ହୋଇପାରେ । ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଅର୍ଥାଗମ ହେବାର ସୂଚନା ମିଳୁଛି । ହର୍ଷ-ଉଲ୍ଲାସରେ ଦିନଟି ଅତିବାହିତ କରିପାରନ୍ତି । କର୍ମ କୁଶଳତା ପ୍ରକାଶ ପାଇବ । ସରକାରୀ ଅର୍ଥ ମିଳିପାରେ । କୀର୍ତ୍ତିମାନ୍ ହେବେ ।
ମନସ୍କାମନା ପୂରଣ ହେବ । ପୂର୍ବର ଅସୁସ୍ଥତାର ଉପଶମ ପାଇଁ ବିଶ୍ରାମ ଗ୍ରହଣ କରିପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସମ୍ମାନିତ ହୋଇପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଭାଗ୍ୟବାନ୍ ହେବେ ।ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି, ସଫଳତା ମିଳିବ । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସାରାଦିନ, ରାତି ସତର୍କତାର ସହ ଚଳିବାକୁ ପଡ଼ିବ । ମନରେ ବ୍ୟାକୁଳତା ଭାବ ଦେଖା ଦେବ । କୁଟିଳ ହୃଦୟଯୁକ୍ତ ହେବେ ।
ବନ୍ଧୁ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ସଫଳ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ଶାନ୍ତି ମିଳିବ । ଯଶସ୍ୱୀ ହେବେ । ସର୍ବତ୍ର ବିଜୟ ଲାଭ କରିବେ । ଶାସ୍ତ୍ରଜ୍ଞାତା ହୋଇପାରନ୍ତି । ସୁବିଦ୍ୟାଯୁକ୍ତ ହେବେ । ଦ୍ରବ୍ୟ ଲାଭ ହୋଇପାରେ ।
ବନ୍ଧୁ ସହଯୋଗ ପାଇବେ । ପରଚର୍ଚ୍ଚା କରିପାରନ୍ତି । ବ୍ୟବହାର କୁଶଳତା ଯୋଗଁ ଆଦରଣୀୟ ହେବେ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ଉଚ୍ଚପଦପଦବୀରେ ଆରୁଢ଼ ହୋଇପାରନ୍ତି । ଗୁଣବାନ୍, ନୀତିଯୁକ୍ତ ଓ ବିନୀତ ସ୍ୱଭାବର ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments